""
ବିବିଧ Videos ମାନବ ଅଧିକାର ସୁରକ୍ଷା ମଞ୍ଚର ପ୍ରଶାସନକୁ ଚେତାବନୀ ଘଣ୍ଟ ବାଡ଼େଇ ପ୍ରତିବାଦ... ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦାବି କରି ଘଣ୍ଟ ପିଟି ପିଟି ପ୍ରଶାସନକୁ ଚେତେଇ ଦେଇଛି ମାନବ ଅଧିକାର ସୁରକ୍ଷା ମଞ୍ଚ । ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି। Pallipuspa Samal 09 Apr 2024 10:45 IST unique protest Unique ProtestAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ