କଟକ/ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଟ୍ୱିନ୍ ସିଟିରେ କଂଗ୍ରେସର ଚକା ଜାମ୍। କଟକ ଓ ଭୁବନେଶ୍ୱରରେ ଆଜି ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଭୁବନେଶ୍ୱରର ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ଓ ଏଜି ସମେତ ଅନ୍ୟ ପ୍ରମୁଖ ଛକ...
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ସାଂସଦ ରୂପା ଗାଙ୍ଗୁଲି। ବିଜେପିର ମହିଳା ସୁରକ୍ଷା ଯାତ୍ରାରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଛନ୍ତି। ମହିଳା ସୁରକ୍ଷା ଦିଗରେ ଲୋକଙ୍କୁ ବାର୍ତ୍ତା ଦେବି । ଏଠିକା ସରକାର ମହିଳାଙ୍କୁ ସୁରକ୍ଷା ହେବାରେ ବିଫଳ ,କହିଲେ ରୂପା ଗାଙ୍ଗୁଲି। ଉଲ୍ଲେଖନୀୟ ଯେ, ରାଜ୍ୟରେ ମହିଳାଙ୍କ ...
ଭୁବନେଶ୍ୱର : ମାନସିକ ରୋଗୀଙ୍କୁ ଚେନ୍ରେ ବାନ୍ଧି ରଖିବା ବେଆଇନ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ମେଣ୍ଟାଲ ହେଲଥକେୟାର ଆଇନ-୨୦୧୭ରେ ମାନସିକ ରୋଗୀଙ୍କୁ ଚେନରେ ବାନ୍ଧି ରଖିବା ଉପରେ କଟକଣା ଲଗାଯାଇଛି। ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ନଥିଲେ ମାନସିକ ରୋଗୀଙ୍କୁ ଏକୁଟିଆ ବନ୍ଦ କରି ରଖିବା ଓ...
ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କାହିଁକି ଚୁପ୍ ସରକାର ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ରହସ୍ୟମୟ ନିରବତାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜଗନ୍ନାଥପ୍ରେମୀ। ଏପରିକି ଆଇନ୍ମନ୍ତ୍ରୀଙ୍କ ଇସ୍ତଫା ଦାବି ବି ଉଠିଛି। ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବେଳେ...
ଭୁବନେଶ୍ୱର : ବଦିଳିଛି ସମୟ, ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ। ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି ପରେ ଏବେ ବିମାନରେ ଯାତ୍ରା କରୁଛି। ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ। ତେଣୁ ସାଇକେଲର ବ୍ୟବହାରକୁ...
ମୁମ୍ବାଇ : ଆସନ୍ତାକାଲି ଭାରତୀୟ ଫୁଟବଲ ଟିମ୍ କେନିଆକୁ ଭେଟିବ। ମୁମ୍ବାଇରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି। କିନ୍ତୁ ଶକ୍ତିଶାଳୀ କେନିଆକୁ ହରାଇବା ଭାରତୀୟ ଦଳ ପାଇଁ ଏତେ ସହଜ ହେବ ନାହିଁ। ଭାରତ ଉଦଘାଟନୀ ମ୍ୟାଚରେ ଚାଇନିଜ ତାଇପେଇକୁ...
ଭୁବନେଶ୍ୱର : ରାଜ୍ୟର ୬ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସହ କୁଆପଥର ମାଡ଼...
କୋଚି: ସନ୍ତାନ ପ୍ରତି ଭଲପାଇବା, ମୋହମାୟା ଛାଡ଼ି କେବେବି ଜଣେ ବାପା କି ମାଆ ଏତେ ନିଷ୍ଠୁର ହୋଇପାରନ୍ତି ନାହିଁ। ଏପରିକି ଗୋଟେ କଅଁଳା ଶିଶୁକୁ କୌଣସି ବି ବାପା-ମାଆ ଏକାକୀ ଛାଡ଼ି ପାରିବେନି। ମାତ୍ର ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଦମ୍ପତି ତାଙ୍କର...
ଭୁବନେଶ୍ୱର : ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଉତ୍ତେଜନା। ମାଆ ଓ ତାର ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳା ଅଭିଯୋଗ କରି ହସ୍ପିଟାଲ ଆଗରେ ଧାରଣା ଦେଇଛନ୍ତି ଟାଙ୍ଗିବାନ୍ତ ଗାଁ ଲୋକେ। ଗତ ୧୧ ତାରିଖ ରାତିରେ ପ୍ରସବ ଯନ୍ତ୍ରଣା ଯୋଗୁ ଜଣେ ପ୍ରସୂତିଙ୍କୁ କିମ୍ସ...
ପୁରୀ : ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ପୁରୀ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଚାବି ହଜିଲା, ତାର ଅନୁଧ୍ୟାନ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେପଟେ ପୁରୀ ସିଂହଦ୍ୱାର ସମ୍ମୁଖରେ ଜଗନ୍ନାଥ ସେନାର ବିକ୍ଷୋଭ। ସଚେତନ ନାଗରିକ ମଞ୍ଚ ପକ୍ଷରୁ ମଧ୍ୟ ବିକ୍ଷୋଭ...
ବୌଦ୍ଧ : ମହୁମାଛି ଆକ୍ରମଣରେ ୮ ପୋଲିସ କର୍ମଚାରୀ ଆହତ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସମସ୍ତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ବୌଦ୍ଧ ପୋଲିସ ପକ୍ଷରୁ ବଘିଆପଡ଼ା ପଞ୍ଚାୟତର ବ୍ରାହ୍ମଣପାଲିରେ ପୋଲିସ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ଟ୍ରେନିଂ ଦିଆଯାଉଥିଲା।...
ବାଲେଶ୍ୱର: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ରେମୁଣା କାଠପାଳ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଦୁଇଟି ବାଇକ୍ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ...
ଭଦ୍ରକ: ଅଗ୍ନି- ୫ କ୍ଷେପଣାସ୍ତ୍ରର ସଫଳ ଉତ୍କ୍ଷେପଣ। ଭଦ୍ରକର ଅବଦୁଲ୍ କଲାମ ଦ୍ୱୀପରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୪ ନମ୍ବର ଲଞ୍ଚ୍ ପ୍ୟାଡ଼୍ରୁ ଅଗ୍ନି-୫ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସୂଚନା ଅନୁସାରେ, ସକାଳ ୯ଟା ୪୮ ମିନିଟରେ ଏହି କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭାଥାନା ଅନ୍ତର୍ଗତ ବଡ଼ଚକଡ଼ା ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକ ରାସ୍ତାରୁ ଉଠାଇ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ...
ପୁଅ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା କଥା ସାଧାରଣ ହୋଇଗଲାଣି। କାହିଁକି ନା ଆଜିକାଲି ଝିଅମାନେ ବି ବରଯାତ୍ରୀ ନେଇ ପୁଅ ଘରକୁ ଯାଉଥିବା ଘଟଣା ଦେଖିବାକୁ ମିଳୁଛି। ସାଧାରଣତଃ ପୁଅ ହେଉ କି ଝିଅ ଘୋଡ଼ା କି କାର୍ରେ ବସି ବରଯାତ୍ରୀ ନେଇ ଯାଇଥାନ୍ତି। ମାତ୍ର...