ଚାଲିଥିଲା ଏନଏସି ବୈଠକ। କାଉନସିଲର ଚେୟାରମ୍ୟାନଙ୍କୁ ପ୍ରଶ୍ନ କଲେ ହୁ ଆର୍ ୟୁ? ବାସ୍ ଚେୟାରମ୍ୟାନ କହିଲେ ତୁ କଣ ମତେ ଜାଣିପାରୁନୁ? ପରେ ଦେଖନ୍ତୁ ହେଲା କଣ?
ଏଇଠି କାଳେ ଚାଲିଛି ସର୍ବଶିକ୍ଷା ଅଭିଯାନ। ଘର ନାହିଁ କି ଦ୍ୱାର ନାହିଁ....ଝାଟିମାଟି ଘରେ ପାଠ ପଢୁଛନ୍ତି ପିଲା, ପୁଣି ଇଟାରେ ତିଆରି ହୋଇଛି ବ୍ଲାକ୍ବୋର୍ଡ...ବାଃ ବାଃରେ ମୋ ସରକାର
ଏମିତି ଚିତାକଟା ଠିକାଦାର ସଂସ୍ଥାରେ ନଥିବେ। ଲୋକଙ୍କୁ ବୁଝାଇ ସୁଝାଇ ଘର କରିବ ବୋଲି ଟଙ୍କା ନେଇଗଲା, ହେଲେ କାନ୍ଥ ଠିଆ କରି ଯାଇଛି ଯେ ଯାଇଛି…ଆଉ ଛାତ ପକାଇବା ପାଇଁ ଦେଉନାହାନ୍ତି ଧରାଛୁଆଁ…
ସ୍ତ୍ରୀ-ପ୍ରସୂତି ବିଭାଗର ଇଏ ବି ଜଣେ ଡାକ୍ତର। ବୁର୍ଲାରୁ ଆସି ବିନିକାରେ ମାଗଣାରେ ଦେଖୁଛନ୍ତି ରୋଗୀ…ଇଏ ଏମିତି ଜଣେ ଡାକ୍ତର ଯାହାଙ୍କୁ ରୋଗ ଦେଖାଇବାକୁ ଦିନଦିନ ଅପେକ୍ଷା କରନ୍ତି ରୋଗୀ
ଜାନୁ ଆମେ ଫଶିଗଲେ…ଜେଲରେ ଅର୍ଚ୍ଚନା-ଜଗବନ୍ଧୁଙ୍କୁ ମିଳୁନି ରାଜପଲଙ୍କ। ଶୋଇବାକୁ ପଡୁଛି ଭଙ୍ଗାଖଟରେ…ମିଳୁନି ଫାଇଭ୍ଷ୍ଟାର ହୋଟେଲର ଖାଇବା। ୨୦ ମିନିଟ୍ର କଥାବାର୍ତ୍ତାରେ କିଛି ଏମିତି ସୁଃଖ ଦୁଃଖ ହୋଇଥିଲେ ଅର୍ଚ୍ଚନା-ଜଗବନ୍ଧୁ
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର ଚନ୍ଦ୍ର – ତୁଳା ଅହୋରାତ୍ର ତିଥୀ - ଅମାବାସ୍ୟା ଦିବା ୦୪/୧୮ ଗତେ ପ୍ରତିପଦ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି-ଭୂମିଦାନ...
ରାଗ ବ୍ରହ୍ମ ଚଣ୍ଡାଳ। ରେଷ୍ଟୁରାଂଟରେ ବିରିୟାନୀ ନମିଳିବାରୁ ପୂରା ରେଷ୍ଟୁରାଣ୍ଟକୁ ଜାଳିଦେଲେ ଯୁବକ...ଭାଇରାଲ ହେଉଛି ଭିଡିଓ…
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର ଚନ୍ଦ୍ର – କନ୍ୟା ରାତ୍ରି ୦୨/୩୨ ଗତେ ତୁଳା ତିଥୀ - ୧୪ଶୀ ସନ୍ଧ୍ୟା ୦୫/୨୭ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ବୃଷ ରାତ୍ରି ୦୨/୩୨ ପର୍ଯ୍ୟନ୍ତ ଘାତ ବାର – ମିଥୁନ ରାଶିର...
ପଶୁ ପକ୍ଷୀଙ୍କୁ ଆଦର କରିବା, ସ୍ନେହ ଶ୍ରଦ୍ଧା କରି ପାଳି ପୋଷି ସେବା ଯତ୍ନ କରିବା ମହତ କାମଟିଏ ନିଶ୍ଚୟ। ହେଲେ ପାଳିତ ପଶୁଟିଏ ଦୁନିଆରୁ ଚାଲିଯିବା ପରେ ଘର ସଦସ୍ୟ ଭଳି ତାର ଶେଷକୃତ୍ୟ ସମ୍ପନ୍ନ କରିବା କଣ କମ୍ ବଡ଼ କଥାଟିଏ? ଏମିତି କାମଟିଏ କରିଛନ୍ତି...
ଏହି ସପ୍ତାହରେ ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ। କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ। ଲାଭ ସହ ସମ୍ପତି ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।
ଆମେ ମୁଣ୍ଡିଆ ମାରିବାକୁ ପଛରୁ ଧାଉଁଛୁ, ହେଲେ ଇଏ କଣ ଆମକୁ ଦେଖି ଧାଉଁଛନ୍ତି। ଏ ଠାଣି ପଛରେ ରହିଛି ବଡ କାହାଣୀ...ପ୍ରତାରଣା ପାଇଁ ଏବେ ମାମୁଁଘର ଗଲେ ଡାକ୍ତର ବାବୁ
ଦିନ ବଢିବା ସାଙ୍ଗେ ବଢୁଛି ସୁମିତ୍ରାଙ୍କ ମୁଣ୍ଡ। ବାପା ଚାଲିଯିବା ପରେ ପର ଦୁଆରେ ମୂଲ ଲାଗି ଘର ଚଳାଉଛି ମାଆ। ଝିଅର କଷ୍ଟକୁ ଦେଖି ପାରୁନି କି ସହିପାରୁନି...କାନ୍ଦି କାନ୍ଦି ମାଗୁଛି ସହାୟତା। କହୁଛି, ମତେ ସାହାଯ୍ୟ କର, ମୋ ଝିଅକୁ ଭଲ କରିଦିଅ....
କୁଆଡେ ଗଲରେ ଚଂଚଳା, ଚାନ୍ଦିନୀ, ଭୁଆ....ଖାଇବା ବେଳ ହେଲାଣି, ଆସ ଧାଇଁ ଧାଇଁ। ବାସ୍ ଏଇ ଡାକ ଶୁଣିବା ମାତ୍ରେ ଉପେନ୍ଦ୍ରଙ୍କ ପାଖକୁ ଛୁଟେ ବିଲେଇ, କୁକୁରଙ୍କ ସୁଅ। ସରକାର ଦେଉଥିବା ୫ କିଲୋ ଚାଉଳରେ ନିଜ ପେଟ ସହ ପୂରାଉଛନ୍ତି ୧୫ ଜୀବଙ୍କ ପେଟ
ଝିଅର ବଡ଼ ଡିମାଣ୍ଡ...ଯେଉଁ ପୁଅ ଏହି ସବୁ କ୍ରାଇଟେରିଆ ଫୁଲ୍ କରୁଥିବ ସେଇ ପୁଅର ଏଇ ଝିଅ ହାତ ଧରିବ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଇ ବିଜ୍ଞାପନ
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥ ô- ୧୩ଶୀ ସନ୍ଧ୍ୟା ୦୬/୦୩ ଗତେ ୧୪ ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ –୨ ପାଦ...
ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ...
ଧାମନଗର ଯାଇଛନ୍ତି ନିର୍ବାଚନ ପ୍ରଚାର କରିବାକୁ । ହେଲେ ସେ ସକାଳେ ଉଠିଲା ବେଳକୁ ଘର ସାମନାରେ ଲାଗୁଛି ଲୋକଙ୍କର ଭିଡ । କରୁଛନ୍ତି ରୋଗୀସେବା । ଲୋକପ୍ରିୟ ହୋଇଗଲେଣି ଡାକ୍ତରରୁ ବିଧାୟକ ହୋଇଥିବା ଡାକ୍ତର ଭୂଦାନ ମୁର୍ମୁ ।