""
ବିବିଧ Videos ଟ୍ରେନରେ ଭିଡ଼, ବର୍ଷିଲେ ଯୁବତୀ ଟ୍ରେନରେ ଯିବାକୁ ବାହାରିଥିଲେ । ହେଲେ ଟିକେଟ୍ କରିଥିବା ଟ୍ରେନ୍ ବଗିରେ ଏତେ ଭିଡ଼ ଯେ, ଖୁଦଟିଏ ପଡ଼ିବାକୁ ବି ଜାଗା ନାହିଁ । ଏପରି ସ୍ଥଳେ ଯୁବତୀ ଜଣକ କେମିତି ଯିବେ ଚିନ୍ତାରେ ପଡ଼ିଗଲେ । ଆଉ ଟିକେଟ୍ ନିରୀକ୍ଷକଙ୍କ ଉପରେ ପ୍ରବଳ ବର୍ଷିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । Pallipuspa Samal 26 Apr 2024 10:58 IST Angry passenger Railway PassengersAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ