""
ବିବିଧ Videos ଟେଲିସ୍କୋପରେ ଗ୍ରହ ନକ୍ଷତ୍ର ଦେଖା ପିଲାମାନେ ଧାଡ଼ିଧାଡ଼ି ହୋଇ ଆସୁଛନ୍ତି…ଟେଲିସ୍କୋପରେ ମହାକାଶର ଦୃଶ୍ୟ ଦେଖୁଛନ୍ତି । ଆପଣ ଭାବୁଥିବେ ଏ କୌଣସି ବିଜ୍ଞାନାଗାରର ଦୃଶ୍ୟ । ଏହା ନା କୌଣସି ବିଜ୍ଞାନାଗାର ନା କୌଣସି ସରକାରୀ କାର୍ଯ୍ୟାଳୟ । ଏ ହେଉଛି ନୀଳଗିରି ସାନଅତା ଅଞ୍ଚଳର ସୁଜିତ୍ ମହାନ୍ତିଙ୍କ ଘର ଛାତ ଉପରର ଦୃଶ୍ୟ । ଏବେ ସନ୍ଧ୍ୟା ହେବା କ୍ଷଣି ଦେଖିବାକୁ ମିଳୁଛି ଏମିତି ଭିଡ଼ । Pallipuspa Samal 29 Mar 2024 13:07 IST rooftop telescope Success StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ