କଳାବତୀ କଲା କମାଲ। ଏହି ଚାଉଳ ଖାଇଲେ କେବେ ବି ହେବନି କ୍ୟାନସର। ହେଲେ ପ୍ରୋତ୍ସାହନ ଅଭାବରୁ ଏହି କିସମର ଧାନ ଚାଷ କରିବାକୁ ମନ ବଳାଉନାହାନ୍ତି ଚାଷୀ
ଘରେ ଚାଲିଥିଲା ପୂରା ଜୋରଦାର ଚୋରା ବେପାର। ବାସ୍ ଖବର ପାଇ ପହଞ୍ଚିଗଲେ ଅବକାରୀ ମାମୁଁ। ବାସ୍ ତା’ପରେ ଆରମ୍ଭ ହୋଇଗଲା ଜବରଦସ୍ତ ଆକ୍ଟିଂ। କବାଟ ତ ଖୋଲିଲେ ନାହିଁ ବରଂ ଅବକାରୀ ମାମୁଁଙ୍କୁ ଦେଖି ଭେଁ ଭେଁ କାନ୍ଦିଲେ ମହିଳା। ଆଉ କହିଲେ...
ଘଞ୍ଚ ଜଙ୍ଗଲ ଭିତରେ ଯାଉଥିଲେ ଯୁବକ। ହଠାତ୍ ସାମ୍ନାକୁ ଗର୍ଜନ କରି ପଳାଇ ଆସିଲା ବାଘ। ସେହି ବାଘ ସହ ସେଲଫି ନେବାକୁ ଉଦ୍ୟମ କରୁଥିଲେ ଯୁବକ। ଦେଖନ୍ତୁ ତାହା ପରେ ହେଲା କଣ?
ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ରବିବାର ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ , ତୁଳା ଘାତ ବାର –ମେଷ ରାଶିର ପୁଷ୍କର ଦୋଷ – ୧ ପାଦ ପୁଷ୍କର ଦୋଷ । କୃଷିନାଶ-ଭୂମିଦାନ
କିରେ ବବି ଭାଇ କଣ ଓଡିଆ କହୁନାହାନ୍ତି। ନାରଣ ତୁ ଭଲରେ ଶୁଣ...ସେ କହିଲେ ଆଉ ଫୋନ୍ରେ ହ୍ୟାଲୋ ନକହି ନବୀନ ପଟ୍ଟନାୟକ କହିବ। ବୁଝିଲୁ...ଖାଲି ତ କନକନ ହେଉଛୁ। ଦେଖ୍ ପୁଣି କହିଲେଣି ମାଆଙ୍କ ପାଖରେ ୧୦୦ ମୁଣ୍ଡ। ଆଲୋ ଦଶହରା ପରେ ମୁଣ୍ଡ ବଳି କିଏ...
କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ...ଆଜି କୁମାର ପୂର୍ଣ୍ଣିମା...ସାରା ରାଜ୍ୟ ଉତ୍ସବ ମୁଖର। କଟକ ଚୌଦ୍ୱାରରେ କୁମାର ଉତ୍ସବ ପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଦେଖନ୍ତୁ ଏହି ଭିଡିଓ...
ଗେଣ୍ଡାଳିଆ ୟାଙ୍କ ପାଇଁ ପୁଅ ସମାନ। ଚଢେଇଙ୍କ ଲାଗି ଗାଁରେ ତିଆରି ହୋଇଛି କମିଟି। ପକ୍ଷୀଙ୍କୁ ପୁଅ ପରି ପାଳୁଛନ୍ତି...ଘରେ ରଖି ସ୍ନେହ ଦେଉଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଏଇଠି ବାଣ ଫୁଟେନି କି ଡିଜେ ବାଜେନି...
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୧୮୧ ବର୍ଷ ହେଲାଣି କାଚ ଜାର ଭିତରେ ଭର୍ତ୍ତି ହୋଇ ରହିଛି ସିରିଏଲ କିଲରର ମୁଣ୍ଡ। ୭୦ରୁ ଅଧିକ ଲୋକଙ୍କୁ ଅତି ନିର୍ମମ ଭାବରେ କରିଛି ହତ୍ୟା...
ସିଏ ପରା ମାଆ...ବାପା ଚାଲିଯିବା ପରେ ୪ ଝିଅଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ପୁଣି କେତେବେଳେ ବିଲରେ କାମ କରୁଛନ୍ତି ବିଧବା ମାଆ। ସରକାରୀ ସହାୟତା ପାଇଁ କାନ୍ଦି କାନ୍ଦି ଏମିତି କରୁଛନ୍ତି ଗୁହାରି
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୧ ହଜାର ୪୦୦ ଟଙ୍କା ରହିଛି...
ଖାଉଟିଙ୍କ ପାଇଁ ବଡ଼ ଖବର। ପୁଣି ଏତିକି ଟଙ୍କା ବଢିପାରେ ପେଟ୍ରୋଲ ଓ ଡିଜେଲ ଦର...ହେଲେ କାହିଁକି?
ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶନିବାର ଚନ୍ଦ୍ର – କୁମ୍ଭ ରାଶିର ଘାତ ଚନ୍ଦ୍ର- ମିଥୁନ, ମୀନ ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ପାଦ ସନ୍ଧ୍ୟା ୦୫/୦୮ ଗତେ ୧ ପାଦ, କୃଷି-ସମ୍ପଦନାଶ-...
ଇଏ ପା’ ସରକାରୀ ଅଣ୍ଡା। ବିଧାୟକ ଖାଇଲେ କଥା ଖରାପ ହେବନି। ଏ ଝିଅର ବୋଧହୁଏ ବିଶ୍ୱାସ ହେଉନି ନେତାଙ୍କ ଅଣ୍ଡା ଉପରେ। କେତେବେଳେ ଦେବେ ପୁଣି ଯଦି କେତେବେଳେ ନେଇଯିବେ ଯଦି? କେତେ କେୟାରିଂ ଆମ ରୁଦ୍ର ଭାଇ। ଯଦି ସମସ୍ତେ ଏମିତି ହୁଅନ୍ତେ...
ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ସ୍ୱାମୀ ମୂଲ ଲାଗୁ ପଛେ ସ୍ତ୍ରୀ ଓ ପିଲାଙ୍କ ଦାୟିତ୍ୱ ନେବାରୁ ସେ ପଛଘୁଂଚା ଦେଇପାରିବେ ନାହିଁ।
ଦିନକୁ ଦିନ ଭାରତୀୟ ବାୟୁସେନାର ବୃଦ୍ଧି ପାଉଛି ଶକ୍ତି। ଏବେ ଶତ୍ରୁ ପକ୍ଷକୁ ଜବାବ୍ ଦେବା ପାଇଁ ପୂରା ତୟାର ଭାରତ
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମୋ ଘର ଭାଙ୍ଗିଦେଲେ। ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଧରି ମୁଁ ଯିବି କୁଆଡ଼େ? ଏ ବର୍ଷା ପାଣି ଦିନରେ ସାପ ବେଙ୍ଗ ଡର। ଘର ନାହିଁ। ଚୂଲି ନାହିଁ କି ଚାଳ ନାହିଁ। ମୁଁ କରିବି କଣ ? ହେ ନବୀନ ସରକାର ମତେ...
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୯୫୦ ଟଙ୍କା ରହିଛି...
ନେହରୁ ବଙ୍ଗଳାର ବିକାଶ ହେବ କେବେ? ପର୍ଯ୍ୟଟନସ୍ଥଳୀ ହୋଇଥିବା ପରେ କାହିଁକି ହୋଇପାରୁନି ବିକାଶ? ସବୁ ଜାଣି ଚୁପ୍ ବସିଛି କି ପ୍ରଶାସନ?
ହାତରେ ପଟ୍ଟା ଅଛି ହେଲେ ଜମିରେ ପାଦ ନାହିଁ । ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ୫୦ ପରିବାର...ଆଦିବାସୀଙ୍କ ନିରକ୍ଷରତାର ସୁଯୋଗ ନେଇ ଅଗୋଚରରେ ସବୁ ଖାଇଦେଲେ
ଦିନେ ଟେଲି ଜଗତରେ ବେଶ୍ ନାଁ କମାଇଥିଲେ, ହେଲେ ଆଜି ରାସ୍ତାରେ ବୁଲି ବୁଲି ଭିକ ମାଗୁଛନ୍ତି। କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...