• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

FARMERS
ଏଣିକି ଚାଷୀ ଘରେ ପହଞ୍ଚିବ ବିହନ

ଆଉ ଟେନ୍‌ସନ୍‌ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ

 build road
ହଜାରେ ଟଙ୍କାଏ ଲେଖାଏଁ ଆଦାୟ କଲେ...ନିଜ ଗାଁ ରାସ୍ତା ନିଜେ କଲେ

ଗୁହାରି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହେଉଥିଲେ ଗାଁ ଲୋକେ...ମଣ୍ଡପରେ ବୈଠକ ହେଲା, ୧ ହଜାର ଲେଖାଏଁ ଆଦାୟ ହେଲା । ମହିଳା-ପୁରୁଷ ମିଶି ଏକାଠି ହେଲେ, ଗାଁକୁ ପକ୍କା ରାସ୍ତା କଲେ

Today Panchang
Today Panchang 18th June 2023: କେଉଁ ମୁହୂର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

News Fuse
ପ୍ଲାଷ୍ଟିକ୍‌ ବୋତଲ ଠିପିରେ ପ୍ୟାଣ୍ଟ ପିନ୍ଧା

ପ୍ୟାଣ୍ଟରେ କଣ ଠିପି ଦେଲେଣି? ଇଏ କି ହୁକରେ? ମୋ ବୋଉ...ନାରଣ ତୋ ପ୍ୟାଣ୍ଟରେ ଡୋର ଅଛି ନା?

News reporter in Pakistan
ରିପୋର୍ଟିଂ ପାଇଁ...ଗଭୀର ପାଣିକୁ ଡେଇଁଲେ ରିପୋର୍ଟର : ତା’ପରେ ...

ଅଜବ୍‌ ନିଶା ନା ପାଗଳ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?

financial aid for treatment
ବାପା ନାହାନ୍ତି, ମାଆଙ୍କୁ ଲିଭର ରୋଗ....ଏବେ ପିଲାଏ ପଢିବେ କେମିତି?

ବାପା ଚାଲିଗଲେ, ମାଆଙ୍କୁ ଲିଭର ସିରୋସିସ୍‌ ରୋଗ । ଯାହା ଯେତିକି ଟଙ୍କା ଥିଲା ସେତିକିରେ କଷ୍ଟରେ ଚଳୁଥିଲା ପରିବାର । ଏବେ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ଦରକାର ଅଧିକ ଟଙ୍କା । ଏମିତି ସ୍ଥିତିରେ ମାଆ କହୁଛି ମୋର କିଛି ହେଲେ ମୋ ପିଲାଙ୍କ ଦାୟିତ୍ୱ...

Woman fails to avail house
ବଞ୍ଚି ଥାଉଥାଉ ଦେଲନି...ମରିଗଲେ କଣ ଘର ଦେବ?

ସରକାରଙ୍କୁ ପ୍ରଶ୍ନ ପଚାରୁଛି ଜଣେ ଅସହାୟ ମହିଳା । ବାରମ୍ବାର ଦଉଡି ଦଉଡି ଘରେ ଖଣ୍ଡିଏ ଦେଲନି...ଭୋଟ୍‌ ମାଗିଲ, ଆମେ ଦେଲୁ । ଏବେ ତ କିଛି ଶୁଣୁନ, ମୁଁ ମଲା ପରେ କଣ ଘର ଦେବ କି?

drinking water
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ

Bus stand in Berhampur
ଉଦଘାଟନ ହେଲା କିନ୍ତୁ କାମରେ ଲାଗୁନି : ପାଣିରେ ପଡିଲା ୭ କୋଟି

ଟ୍ରାଫିକ୍‌ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍‌ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍‌ରେ ଅଟଳ ଘରୋଇ ବସ୍‌ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା...

Today Panchang
Today Panchang 17th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ।ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Man rides with 8 family members
ଦେଶୀ ଜୁଗାଡ଼ : ଗୋଟିଏ ବାଇକ୍‌ରେ ସବାର ହେଉଛନ୍ତି

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍‌ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି

Sesa Raja
ଫିକା ପଡ଼ିଲା ଶେଷ ରଜ

ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ଫିକା ପଡ଼ିଲା ଶେଷ ରଜ ।

News Fuse
ନାଳ ପାଣି ନଈ ପାଣି କିଛି ନୁହେଁ...ଆମେ ନାଚିବୁ, ରସବତୀ ବିଲାସ

ଆଲୋ ଆଲୋ ଇଏ କଣ? ରସବତୀ ନାଚିବ ବୋଲି କଣ ନାଳରେ? ଛି ଛି ଛି....କୁଣ୍ଡିଆକୁ କିଣିକି ନେବେ ଇଏ

‘Sesa Raja’
ରଜ ମଉଜ କମିନି, ଆଜି ଶେଷ ରଜ

ପ୍ରବଳ ଖରା ସତ୍ତ୍ୱେ କେନ୍ଦ୍ରାପଡ଼ାରେ ରଜ ମଉଜ କମିନି । ମୁଁ ଖାଣ୍ଟି ଓଡ଼ିଆ ଝିଅ ଗୀତ ଗାଇ ଗାଇ ଦୋଳି ଖେଳିଲେ ଯୁବତୀ....

last day of ‘Raja’
ଆଜି ସରିବ ରଜ ମଉଜ । ଶେଷ ରଜରେ ଜମିବ, ଦୋଳି,ପିଠା,ପାନ ଓ ବାଗୁଡ଼ିର ଆସର

ଆଜି ହେଉଛି ରଜ ପର୍ବର ଶେଷ ଦିନ। ରାଜ୍ୟର ଉପକୂଳ ଓଡ଼ିଶା ସମେତ ଅନ୍ୟ ଅଞ୍ଚଳରେ ବି ଧୂମଧାମରେ ପାଳିତ ହେଉଛି ରଜ ମହୋତ୍ସବ। ତିନି ଦିନ ଧରି ଦୋଳି, ପିଠା, ପାନ ମଜା ନେଉଛନ୍ତି ଗାଁଠୁ ସହର ଯାଏଁ ଲୋକେ...

Today Panchang
Today Panchang 16th June 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

‘Raja Sankranti’
୮୦ ହେଲେବି ଦୋଳି ଖେଳିବି

ବୟସ ୭୦ ହେଲାଣି ହେଲେ ଏବେ ବି ରଜକୁ ନେଇ ମଉଜ ମନରୁ କମିନି; ଦୋଳି ଖେଳିଲେ ଗୀତ ଗାଇଲେ....

Odia diaspora celebrates ‘Raja Sankranti
ବିଦେଶରେ ରଜପର୍ବ

ବିଦେଶରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ରଜପର୍ବ । ଆମେରିକାର ଓରଲାଣ୍ଡୋରେ ଓଡ଼ିଆ ପରିବାର ପକ୍ଷରୁ ଧୂମଧାମରେ ପାଳିତ ହୋଇଛି ରଜ ଉତ୍ସବ...

Raja sankranti
ସବୁଠି ଚାଲିଛି ରଜ ମଉଜ:ଡବଲ ମଜା କରୁଛନ୍ତି ଯୁବତୀ

କାଲି ସରିଯିବ ରଜ, ତେଣୁ ଆଜି ରଜ ସଂକ୍ରାନ୍ତିରେ ଡବଲ ମଜା କରୁଛନ୍ତି ଯୁବତୀ...

Varieties of sweet paan
୨୦ ପ୍ରକାର ମସଲାରେ ତିଆରି ମିଠା ରଜ ପାନ

ବିନା ରଙ୍ଗରେ ଯେମିତି ହୋଲି ଅସମ୍ଭବ ଠିକ୍ ସେମିତି ବିନା ପାନରେ ସେ କି ରଜ ମଉଜ ? ଏଠି ୨୦ ପ୍ରକାର ମସଲାରେ ତିଆରି ମିଠା ପାନ ମିଳୁଛି

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।