ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ...
ଧାମନଗର ଯାଇଛନ୍ତି ନିର୍ବାଚନ ପ୍ରଚାର କରିବାକୁ । ହେଲେ ସେ ସକାଳେ ଉଠିଲା ବେଳକୁ ଘର ସାମନାରେ ଲାଗୁଛି ଲୋକଙ୍କର ଭିଡ । କରୁଛନ୍ତି ରୋଗୀସେବା । ଲୋକପ୍ରିୟ ହୋଇଗଲେଣି ଡାକ୍ତରରୁ ବିଧାୟକ ହୋଇଥିବା ଡାକ୍ତର ଭୂଦାନ ମୁର୍ମୁ ।
ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ୩୦୦ ଟଙ୍କା ରହିଛି ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ରାସ୍ତା କଡ଼ରେ ଅଖା, ଝୁଡି ଓ ଟୋକେଇରେ ସଜା ହୋଇ ରହିଛି ବଢ଼ିଆଳ। ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ, ଉଚିତ୍ ମୂଲ୍ୟ ଦେଉନାହାଁନ୍ତି ଗ୍ରାହକ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର ଚନ୍ଦ୍ର – ସିଂହ ରାତ୍ରି ୦୮/୦୪ ଗତେ କନ୍ୟା ତିଥ ô- ୧୨ଶୀ ସନ୍ଧ୍ୟା ୦୬/୦୨ ଗତେ ୧୩ ଶୀ ଘାତ ଚନ୍ଦ୍ର- କର୍କଟ, ମକର ରାତ୍ରି ୦୮/୦୪ ଗତେ ବୃଷ ଘାତ ବାର...
ରେଳରେ ଝୁଲୁଛି ଗେଣ୍ଡୁମାଳ। ଗାଡ଼ି ଛାଡ଼ିବାକୁ ରେଡ଼ି, ରଙ୍ଗ ଦେବାରେ ବ୍ୟସ୍ତ କର୍ମଚାରୀ।
ଆଧ୍ୟତ୍ମିକ ପରିବେଶରେ କମ୍ପୁଛି ଶ୍ରୀକ୍ଷେତ୍ର। ମଠରେ ରହି କାର୍ତ୍ତିକ ବ୍ରତ କରି ଭାଇଚାରର ସନ୍ଦେଶ ଦେଉଛନ୍ତି ବିଦେଶୀ ଭକ୍ତ...
ଦୁଇ ଦେଶ ମଧ୍ୟରେ ଚିର ଶତ୍ରୁତା। କିନ୍ତୁ କୁନି ଝିଅଟିଏ ପାଖରେ ତାହା ହାରିଗଲା। ପାକିସ୍ତାନର ୨ ବର୍ଷୀୟା ଝିଅ ଅମୀରାର ଜୀବନ ବଞ୍ଚାଇଲେ ଭାରତୀୟ ଡାକ୍ତର। ଏହି ଘଟଣା ବାର୍ତ୍ତା ଦେଇଛି, ଦେଶ-ଦେଶ ଭିତରେ ଶତ୍ରୁତା ଥାଇପାରେ, ହେଲେ ଦୁଇଦେଶର ମଣିଷଙ୍କ ଭିତରେ ମାନବିକତା ମରିନାହିଁ।
ସମୁଦ୍ରରୁ ମାଡି ଆସୁଛି ବାତ୍ୟା...ଓଡିଶା ନଛୁଇଁଲେ ବି ଘଷି ହୋଇ ଯିବ ବାଂଲାଦେଶ !! ୨୨ରୁ ଆରମ୍ଭ ହୋଇଯିବ ବର୍ଷା...ଅଶାନ୍ତ ହେବ ସମୁଦ୍ର
ଆଲୋ ଆଲୋ ଇଏ ପୂରା ବୋବାଲିଆ ନାଚ ନାଚୁଛନ୍ତି। ଦେଖୁନାହାନ୍ତି କେମିତି ଦୁଇ ତରୁଣୀଙ୍କ ସହ ତାଳ ଦେଇ ମଂଚ ଦୁଲୁକାଉଛନ୍ତି ଚିଲିକା ବିଧାୟକ। ଇଏ ପୁଣି ରଙ୍ଗବତୀ ରଙ୍ଗବତୀ ଗୀତରେ...
ପୁଣି ଚର୍ଚ୍ଚାରେ ମନ୍ତ୍ରୀ ପ୍ରମିଳା। କହିଲେ, ଆମେ ନପାରିଲେ ନବୀନ ବାବୁ ଯିବେ। ଧାମନଗର ଆମକୁ ବୁକେଇ ଯିବନି...ମୁଁ ତ ବୁଲୁଛି, ମତେ ଯାଜପୁରିଆ କହି କେହି ଗୋଡାଇ ନାହାନ୍ତି। ଦରକାର ପଡିଲେ ମୁଁ ବି ଗୋଟିଏ ଭିଡିଓ ଭାଇରାଲ କରିଦେବି...
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସାମାନ୍ୟ କମ୍ ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ –...
ଡାକ୍ତରଙ୍କ ବଡ଼ କମାଲ୍। ନିଜର କାର୍ଯ୍ୟକାଳ ଭିତରେ ୩୦ ହଜାରରୁ ଅଧିକ ଥର କଲେଣି ଫ୍ୟାମିଲି ପ୍ଲାନିଂ ଅପରେସନ୍...୨୨ ଥର ପାଇଲେଣି ପୁରସ୍କାର...୧୫୦ ରୁ ଅଧିକ ଦେଶର କଏନ ରଖି କରିଛନ୍ତି ବିରଳ ରେକର୍ଡ
ଇଏ ସ୍ୱାମୀ ନା ସୈତାନ? ଦୁଇ ଜଣଙ୍କୁ ବାହା ହେଲା...କିନ୍ତୁ ମନ ଶାନ୍ତି ହେଲାନି ଯେ ନିଖୋଜ ହେବାର ରଚିଲା ନାଟକ। ୫ ବର୍ଷ ପରେ ପୋଲିସ ଟ୍ରାକିଂ କରି ଧରିଲା ବେଳକୁ କହୁଛନ୍ତି....
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୩୫୦ ଟଙ୍କା ରହିଛି ।
ମୋ ବୁଢ଼ାକୁ ମୁଁ ଭଲ ପାଇକି ବାହା ହୋଇଥିଲି, ସିଏ ଆଗେ କହିଲେ ଆଇ ଲଭ୍ ୟୁ, ମୁଁ ବି କହିଦେଲି। ମୋ ସିଏ ଟିକେ ସୁନ୍ଦରିଆ, ଭଲୁଟିଏ ତ ମୁଁ ଟିକେ ପସନ୍ଦ କରିଦେଲି
ଇଏ ବି ଜଣେ ଚିକିତ୍ସକ ! ବୟସ ୮୦ ହେଲାଣି, ହେଲେ ସେ ହାର ମାନିନାହାନ୍ତି। ରାତି ପାହିଲେ ୧୬ ଇଂଚିଆ ସାଇକେଲ ଧରି ଗାଁକୁ ଗାଁ ବୁଲନ୍ତି। ରୋଗୀଙ୍କୁ ଔଷଧ ଦେଇଆସନ୍ତି। ୟାଙ୍କ ଔଷଧକୁ ଚାତକ ପରି ଚାହିଁରହିଥାଆନ୍ତି ରୋଗୀ