""
ବିବିଧ Videos ସାଥିହୋଇ ଚାଲିଗଲେ ଦୁଇବନ୍ଧୁ ଏକା ସାଥିରେ ରହୁଥିଲେ, ଏକାଠି ଖାଉଥିଲେ ଆଉ ଏକାଠି ପାଠ ବି ପଢୁଥିଲ । ଖାଲି ସେତିକି ନୁହେଁ ଦୁଇବନ୍ଧୁ ଏକା ସାଙ୍ଗରେ ବେଦାନ୍ତ କମ୍ପାନୀରେ ଚାକିରୀ ବି ପାଇଥିଲେ । ହେଲେ କିଏ ଜାଣିଥିଲା ଦୁଇବନ୍ଧୁ ଦିନେ ସାଥିହୋଇ ଆରପାରିକୁ ଚାଲିଯିବେ । Pallipuspa Samal 29 Mar 2024 13:25 IST 2 friends killed Bus AccidentAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ