ଭୁବନେଶ୍ୱର: ଜୁନ୍ ୫ରୁ ୮ ମଧ୍ୟରେ ଓଡ଼ିଶାକୁ ଛୁଇଁପାରେ ମୌସୁମୀ। ଏହାର ପ୍ରଭାବରେ ଆଜିଠାରୁ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ। ଏଥିସହ ପବନର ବେଗ ୨୫ରୁ ୩୦ କିଲୋମିଟର ମଧ୍ୟରେ ରହିବ। ଫଳରେ ଏନେଇ ମତ୍ସଜୀବୀ ମାନଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ...
କୋରାପୁଟ: କୋରାପୁଟର ଜିଲ୍ଲା ବରିପୁଟରେ ପଥର ଖୋଳିବା ବେଳେ ପାହାଡ ଧସି ୨ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଗତକାଲି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପଥର ଖୋଳାଯାଉଥିବା ବେଳେ ହଠାତ ପାହାଡ ଧସି ଯାଇଥିଲା। ଖବର ପାଇଁ ବୋରିଗୁମ୍ମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ...
ଭୁବନେଶ୍ୱର : ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁହଁ ଖୋଲି ନଥିଲେ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଥମୁନି। ଗତକାଲି ଜାତୀୟ ପତ୍ରିକା ସ୍ୱରାଜ୍ୟରେ ପ୍ରକାଶିତ ସାକ୍ଷାତକାରରେ ରାଜ୍ୟ ରାଜନୀତିକୁ ନେଇ ଖୋଲା ମତବ୍ୟକ୍ତ କରିଛନ୍ତି ବୈଜୟନ୍ତ। କ୍ଷମତାକୁ ଆସିବା ଲାଗି ବିଜେଡିର...
ଭୁବନେଶ୍ୱର : ଟୁରିଷ୍ଟ ଭିସାରେ ଆସି ଭୁବନେଶ୍ୱରରେ ସେକ୍ସ କାରବାରରେ ଲିପ୍ତ ଥିବା ଥାଇଲ୍ୟାଣ୍ଡର ୮ ଯୁବତୀଙ୍କୁ ଆଜି ବିଦା କରିଛି କମିଶନରେଟ ପୋଲିସ। ‘କୁଇଟ୍ ଇଣ୍ଡିଆ’ ନୋଟିସ ଜାରି ହେବାର ୪୮ ଘଣ୍ଟା ଭିତରେ ଆଜି ସମସ୍ତେ ସ୍ୱଦେଶ ଫେରିଯାଇଛନ୍ତି। ସଂପୃକ୍ତ ଯୁବତୀମାନେ ଟୁରିଷ୍ଟ ଓ ବ୍ୟବସାୟ...
ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ତଦନ୍ତ ଲାଗି ବ୍ୟାଙ୍କ ବୋର୍ଡ ବୁଧବାର ନିର୍ଦ୍ଦେଶ ଦେଇଛି। ଚନ୍ଦାଙ୍କ ବିରୋଧରେ ତଦନ୍ତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଭିଡିଓକନ୍ ଗ୍ରୁପ୍କୁ ଋଣ ମାମଲାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିଥିଲା।...
ଭୁବନେଶ୍ୱର : ୭ ମାର୍ଚ୍ଚ ୨୦୧୫। ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିବାକୁ ଆଗକୁ ଆସି ହିରୋ ହୋଇଥିଲେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଦେବ ପ୍ରସାଦ ଦାଶ। ମଠ ସିନା ଭାଙ୍ଗିଗଲା ,ହେଲେ ୭ ଦିନ ପରେ ନିଜ ପଦରୁ...
ନୂଆଦିଲ୍ଲୀ: ଉପନିର୍ବାଚନରେ ବିଜେପିକୁ ବଡ଼ ଧରଣର ଝଟ୍କା । ବିଜେପି ବିରୋଧୀ ମହାମେଣ୍ଟ ବିଜେପିଠୁ ଛଡ଼ାଇ ନେଇଛନ୍ତି ଦୁଇଟି ଲୋକସଭା ଆସନ। ବିଶେଷ କରି ୟୁପିର ହାଇପ୍ରୋଫାଇଲ କାଇରାନା ଆସନରେ ହାରିବା ବିଜେପିକୁ ଦେଇଛି ଶକ୍ତ ଧକ୍କା । ଏଠାରେ ଆରଏଲଡି ପ୍ରାର୍ଥୀ ତବସୁମ୍ ହସନ ବିଜୟୀ ହୋଇଛନ୍ତି।...
ଭୁବନେଶ୍ୱର : ପ୍ରମୁଖ ଚଳଚିତ୍ର ସମ୍ବାଦ ପତ୍ରିକା ବାଣୀଚିତ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଆ ନାଟକ ରଚନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ...
ଉତ୍ତମ ସ୍ୱାସ୍ଥ୍ୟ ଓ ସୁନ୍ଦର ଚେହେରାର ହେବାକୁ ସମସ୍ତେ ଇଚ୍ଛା କରିଥାନ୍ତି। ଏହା ସବୁ ଝିଅଙ୍କର ପସନ୍ଦ। କିନ୍ତୁ ଅନେକ ଏମିତି ଝିଅ ଅଛନ୍ତି ଯେଉଁମାନେ ସମୟ ଅଭାବରୁ ତ୍ୱଚାକୁ ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। ଯାହା ଦ୍ୱାରା ସେମାନଙ୍କ ତ୍ୱଚା ଫିକା ପଡିଯାଏ। ଆଉ ଏହାକୁ ନେଇ...
ଗଞ୍ଜାମ:ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁରେ ଅଭାବନୀୟ ଘଟଣା। ରୋଗଗ୍ରସ୍ତ ମା’କୁ ଚିକିତ୍ସା ନକରି କୁରାଢିରେ ହାଣି ହତ୍ୟା କରିଛି ପୁଅ। ମୃତକ ଜଣକ ହେଲେ ଝାମ୍ପି ଦାସ। ମିଳିଥିବା ସୂଚନା ଅନୁସାରେ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଝାମ୍ପି। ତାଙ୍କର...
ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଶେଷ ହୋଇଛି। ବଲାଙ୍ଗିର ଏଡିଜେ କୋର୍ଟରେ ଏନେଇ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା...
ଭୁବନେଶ୍ୱର: ସାଧାରଣ ପରିବାରରୁ ଆସିଥିବା ଶେଷା କିଶାନ୍ ନାମକ ଜଣେ ଯୁବକ ଆଜି ଜର୍ମାନୀର ଗଟିନ୍ଜେନ୍ ସ୍ଥିତ ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସୋସିଏଟ୍। ତାଙ୍କର ଅସାଧାରଣ ପ୍ରତିଭା, ଦୃଢ଼ ମନୋବଳ ଓ ସାଧନା ଯୋଗୁ ଏକ ଚାଟଶାଳୀରୁ ପାଠପଢ଼ି ଆଜି ସେ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍...
ଭୁବନେଶ୍ୱର/ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠ ଚନ୍ଦାପୁର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ପ୍ରସଙ୍ଗରେ ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା କର୍ଣ୍ଣାଟକ ପ୍ରଶାସନ। ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୭ ମାସ ଧରି ସମସ୍ତ ଶ୍ରମିକ...
ବାରିପଦା: ପିଲା ଚୋରି ଗୁଜବ ନେଇ ପୋଲିସର ଚେତାବନୀ ଏବଂ ଆଡଭାଇଜରି ସତ୍ତ୍ୱେ ବି ଜାରି ରହିଛି ଅଚିହ୍ନା ଲୋକଙ୍କ ଉପରେ ଅମାନୁଷିକ ଆକ୍ରମଣ। ଗତକାଲି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଠାକୁରତୋଟା ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ରାତି ଅଧରେ ଜଣେ ଅଣ...
ଭୁବନେଶ୍ୱର: ଭୁବନେଶ୍ୱରର ଏକ ସ୍ପା ସେଣ୍ଟରରୁ ୮ ଥାଇଲାଣ୍ଡ ଯୁବତୀ ଧରାପଡ଼ିବା ଘଟଣାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶୀଘ୍ର ଦେଶ ଛାଡ଼ି ଚାଲିଯିବାକୁ ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ ପୋଲିସ। ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ ନୋଟିସ୍ ଜାରି...
ଭୁବନେଶ୍ୱର: ଖୁବ୍ ଶ୍ରୀଘ୍ର ରାଜଧାନୀ ଭୁବନେଶ୍ୱରରେ ହେବ ଆଉ ଏକ ବିମାନ ବନ୍ଦର। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଟ୍ୱିଟ୍ରେ ଏହି ସୂଚନା ଦିଆଯାଇଛି। Identification of a suitable land to build a second...
ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ୨ ଦିନିଆ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଧର୍ମଘଟର ଆଜି ଦ୍ୱିତୀୟ ତଥା ଶେଷଦିନ। ଆଜି ବି ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୨୧ରୁ ଅଧିକ ବ୍ୟାଙ୍କର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହେବାରୁ ରାଷ୍ଟ୍ରାୟତ୍ତ...
ବାରିପଦା: କୁହାଯାଏ ଯେ ବାପା-ମାଆଙ୍କ ଭଲପାଇବା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ବାପା ହେଉ କି ମାଆ ଉଭୟଙ୍କ ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ବାପା? ଯିଏ କି ତା’ର...
ଅନୁଗୁଳ/ବରଗଡ଼: ଗୋଟିଏ ଦିନରେ ରାଜ୍ୟରେ ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପଟେ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବା ସହ ଅନ୍ୟପଟେ ବ୍ରିଜରେ ଏକ ପିକ୍ଅପ୍ ଭ୍ୟାନ୍ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ...