• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Vaishali Takkar
ମୁଁ ଯାଉଛି...ରାହୁଲକୁ ଦଣ୍ଡ ନଦେଲେ ମୋ ଆତ୍ମା ଶାନ୍ତି ପାଇବନି...

ଆତ୍ମହତ୍ୟା ପୂର୍ବରୁ ଏଇ ଚିଠି ଲେଖିଥିଲେ ବୈଶାଳୀ। କହିଯାଇଛନ୍ତି...ରାହୁଲ ମତେ ବହୁତ ନିର୍ଯାତନା ଦେଇଛି। ତାକୁ କଠୋର ଦଣ୍ଡ ଦେବ...ନହେଲେ ମୋ ଆତ୍ମା କେବେ ବି ଶାନ୍ତି ପାଇବନି। ତେବେ ରାହୁଲ କିଏ?

Habisyali receive food
ପୂଣ୍ୟ ମାସରେ ପୂଣ୍ୟ କାମ...ମାତ୍ର ୫ ଟଙ୍କାରେ ହବିଷାନ୍ନ

କାର୍ତ୍ତିକ ମାସରେ ପୁଣ୍ୟ କାମ କରୁଛନ୍ତି ଏହି ଯୁବକମାନେ। ମନ୍ଦିରରେ ଏକାଠି ହେଲେ...ହବିଷ୍ୟାଳିଙ୍କ ପାଇଁ ହବିଷାନ୍ନ ରାନ୍ଧିଲେ...ଆଉ କଦଳୀ ପତ୍ରରେ ବାଢି ଦେଉଛନ୍ତି ଅରୁଆ ଭାତ ଡାଲମା ସାଙ୍ଗରେ ଓଉ ଖଟା। ୫ ଟଙ୍କାରେ ଖାଦ୍ୟ ଖାଇ ବେଶ୍‌ ଖୁସି ବ୍ରତଧାରୀ

gold praice today
Today Gold Price- 18th Oct : ସ୍ଥିର ରହିଛି ସୁନାର ଦର, ଘରକୁ ଆଣନ୍ତୁ ସୁନା ଗହଣା

ସ୍ଥିର ରହିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।

success story
ଏକାଠି ହେଲେ ଗାଁ ମହିଳା....ଲଗାଇଲେ ୧୫ଶହ ଗଛ, ରୋଜଗାର ୧୫ ହଜାର !

ବସି ବସି ବୋର୍‌ ହେଉଥିଲେ ଗାଁ ମହିଳା। କଥାବାର୍ତ୍ତା ହୋଇ ଏକାଠି ହେଲେ...୧୫ଶହ କଦଳୀ ଗଛ ଲଗାଇଲେ। ଏବେ ମାସକୁ ରୋଜଗାର କରୁଛନ୍ତି ୧୦ ରୁ ୧୫ ହଜାର

Chilika buffalo
କ୍ୟାନସରକୁ ଭଲ କରୁଛି ମଇଁଷି କ୍ଷୀର?

କ୍ୟାନସର ରୋଗକୁ ଭଲ କରିଦେଉଛି ମଇଁଷି କ୍ଷୀର? ଚିଲିକା ମଇଁଷିକୁ ନେଇ ଚାଲିଥିବା ଗବେଷଣାରୁ ଜଣାପଡିଲା ତଥ୍ୟ...ସେପଟେ ଚାଷୀ କହିଲେ....

Daily Horoscope
Daily Horoscope 18th Oct 2022: ଏହି ରାଶିର ବ୍ୟକ୍ତି ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୮ମୀ ଦିବା ୧୧/୫୮ ଗତେ ୯ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି-ଭୂମିଦାନ

Panchag
Today Panchang 18th Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ କେଉଁ ଶୁଭ ସମୟରେ କରିବେ ଠାକୁରଙ୍କ ପୂଜା

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Cyclonic circulation
୨୪ରେ ହେବ କି ବାତ୍ୟା?

ଅକ୍ଟୋବର ୨୪କୁ ନେଇ ବଢିଲା ଚର୍ଚ୍ଚା। ସେହି ଦିନ ବାତ୍ୟା ହେବା ନେଇ ବଢିଲା ଚର୍ଚ୍ଚା…ବାତ୍ୟା ଖବର ଶୁଣି ଛାନିଆ ହେଲେଣି ଉପକୂଳିଆ

News Fuse
ନୋ ପାର୍କିଂରେ ପାର୍କିଂ କଲେ ମାଡ ଖାଇବ

ରାଗିଗଲେ ଟ୍ରାଫିକ୍‌ ବାବୁ। ବେଶି କଥା କହନା...ନହେଲେ ଗୋଟିଏ ଠେଲା ଦେବି ସିଧା ଗାଡିରେ ବାଜିବୁ। ଆଉ...ତୁମେ ନୋ ପାର୍କିଂ ଜାଗାରେ ପାର୍କିଂ କରିବ, ଆମେ ତୁମକୁ ମାରିବୁନି କଣ ଛାଡିବୁ?

Taste of Odisha
ଘରେ କରି କେବେ ଖାଇଛନ୍ତି କଖାରୁ ଫୁଲ ପିଠୋଉ ?

ମୁଁ ଆଜି ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ ହୋଇଛି। ହକୀ ଖେଳ ପାଇଁ ମୁଁ ବହୁତ୍ କିଛି ପାଇଛି। କିନ୍ତୁ ଗୋଟେ କଥା ଜାଣିଛନ୍ତି, ମୋ ଗାଁ ସୌନାମୋରା ତରଫରୁ କେବେ ଖେଳିବାର ସୁଯୋଗ ପାଇନି। କିନ୍ତୁ ଏବେ ବି ଇଛା ଅଛି, ଯଦି ସୁଯୋଗ ମିଳନ୍ତା, ମୁଁ ମୋ...

gold price today
Today Gold Price- 17th Oct : ବଢିଲା ସୁନା ଓ ରୁପାର ମୂଲ୍ୟ, ଦୋକାନକୁ ଯିବା ଆଗରୁ ଜାଣି ନିଅନ୍ତୁ ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି...

heart healthy
ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ହାର୍ଟ୍

ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।

fast food stall
ଫାଷ୍ଟଫୁଡ ଦୋକାନ ଖୋଲି ରୋଜଗାର କରୁଛନ୍ତି କଲେଜ ଝିଅ

ନିଜ ଚାରିପାଖର ଟାହିଟାପରା ଏମାନଙ୍କୁ ଅଟକାଇ ପାରିନି। ନିଜ ଗୋଡ଼ରେ ଠିଆ ହେବା ପାଇଁ ଏ କଲେଜ ପଢୁଆ ଝିଅମାନେ ରାସ୍ତାକଡ଼ରେ ଖୋଲିଛନ୍ତି ଫାଷ୍ଟଫୁଡ଼ ଦୋକାନ। ଦିନରେ ପାଠପଢ଼ା ରାତିରେ ଦୋକାନୀ। ପାଲଟିଛନ୍ତି ନାରୀ ସଶକ୍ତିକରଣର ଉଜ୍ୱଳ ଉଦାହରଣ।

E News
ଯେମିତି ମୌସୁମୀ ମେଘ ଆଣେ ଧୀରେ ଧୀରେ

ଯେମିତି ମୌସୁମୀ ମେଘ ଆଣେ ଧୀରେ ଧୀରେ, ଯେମିତି ଇନ୍ଦ୍ରଧନୁ ରଙ୍ଗବୋଳେ ଧୀରେ ଧୀରେ.. ସେମିତି ମୋ ଜୀବନରେ ଆସିଲୁ ତୁ କେତେବେଳେ… ଆସି ପୁଣି ଘର କଲୁ, ଛାତି ତଳେ ଧୀରେ ଧୀରେ…

Daughter alleges being raped by father
୪ବର୍ଷ ହେଲା ବାପା ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି... ବିରୋଧ କଲେ ମାଡ ମାରୁଛନ୍ତି...

ପୋଲିସ୍‌ ବାପା ନାଁରେ ଝିଅ ଆଣିଲା ସାଂଘାତିକ ଅଭିଯୋଗ। କହିଲା, ୪ ବର୍ଷ ହେଲାଣି ବାପା ମୋ ସହ ରଖିଛନ୍ତି ଶାରିରୀକ ସମ୍ପର୍କ। ଘରେ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି କହୁନାହାନ୍ତି...ବଂଚିବା ପାଇଁ ଘର ଛାଡି ଭୁବନେଶ୍ୱର ପଳାଇ ଆସିଲି। ହେଲେ ଏଇଠି ବି ରହିବାକୁ ଦେଉନାହାନ୍ତି

News Fuse
କବାଟ ବାଟ ଫାଟ, ମୁଣ୍ଡ ଗଳେଇ ପଶ

ତୁ ଜାଣିଲୁ ନାରଣ? ସବୁ ଆଡ଼େ ଆଖି ପକାଉଛୁ। କୋଉଠି ପାଇଖାନା କବାଟ ନାହିଁ ସେଇଟା ବି ଦେଖେଇବୁ? ତୁ ଆମ ସରକାରକୁ କଣ ଏମିତି ବେଜିତ୍ କରିବୁ? ଆମର ପା ନବୀନ ସରକାର, ନିରୋଳା ସ୍ୱଚ୍ଛ

Dipa karigara
ଆସୁଛି ଦୀପାବଳି, ଆମକୁ ଆଉ ଫୁରସତ୍ ନାହିଁ

ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର। ଚାଲନ୍ତୁ ଯିବା ସାଲେପୁରର ଏ ନିଆରା ଗାଁକୁ, ଯେଉଁଠି ଶତାଧିକ ପରିବାର ମାଟି ଦୀପ ଭରସାରେ ଜୀବିକା ନିର୍ବାହ କରନ୍ତି

Temporary wooden bridge
ଏଠି କାଠ ପୋଲ ଭରସା, ଟଙ୍କା ସବୁ ଖାଇଗଲେ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି। ଦୁଇ ଦୁଇ ଥର ଟଙ୍କା ଆସିଛି। ହେଲେ କାମ ହୋଇନି। ଦେଖନ୍ତୁ ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଏ ଦୃଶ୍ୟ

weekly horoscope
ସାପ୍ତାହିକ ରାଶିଫଳ: ୧୭ ଅକ୍ଟୋବରରୁ ୨୩ ଅକ୍ଟୋବର, ପ୍ରେମ ଜୀବନ ରୋଚକ ଓ ଆନନ୍ଦମୟ ରହିବ

ଏହି ସପ୍ତାହରେ କୈାଣସି ନୂତନ ଯାନବାହନ କିଣି ପାରନ୍ତି । ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ । ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।

 Wrong spelling at residential school
ଭୟଙ୍କର ଓଡିଆ ବନାନ୍‌...ପଢିଲେ ମୁଣ୍ଡ ଘୂରାଇ ଦେବ

ଏଇଠି ଏମିତି ଓଡିଆ ଲେଖିଲା କିଏ? ସ୍କୁଲର ନା ପଢିଲେ ଆପଣଙ୍କ ମୁଣ୍ଡ ଘୂରେଇ ଦେବ। ସମସ୍ତେ ଏଇ ବାଟ ଦେଇ ଯାଉଛନ୍ତି ହେଲେ କାହାରି ଆଖରେ ଏହା ପଡୁନି କେମିତି?

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।