• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିôଥ-୨ୟା ପ୍ରାତଃ ୦୭.୪୬ ଗତେ ୩ୟା,ଘାତଚନ୍ଦ୍ର- ନାସ୍ତି ,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୪୬

ଶୁଭ ସମୟ:

ପ୍ରାତଃ- ୦୫.୨୪ ରୁ ୦୬.୧୫

ପ୍ରାତଃ- ୦୭.୦୫ ରୁ ୦୮.୩୪

ଦିବା-୧୨.୦୯ ରୁ ୦୨.୪୧

ଦିବା-୦୪.୨୩ ରୁ ୦୬.୦୪

ରାତ୍ରି-୦୭.୩୫ ରୁ ୦୮.୫୪

ରାତ୍ରି-୦୧.୩୭ ରୁ ୦୩.୫୩

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି…ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ:

ରାହୁକାଳ - ଦିବା ୧୦.୦୯ ରୁ ୧୧.୪୪

କାଳବେଳା- ଦିବା ୧୦.୦୯ ରୁ ୧୧.୪୪

ବାରବେଳା- ଦିବା ୦୮.୩୪ ରୁ ୧୦.୦୯

କାଳରାତ୍ରି- ରାତ୍ରି ୦୮.୫୪ ରୁ ୧୦.୧୯