""
ବିବିଧ Videos ପିଇବା ପାଣି ପାଇଁ ଡହଳ ବିକଳ ୫ ଶହ ପରିବାର ରାଜ୍ୟ ସରକାର ସୁଜଳ ଓ ବସୁଧା ଭଳ ଯୋଜନା ଚଳାଇଥିବା ବେଳେ କେନ୍ଦ୍ର ସରକାର ଚଳାଇଛନ୍ତି ହର ଘର ନଲ୍ ଯୋଜନା । ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାକୁ ପ୍ରତିଶୃତି ବି ଦେଇଛନ୍ତି। ହେଲେ କ଼ଟକ ଜିଲ୍ଲା ଉତାରଣ ପଂଚାୟତର ଅଲିଙ୍ଗି ଗ୍ରାମରେ ସରକାରଙ୍କ ପ୍ରତିଶୃତି ଏଠାରେ ଧୂଆଁ ବାଣ ସଦୃଶ୍ୟ ହୋଇଛି । Pallipuspa Samal 10 Apr 2024 09:10 IST drinking water crisis Drinking Water CrisisAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ