ମୟୂରଭଞ୍ଜ : ଲାଂଚ ନଦେବାରୁ ଅଟୋ ଚାଳକଙ୍କୁ ହୋମଗାର୍ଡଙ୍କ ମାଡ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଂଚଳରେ ଏଭଳି ଘଟଣା ସାମନାକୁ ଆସିଛି। ଅଭିଯୋଗ ଅନୁସାରେ ଗୟଳମରା ଗାଁର ଅଜିତ ଦାସ ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଅଟୋ ଧରି ଏକ ବସକୁ ଅପେକ୍ଷା କରିଥିଲ। ଏହି...
ଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ ଘଟଣାରେ ଏବି ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ...
କେନ୍ଦୁଝର: କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍ରେ ନିଆଁ। କେନ୍ଦୁଝର ତିଲିକିଧରା ଷ୍ଟେସନ୍ ନିକଟରେ ଟ୍ରେନ୍ର ଏକ ଲଗେଜ ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି। ପାସେଞ୍ଜର ଟ୍ରେନ୍ଟି ତିଲିକିଧରା ଷ୍ଟେସନରେ ଅଟକି ରହିଛି। କିନ୍ତୁ ଟ୍ରେନ୍ରୁ...
ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବଙ୍କ ଶୋକ ପ୍ରକାଶ। ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁଅ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପିର...
ନୂଆଦିଲ୍ଲୀ : ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଜାକର୍ତ୍ତାରେ ବସବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଆଜି...
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ବଙ୍ଗୋପ ସାଗରରେ ପୂର୍ବ-କେନ୍ଦ୍ରାଞ୍ଚଳ ଓ ଏହାର ସଂଲଗ୍ନ ଉତ୍ତର-ପୂର୍ବରେ ୱେଲମାର୍କ ଲୋ ପ୍ରେସର ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହୋଇଛି। ଏହି ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର-ଉତ୍ତରପୂର୍ବକୁ ଗତି କରି ମିଆଁମାର ଓ ବାଂଲାଦେଶ ଉପକୂଳକୁ ଅତିକ୍ରମ କରିବ।...
ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିପା ଭାଇରସ ସହ ସମାନ । ଯେଉଁ ରାଜନୈତିକ ଦଳ ତାଙ୍କ ସମ୍ପର୍କରେ ଆସିବେ ସେମାନେ ଆକ୍ରାନ୍ତ ହୋଇ ଧ୍ୱଂସ ହୋଇଯିବେ। ଟ୍ୱିଟ୍ ଯୋଗେ ଏଭଳି ଏଭଳି ବିବାଦୀୟ ବୟାନ ରଖିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍। राहुल...
ଭୁବନେଶ୍ୱର : ଗୁରୁଗ୍ରାମ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପ୍ରଖର ମିତ୍ତଲ, ବିଜ୍ନୋର ଆର୍.କେ ପବ୍ଲିକ୍ ସ୍କୁଲର ରିମ୍ଝିମ୍ ଅଗ୍ରଓ୍ୱାଲ, ଶ୍ୟାମଲି ସ୍କଟିସ୍ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଓ କୋଚିନ୍, ଭାବନ୍ ବିଦ୍ୟାଳୟର ଶ୍ରୀଲକ୍ଷ୍ମୀ ଜି. ,ଏମାନେ ହେଉଛନ୍ତି ଚଳିତ ବର୍ଷର ସିବିଏସଇ ଦଶମ ଟପ୍ପର। ୫ଶହରୁ ୪୯୯...
ଭୁବନେଶ୍ୱର : ବୈଜୟନ୍ତଙ୍କ ଇସ୍ତାଫା ନେଇ ରାଜ୍ୟ ରାଜନୀତିରେ ହଲଚଲ୍। ଭୁବନେଶ୍ୱରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା। ବିଜେଡିରେ ବି ଚାପା ଗୁଞ୍ଜରଣ। ବୈଜୟନ୍ତଙ୍କ ଇସ୍ତାଫା ବିଜେଡି ଉପରେ କି ପ୍ରଭାବ ପକାଇବ? ବୈଜୟନ୍ତଙ୍କ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା, ଓଡ଼ିଶା ଓ ଦିଲ୍ଲୀରେ ବି ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ...
ଭୁବନେଶ୍ୱର: ଛାତ୍ର ନେତାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅରୁଣ ସାହୁଙ୍କ ଉଠବସ୍ ଅଭିଯୋଗ I ବିଜେଡି ନେତା ଅରୁଣ ସାହୁଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର ନାୟକ। ତୁଷାର ଅଭିଯୋଗ କରିଛନ୍ତି, ବାରିପଦା...
ଭୁବନେଶ୍ୱର : ମୌସୁମୀ ଆସିବା ପୂର୍ବରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି I ବଙ୍ଗୋପସାଗରର ଉତ୍ତରପୂର୍ବ ଓ ଉତ୍ତରକେନ୍ଦ୍ରରେ ଏହି ୱେଲମାର୍କଡ୍ ଲୋ ପ୍ରେସର ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ରାତି ୧୧. ୩୦ ସୁଦ୍ଧା ଡିପ୍ରେସନ୍ ରୂପ ନେବାର ସମ୍ଭାବନା ରହିଛି...
ଭୁବନେଶ୍ୱର : ଦିନକୁ ଦିନ ଆତଙ୍କ ସୃଷ୍ଟି କଲାଣି ପିଲା ଚୋରି ଗୁଜବ। ତିନି ଦିନ ଭିତରେ ରାଜ୍ୟରେ ସାମ୍ନାକୁ ଆସିଲାଣି ୫୦ରୁ ଅଧିକ ଘଟଣା। ଅଜଣା ଓ ଅଚିହ୍ନା ଲୋକଙ୍କୁ ଦେଖିବା ମାତ୍ରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରୁଛନ୍ତି ଲୋକେ। ଡିଆଁ ରୋଗ ପରି ମାଡି ଚାଲିଛି...
ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଗଣେଶୀ ଲାଲ୍। ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି। ନୂଆ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍। ସୂଚନା ଯେ, ପ୍ରଫେସର ଗଣେଶୀ ଲାଲ୍ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ମଙ୍ଗଳବାର ଶପଥ କରିଛନ୍ତି। ରାଜଭବନଠାରେ...