• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

gold price today
Today Gold Price- 22nd Oct : ଧନତେରସ୍‌ରେ କିଣନ୍ତୁ ସୁନା ,ଜାଣନ୍ତୁ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ୩୦୦ ଟଙ୍କା ରହିଛି ।

Today Panchang
Today Panchang 22nd Oct 2022 : ଜାଣନ୍ତୁ ଆଜିର ପଞ୍ଚାଙ୍ଗ ଓ କଣ କରିବେ ଶନିବାରରେ ଶୁଭ କାର୍ଯ୍ୟ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

 Nuapada farmers face distress
ଖଡ଼ିଆଳ ‘ବଢ଼ିଆଳ’ ମିଳୁନି ଉଚିତ୍ ଦର୍

ରାସ୍ତା କଡ଼ରେ ଅଖା, ଝୁଡି ଓ ଟୋକେଇରେ ସଜା ହୋଇ ରହିଛି ବଢ଼ିଆଳ। ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ, ଉଚିତ୍ ମୂଲ୍ୟ ଦେଉନାହାଁନ୍ତି ଗ୍ରାହକ।

Daily Horoscope
Daily Horoscope 22nd Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ମୂଲ୍ୟବାନ୍ ଜିନିଷ ଚୋରି ହୋଇପାରେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର ଚନ୍ଦ୍ର – ସିଂହ ରାତ୍ରି ୦୮/୦୪ ଗତେ କନ୍ୟା ତିଥ ô- ୧୨ଶୀ ସନ୍ଧ୍ୟା ୦୬/୦୨ ଗତେ ୧୩ ଶୀ ଘାତ ଚନ୍ଦ୍ର- କର୍କଟ, ମକର ରାତ୍ରି ୦୮/୦୪ ଗତେ ବୃଷ ଘାତ ବାର...

News Fuse | India\'s first aluminum freight train painted moments before inauguration
ଗାଡ଼ି ଛାଡ଼ିବାକୁ ରେଡ଼ି, ଝୁଲୁଛି ଗେଣ୍ଡୁ, ଚାଲିଛି ରଙ୍ଗ କାମ

ରେଳରେ ଝୁଲୁଛି ଗେଣ୍ଡୁମାଳ। ଗାଡ଼ି ଛାଡ଼ିବାକୁ ରେଡ଼ି, ରଙ୍ଗ ଦେବାରେ ବ୍ୟସ୍ତ କର୍ମଚାରୀ।

Foreigners observing auspicious Kartik Vrat
ମଠରେ ରହି ରାଇଦାମୋଦର ପୂଜା ସହ ବିଦେଶୀନୀଙ୍କ ହବିଷାନ୍ନ ସେବନ

ଆଧ୍ୟତ୍ମିକ ପରିବେଶରେ କମ୍ପୁଛି ଶ୍ରୀକ୍ଷେତ୍ର। ମଠରେ ରହି କାର୍ତ୍ତିକ ବ୍ରତ କରି ଭାଇଚାରର ସନ୍ଦେଶ ଦେଉଛନ୍ତି ବିଦେଶୀ ଭକ୍ତ...

Indian doctor saves life
ବାଧା ଦେଇ ପାରିଲାନି ଶତ୍ରୁତା, ପାକିସ୍ତାନୀ କୁନିଝିଅର ଜୀବନ ବଞ୍ଚାଇଲେ ଭାରତୀୟ ଡାକ୍ତର

ଦୁଇ ଦେଶ ମଧ୍ୟରେ ଚିର ଶତ୍ରୁତା। କିନ୍ତୁ କୁନି ଝିଅଟିଏ ପାଖରେ ତାହା ହାରିଗଲା। ପାକିସ୍ତାନର ୨ ବର୍ଷୀୟା ଝିଅ ଅମୀରାର ଜୀବନ ବଞ୍ଚାଇଲେ ଭାରତୀୟ ଡାକ୍ତର। ଏହି ଘଟଣା ବାର୍ତ୍ତା ଦେଇଛି, ଦେଶ-ଦେଶ ଭିତରେ ଶତ୍ରୁତା ଥାଇପାରେ, ହେଲେ ଦୁଇଦେଶର ମଣିଷଙ୍କ ଭିତରେ ମାନବିକତା ମରିନାହିଁ।

Cyclone Sitrang
ଆସୁଛି ବାତ୍ୟା...ଓଡିଶା ସହ ଘଷି ହେବ, ପ୍ରବଳ ବର୍ଷେଇବ

ସମୁଦ୍ରରୁ ମାଡି ଆସୁଛି ବାତ୍ୟା...ଓଡିଶା ନଛୁଇଁଲେ ବି ଘଷି ହୋଇ ଯିବ ବାଂଲାଦେଶ !! ୨୨ରୁ ଆରମ୍ଭ ହୋଇଯିବ ବର୍ଷା...ଅଶାନ୍ତ ହେବ ସମୁଦ୍ର

News Fuse
ରଙ୍ଗବତୀ ରଙ୍ଗବତୀ ଗୀତରେ ମଂଚ ଦୁଲୁକାଇ ଦେଲେ ପ୍ରଶାନ୍ତ ଜଗଦ୍ଦେବ

ଆଲୋ ଆଲୋ ଇଏ ପୂରା ବୋବାଲିଆ ନାଚ ନାଚୁଛନ୍ତି। ଦେଖୁନାହାନ୍ତି କେମିତି ଦୁଇ ତରୁଣୀଙ୍କ ସହ ତାଳ ଦେଇ ମଂଚ ଦୁଲୁକାଉଛନ୍ତି ଚିଲିକା ବିଧାୟକ। ଇଏ ପୁଣି ରଙ୍ଗବତୀ ରଙ୍ଗବତୀ ଗୀତରେ...

 Dhamnagar bypoll
ଆମେ ପାରିବୁନି ଯଦି ନବୀନ ବାବୁ ଯିବେ...ମୁଁ ଭିଡିଓ ଭାଇରାଲ କରିଦେବି....

ପୁଣି ଚର୍ଚ୍ଚାରେ ମନ୍ତ୍ରୀ ପ୍ରମିଳା। କହିଲେ, ଆମେ ନପାରିଲେ ନବୀନ ବାବୁ ଯିବେ। ଧାମନଗର ଆମକୁ ବୁକେଇ ଯିବନି...ମୁଁ ତ ବୁଲୁଛି, ମତେ ଯାଜପୁରିଆ କହି କେହି ଗୋଡାଇ ନାହାନ୍ତି। ଦରକାର ପଡିଲେ ମୁଁ ବି ଗୋଟିଏ ଭିଡିଓ ଭାଇରାଲ କରିଦେବି...

gold price today
Today Gold Price- 21st Oct : ସାମାନ୍ୟ କମିଛି ସୁନା ଦର, ୧୦ ଗ୍ରାମ ପ୍ରତି ଏତିକି ରହିଛି ମୂଲ୍ୟ, ଜାଣନ୍ତୁ

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସାମାନ୍ୟ କମ୍‌ ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।

panchabga
Today Panchang 21st Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ ଓ ଅଶୁଭ ହେବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Daily Horoscope
Daily Horoscope 21st Oct 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଅହୋରତ୍ର ତିଥ ô- ୧୧ଶୀ ସନ୍ଧ୍ୟା ୦୫/୨୩ ଗତେ ୧୨ଶୀ ଘାତ ଚନ୍ଦ୍ର- କର୍କଟ, ମକର ଅହୋରାତ୍ର ଘାତ ବାର – ବିଛା,ଧନୁ, ମୀନ ରାଶିର ପୁଷ୍କର ଦୋଷ –...

Meet this Odisha doct
ଡାକ୍ତରଙ୍କ ହାତର କମାଲ୍‌...୩୦ ହଜାରରୁ ଅଧିକ କଲେଣି ଫ୍ୟାମିଲି ପ୍ଲାନିଂ ଅପରେସନ୍‌

ଡାକ୍ତରଙ୍କ ବଡ଼ କମାଲ୍‌। ନିଜର କାର୍ଯ୍ୟକାଳ ଭିତରେ ୩୦ ହଜାରରୁ ଅଧିକ ଥର କଲେଣି ଫ୍ୟାମିଲି ପ୍ଲାନିଂ ଅପରେସନ୍‌...୨୨ ଥର ପାଇଲେଣି ପୁରସ୍କାର...୧୫୦ ରୁ ଅଧିକ ଦେଶର କଏନ ରଖି କରିଛନ୍ତି ବିରଳ ରେକର୍ଡ

Absconding man caught by the police
ଦୁଇ ଜଣଙ୍କୁ ବାହା ହେଲା....ପ୍ଲାନ୍‌ କରି ନିଖୋଜ ହେବାର ନାଟକ କଲା

ଇଏ ସ୍ୱାମୀ ନା ସୈତାନ? ଦୁଇ ଜଣଙ୍କୁ ବାହା ହେଲା...କିନ୍ତୁ ମନ ଶାନ୍ତି ହେଲାନି ଯେ ନିଖୋଜ ହେବାର ରଚିଲା ନାଟକ। ୫ ବର୍ଷ ପରେ ପୋଲିସ ଟ୍ରାକିଂ କରି ଧରିଲା ବେଳକୁ କହୁଛନ୍ତି....

gold price today
Today Gold Price- 19th Oct : କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୩୫୦ ଟଙ୍କା ରହିଛି ।

Digital Fuse: Old woman shares her 40 years old love story
ମଉସା-ମାଉସୀଙ୍କ ପ୍ରେମ କାହାଣୀ

ମୋ ବୁଢ଼ାକୁ ମୁଁ ଭଲ ପାଇକି ବାହା ହୋଇଥିଲି, ସିଏ ଆଗେ କହିଲେ ଆଇ ଲଭ୍ ୟୁ, ମୁଁ ବି କହିଦେଲି। ମୋ ସିଏ ଟିକେ ସୁନ୍ଦରିଆ, ଭଲୁଟିଏ ତ ମୁଁ ଟିକେ ପସନ୍ଦ କରିଦେଲି

Homeopathy doctor
୮୦ ବର୍ଷରେ ବି ଥକିନାହାନ୍ତି...ଗାଁ ଗାଁକୁ ସାଇକେଲରେ ବୁଲି ବାଂଟୁଛନ୍ତି ଔଷଧ

ଇଏ ବି ଜଣେ ଚିକିତ୍ସକ ! ବୟସ ୮୦ ହେଲାଣି, ହେଲେ ସେ ହାର ମାନିନାହାନ୍ତି। ରାତି ପାହିଲେ ୧୬ ଇଂଚିଆ ସାଇକେଲ ଧରି ଗାଁକୁ ଗାଁ ବୁଲନ୍ତି। ରୋଗୀଙ୍କୁ ଔଷଧ ଦେଇଆସନ୍ତି। ୟାଙ୍କ ଔଷଧକୁ ଚାତକ ପରି ଚାହିଁରହିଥାଆନ୍ତି ରୋଗୀ

Daily Horoscope
Daily Horoscope 19th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Panchang
Today Panchang 19th Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ କେଉଁ ଶୁଭ ସମୟରେ କରିବେ ଗୃହ ପ୍ରବେଶ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।