ରାଉରକେଲା : ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ରେଳ ଷ୍ଟେସନ ନିକଟରେ। ଆଜି ଷ୍ଟେସନରୁ ୪ କିଲୋମିଟର ଦୂର ବିରଜାପାଲି STI ଲେଭଲ କ୍ରସିଂ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଇଞ୍ଜିନର ୧୦ଟି ବଗି ଅନ୍ୟ ବଗି...
କାବୁଲ: ଆଫଗାନିସ୍ତାନର ପୂର୍ବ ନଙ୍ଗରହାର ପ୍ରୋଭିନ୍ସରେ ସୋମବାର ରାତିରେ ଭୁଲରେ ଆତଙ୍କବାଦୀ ଭାବି ୯ ଜଣଙ୍କୁ ସଂହାର କରିଛନ୍ତି ଆଫଗାନ ସେନା I ପ୍ରୋଭିନସିଆଲ ଗଭର୍ନର ହାୟାତୁଲା ହୟତ ଏ କଥା ସ୍ଵୀକାର କରିଛନ୍ତି I ଏହି ଘଟଣାରେ ଜଣେ ସ୍ଥାନୀୟ ପୋଲିସ କମାଣ୍ଡରଙ୍କ ସହ ୮ ଜଣ...
ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କରେ ଅଛି କି? ତେବେ ଆଜି ହିଁ ବାକି ଥିବା କାମ ସାରିଦେଲେ ଭଲ। କାରଣ କାଲିଠୁ ଆପଣଙ୍କ ବ୍ୟାଙ୍କ ସେବାରେ ବାଧା ସୃଷ୍ଟି ହୋଇପାରେ। ଜାଣନ୍ତୁ ପ୍ରକୃତ କାରଣ କ’ଣ: ରାଜ୍ୟ ସରକାରଙ୍କ ଦ୍ୱାରା...
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଡୁଡ଼୍କାମାଲ ଏନ୍କାଉଣ୍ଟରରେ ପ୍ରତିଶୋଧ ନେବାକୁ ଲାଲ୍ବାହିନୀର ଚେତାବନୀ। ଏନେଇ ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ବସନ୍ତ ନାମକ ମାଓନେତାଙ୍କ ପକ୍ଷରୁ ଏହି ଅଡିଓ ଟେପ୍ ଜାରି କରାଯାଇଛି। ପୋଲିସ ଏନ୍କାଉଣ୍ଟର କରି ୨ ମାଓ କ୍ୟାଡରଙ୍କୁ ହତ୍ୟା କରିଥିଲେ। ଏହାର...
ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। CBSE Class 10 results for 2017-18 declared — Anil Swarup (@swarup58) 29 May 2018 ଛାତ୍ରଛାତ୍ରୀମାନେ ୱେବସାଇଟ୍ www.cbse.nic.in କିମ୍ବା www.cbseresults.nic.inରେ...
ଭୁବନେଶ୍ୱର: ମେ ବଦଳରେ ଜୁନ୍ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ। ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଖାତା ଦେଖାରେ ବିଭ୍ରାଟ ସହ...
ନୂଆଦିଲ୍ଲୀ/ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହୋଇଛି। ଏଥିସହ ତାମିଲନାଡ଼ୁ ଓ ଲାକ୍ଷାଦୀପରେ ବର୍ଷାର ପ୍ରଭାବ ଗାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ...
ବ୍ରହ୍ମପୁର: ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଗୋବିନ୍ଦପୁର ଅଞ୍ଚଳରୁ। ସୂଚନା ଅନୁସାରେ, ଗତକାଲି ରାତିରେ ଗୋବିନ୍ଦପୁରର ଜଣେ ଟ୍ରକ ଡ୍ରାଇଭରଙ୍କୁ ତପ୍ତପାଣି ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ଗୋବିନ୍ଦପୁର ନିକଟରେ ଗଛ ପକାଇ...
ମାଲକାନଗିରି: ଏବେ ବି ବଞ୍ଚିଛି ମାନବିକତା। ରକ୍ତର ନ ହୋଇ ମଧ୍ୟ ଠିକ୍ ସମୟରେ ରକ୍ତଦାନ କରି ରକ୍ତର ସର୍ମ୍ପକ ଠାରୁ ଅଧିକ ନିଜର ହୋଇ ଦେଖାଇଛନ୍ତି ଜଣେ ଯୁବକ। ଆଜି ଯେଉଁଠି ମାନବିକତା,ମଣିଷପଣିଆ ଆଉ ବିବେକକୁ ଅନେକ ଜାଗାରେ ଖୋଜିବାକୁ ପଡ଼ୁଛି ସେଇଠି ମାଲକାନଗିରି ମାଥିଲିରେ ମଣିଷ...
ଓଡ଼ିଶା: ପୁରୁଷ ହକି ବିଶ୍ୱକପ୍ ୨୦୧୮ ପାଇଁ ଅନଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମଧ୍ୟାହ୍ନରେ ସଚିବାଳୟ ପରିସରରେ ଅନ୍ଲାଇନ ଟିକଟ ବିକ୍ରି ଶୁଭାରମ୍ଭ କରିଛନ୍ତି। ଦର୍ଶକମାନେ ଟିକଟ୍ http://in.ticketgenie.in ରେ ଅନ୍ଲାଇନ ଟିକଟ୍ ବୁକିଂ କରିପାରିବେ। ନଭେମ୍ବର ୨୮ରୁ ଆରମ୍ଭ ହୋଇ...
ରାୟଗଡ଼ା/ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଉଛି ପିଲାଚୋରି ଗୁଜବ। ପିଲା ଚୋର ସନ୍ଦେହରେ ନିରୀହ ଲୋକଙ୍କୁ ପିଟୁଛନ୍ତି ଲୋକେ। ତେବେ ପିଲା ଚୋର ସନ୍ଦେହରେ ମାଡ଼ ଘଟଣାରେ ପୋଲିସ୍ କିଛି ଲୋକଙ୍କୁ ଗିରଫ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି। ରାୟଗଡ଼ା ପେରୁଗୁଡାରେ...
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟାରେ ପରୀକ୍ଷାଫଳ CBSE ୱେବସାଇଟ୍ cbse.nic.inରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.inରେ ନିଜର ରେଜଲ୍ଟ ଦେଖିପାରିବେ। ସିବିଏସ୍ଇ...
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଉଛି ପିଲାଚୋରି ଗୁଜବ। ଆଜି ମଧ୍ୟ ବାଲେଶ୍ୱର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଘଟଣା ନଜରକୁ ଆସିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପୁକାଲିରୁ ହନୁମାନ ମନ୍ଦିର ନିକଟରେ ଏକ ଟାଟା ସୁମୋ ଗାଡ଼ିକୁ ପୋଡ଼ି ଦେଇଛନ୍ତି ଲୋକେ।...
ଭୁବନେଶ୍ୱର: ଆଜି ରାତିରେ କାଳବୈଶାଖୀ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ ସହିତ ବଜ୍ରପାତ ଆଶଙ୍କା ବି ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି...