ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ
ଚକ୍ ଖଡ଼ି ସାହାଯ୍ୟରେ ରଥଯାତ୍ରାର ଶୁଭେଚ୍ଛା । ଏଭଳି ଅଭିନବ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଭଦ୍ରକ ଧାମନଗରର ଗୋପାଳ ସାମଲ..
ପଡିଆକୁ କରିଦେଲେ ପୋଖରୀ, ଲୁଟି ନେଲେ ୮ ଲକ୍ଷ ଟଙ୍କା । ସତ ଜାଣିବା ପରେ ଗାଁ ଲୋକ କଲେ ବିରୋଧ
ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଅଷ୍ଟମ ରାଶି ହେଉଛି ବିଛା । ତେବେ ଆଜି ଆମେ ଜାଣିବା ବିଛା ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।
ଆଜି ପବିତ୍ର ରଥଯାତ୍ରା । ଜଗନ୍ନାଥ ମନ୍ଦିରରେ ପ୍ରସାଦ ଓ ଭୋଗରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସର ଝଲକ ମିଳିଥାଏ । ସେଥିପାଇଁ ଆଜି ଆମେ ଘରେ ବନେଇବା ଜଗନ୍ନାଥଙ୍କର ପ୍ରିୟ ଭୋଗ ‘ଖଜା’
ଦୃଷ୍ଟିବାଧିତ ହେବା ପରେ ବି ହାର୍ ମାନି ନାହାନ୍ତି । ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି....ଗୀତ ଗାଇ ରୋଜଗାର କରୁଛନ୍ତି ଟଙ୍କା । କହୁଛନ୍ତି, ଆଖି ଥିଲେ କେବଳ ରୋଜଗାର କରିବା ସମ୍ଭବ ଭାବିବା ଭୁଲ୍
ପବିତ୍ର ଘୋଷଯାତ୍ରା ଅବସରରେ ଦିଲ୍ଲୀ ହଜ୍ ଖସସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲୋକାରଣ୍ୟ ବଡ଼ଦାଣ୍ଡ । ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସେ ଇଚ୍ଛାମୟ ଠାକୁର ସବୁ ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ । ମହାପ୍ରଭୁଙ୍କ ସରିଛି ମଙ୍ଗଳାଆଳତି । ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବାକୁ ସଜେଇ ହେଉଛନ୍ତି ଶ୍ରୀଜିଉ ।
ଆଜି କାଳିଆ ସାଆନ୍ତଙ୍କ ଯାତ୍ରା । ଆଜି ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ । ଜନ୍ମବେଦୀଙକୁ ଯାତ୍ରା କରିବା ପାଇଁ ରାତିରେ ଶୋଇନି କାଳିଆ ।
ରଥଯାତ୍ରା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କୁ ଚାତକ ପରି ଚାହିଁରହିଛନ୍ତି ଭକ୍ତ ।
ଆରମ୍ଭରୁ ବିବାଦ ଘେରରେ ଥିବା ବଲିଉଡ୍ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ସମାଲୋଚନାର ଶିକାର ହୋଇଛି । ଦର୍ଶକଙ୍କ ତୀବ୍ର ପ୍ରତିକ୍ରିୟା ପରେ ଫିଲ୍ମରେ ପ୍ରଦର୍ଶିତ କିଛି ସିନ୍ ର ଡାଏଲଗ ବା ସଂଳାପ ପରିବର୍ତ୍ତନ ହେବାକୁ ଯାଉଛି...
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ
କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ
୨୧ ବର୍ଷର ରାଜନୈତିକ ଜୀବନ । ନିଜ ପାଇଁ ଘର ଖଣ୍ଡିଏ କରିନାହାନ୍ତି କି ପାଇଖାନାଟିଏ କରିନାହାନ୍ତି । ବଡ଼ କଷ୍ଟରେ ଘରଟିଏ କଲେ ଯେ ପ୍ଲାଷ୍ଟର ବି କରିହେଉନି...ଆବାସ ପାଇଁ ଯୋଗ୍ୟ ବିବେଚିତ ହେବା ପରେ ବି ନିଜ ଘରକୁ ଦେଇଦେଲେ ଅନ୍ୟକୁ । ଲୋକେ କହୁଛନ୍ତି...
ଆଉ ଟେନ୍ସନ୍ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ