ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆତ୍ମହତ୍ୟା ପୂର୍ବରୁ ଏଇ ଚିଠି ଲେଖିଥିଲେ ବୈଶାଳୀ। କହିଯାଇଛନ୍ତି...ରାହୁଲ ମତେ ବହୁତ ନିର୍ଯାତନା ଦେଇଛି। ତାକୁ କଠୋର ଦଣ୍ଡ ଦେବ...ନହେଲେ ମୋ ଆତ୍ମା କେବେ ବି ଶାନ୍ତି ପାଇବନି। ତେବେ ରାହୁଲ କିଏ?
କାର୍ତ୍ତିକ ମାସରେ ପୁଣ୍ୟ କାମ କରୁଛନ୍ତି ଏହି ଯୁବକମାନେ। ମନ୍ଦିରରେ ଏକାଠି ହେଲେ...ହବିଷ୍ୟାଳିଙ୍କ ପାଇଁ ହବିଷାନ୍ନ ରାନ୍ଧିଲେ...ଆଉ କଦଳୀ ପତ୍ରରେ ବାଢି ଦେଉଛନ୍ତି ଅରୁଆ ଭାତ ଡାଲମା ସାଙ୍ଗରେ ଓଉ ଖଟା। ୫ ଟଙ୍କାରେ ଖାଦ୍ୟ ଖାଇ ବେଶ୍ ଖୁସି ବ୍ରତଧାରୀ
ସ୍ଥିର ରହିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।
ବସି ବସି ବୋର୍ ହେଉଥିଲେ ଗାଁ ମହିଳା। କଥାବାର୍ତ୍ତା ହୋଇ ଏକାଠି ହେଲେ...୧୫ଶହ କଦଳୀ ଗଛ ଲଗାଇଲେ। ଏବେ ମାସକୁ ରୋଜଗାର କରୁଛନ୍ତି ୧୦ ରୁ ୧୫ ହଜାର
କ୍ୟାନସର ରୋଗକୁ ଭଲ କରିଦେଉଛି ମଇଁଷି କ୍ଷୀର? ଚିଲିକା ମଇଁଷିକୁ ନେଇ ଚାଲିଥିବା ଗବେଷଣାରୁ ଜଣାପଡିଲା ତଥ୍ୟ...ସେପଟେ ଚାଷୀ କହିଲେ....
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୮ମୀ ଦିବା ୧୧/୫୮ ଗତେ ୯ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି-ଭୂମିଦାନ
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅକ୍ଟୋବର ୨୪କୁ ନେଇ ବଢିଲା ଚର୍ଚ୍ଚା। ସେହି ଦିନ ବାତ୍ୟା ହେବା ନେଇ ବଢିଲା ଚର୍ଚ୍ଚା…ବାତ୍ୟା ଖବର ଶୁଣି ଛାନିଆ ହେଲେଣି ଉପକୂଳିଆ
ରାଗିଗଲେ ଟ୍ରାଫିକ୍ ବାବୁ। ବେଶି କଥା କହନା...ନହେଲେ ଗୋଟିଏ ଠେଲା ଦେବି ସିଧା ଗାଡିରେ ବାଜିବୁ। ଆଉ...ତୁମେ ନୋ ପାର୍କିଂ ଜାଗାରେ ପାର୍କିଂ କରିବ, ଆମେ ତୁମକୁ ମାରିବୁନି କଣ ଛାଡିବୁ?
ମୁଁ ଆଜି ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ ହୋଇଛି। ହକୀ ଖେଳ ପାଇଁ ମୁଁ ବହୁତ୍ କିଛି ପାଇଛି। କିନ୍ତୁ ଗୋଟେ କଥା ଜାଣିଛନ୍ତି, ମୋ ଗାଁ ସୌନାମୋରା ତରଫରୁ କେବେ ଖେଳିବାର ସୁଯୋଗ ପାଇନି। କିନ୍ତୁ ଏବେ ବି ଇଛା ଅଛି, ଯଦି ସୁଯୋଗ ମିଳନ୍ତା, ମୁଁ ମୋ...
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି...
ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
ନିଜ ଚାରିପାଖର ଟାହିଟାପରା ଏମାନଙ୍କୁ ଅଟକାଇ ପାରିନି। ନିଜ ଗୋଡ଼ରେ ଠିଆ ହେବା ପାଇଁ ଏ କଲେଜ ପଢୁଆ ଝିଅମାନେ ରାସ୍ତାକଡ଼ରେ ଖୋଲିଛନ୍ତି ଫାଷ୍ଟଫୁଡ଼ ଦୋକାନ। ଦିନରେ ପାଠପଢ଼ା ରାତିରେ ଦୋକାନୀ। ପାଲଟିଛନ୍ତି ନାରୀ ସଶକ୍ତିକରଣର ଉଜ୍ୱଳ ଉଦାହରଣ।
ଯେମିତି ମୌସୁମୀ ମେଘ ଆଣେ ଧୀରେ ଧୀରେ, ଯେମିତି ଇନ୍ଦ୍ରଧନୁ ରଙ୍ଗବୋଳେ ଧୀରେ ଧୀରେ.. ସେମିତି ମୋ ଜୀବନରେ ଆସିଲୁ ତୁ କେତେବେଳେ… ଆସି ପୁଣି ଘର କଲୁ, ଛାତି ତଳେ ଧୀରେ ଧୀରେ…
ପୋଲିସ୍ ବାପା ନାଁରେ ଝିଅ ଆଣିଲା ସାଂଘାତିକ ଅଭିଯୋଗ। କହିଲା, ୪ ବର୍ଷ ହେଲାଣି ବାପା ମୋ ସହ ରଖିଛନ୍ତି ଶାରିରୀକ ସମ୍ପର୍କ। ଘରେ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି କହୁନାହାନ୍ତି...ବଂଚିବା ପାଇଁ ଘର ଛାଡି ଭୁବନେଶ୍ୱର ପଳାଇ ଆସିଲି। ହେଲେ ଏଇଠି ବି ରହିବାକୁ ଦେଉନାହାନ୍ତି
ତୁ ଜାଣିଲୁ ନାରଣ? ସବୁ ଆଡ଼େ ଆଖି ପକାଉଛୁ। କୋଉଠି ପାଇଖାନା କବାଟ ନାହିଁ ସେଇଟା ବି ଦେଖେଇବୁ? ତୁ ଆମ ସରକାରକୁ କଣ ଏମିତି ବେଜିତ୍ କରିବୁ? ଆମର ପା ନବୀନ ସରକାର, ନିରୋଳା ସ୍ୱଚ୍ଛ
ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର। ଚାଲନ୍ତୁ ଯିବା ସାଲେପୁରର ଏ ନିଆରା ଗାଁକୁ, ଯେଉଁଠି ଶତାଧିକ ପରିବାର ମାଟି ଦୀପ ଭରସାରେ ଜୀବିକା ନିର୍ବାହ କରନ୍ତି
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି। ଦୁଇ ଦୁଇ ଥର ଟଙ୍କା ଆସିଛି। ହେଲେ କାମ ହୋଇନି। ଦେଖନ୍ତୁ ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଏ ଦୃଶ୍ୟ