ଭୁବନେଶ୍ୱର : ହାତରେ ପ୍ଲା କାର୍ଡ, ତାସହ କେନ୍ଦ୍ର ବିରୋଧରେ ନାରାବାଜି। ଚାଲିଛି ଶୋଭଯାତ୍ରା। ଗୋଟିଏ ପରେ ଗୋଟିଏ ଶୋଭାଯାତ୍ରା ରାଜଭବନ ପହଞ୍ଚିବାପରେ ଆରମ୍ଭ ହୋଇଥିଲା ସଭା। ପେଟ୍ରୋଲ, ଡିଜେଲ୍ ଦର ଅହେତୁକ ଭାବେ ବୃଦ୍ଧି ପ୍ରତିବାଦରେ ଏମିତି ଢଙ୍ଗରେ ଆଜି ପ୍ରତିବାଦ କରିଛି ବିଜେଡି। ଟାର୍ଗେଟରେ ଥିଲେ ...
ନୂଆଦିଲ୍ଲୀ : ଟେଲିକମ୍ ଦୁନିଆକୁ ଓହ୍ଲାଇଲା ବାବା ରାମ ଦେବଙ୍କ ପତଞ୍ଜଳି ସଂସ୍ଥା। ରିଲାଏଲ୍ସ ଜିଓର ଧମାକା ଅଫର ପରେ ଏବେ ଟେଲିକମ୍ ସେକ୍ଟରରେ ଏହି ସ୍ୱଦେଶୀ କଂପାନୀ ପ୍ରବେଶ କରିଛି। ବାବା ରାମଦେବ ଏକ ଉତ୍ସବରେ ପତଞ୍ଜଳି ସିମ୍ କାର୍ଡ ଲଞ୍ଚ କରିଛନ୍ତି। ସୂଚନା ଅନୁସାରେ, ଏହି...
ମୁମ୍ବାଇ: ଏ ଏକ ମନଗଢ଼ା ଗଳ୍ପ ନୁହେଁ, ସତ କାହାଣୀ ଟିଏ I ଯାହା ଆପଣଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଆଖିରୁ ଲୁହ ନିଗାଡ଼ି ଦେଇ ପାରେ I ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଗୀତା କପୁରଙ୍କ କାହାଣୀ I ପୁଅ ଝିଅ ଜନ୍ମ କରିଥିଲେ ମଲା...
ଭୁବନେଶ୍ୱର : ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍ ଭଡ଼ା। ସାଧାରଣ ବସ୍ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି...
ଖୋର୍ଦ୍ଧା : ଗୋଟିଏ ଦିନରେ ଗଲା ୪ ଜଣ ଭଉଣୀଙ୍କ ଜୀବନ। ଖୋର୍ଦ୍ଧା ନାରଣଗଡ଼ ପଞ୍ଚାୟତ ଓରମି ଗାଁରେ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଯାଇଛି। ମୃତ ୨ ଭଉଣୀଙ୍କ ଘର କୁହୁଡୁ ସୋରଣ ଗାଁରେ। ସେମାନେ ଖରାଛୁଟିରେ ମାମୁ ଘରକୁ ବୁଲି ଆସିଥିବା ବେଳେ ଏଭଳି...
ଭୁବନେଶ୍ୱର : ଶିଶୁ ନିର୍ଯାତନା ବିରୋଧରେ ଜନସଚେତନତା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଆଜିଠୁ ଆରମ୍ଭ ହେଲା ‘ପରୀ ଏକ୍ସପ୍ରେସ’। ୟୁନିସେଫ୍ର ସହାୟତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବୁଲିବ ‘ପରୀ ଏକ୍ସପ୍ରେସ’। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପତାକା ଦେଖାଇ ଏହି ଏକ୍ସପ୍ରେସର...
ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡା ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ବୈଜୟନ୍ତ ନିଜର ନିଜ କ୍ଷୋଭ ଦର୍ଶାଇବା ସହ, ଦଳରେ ତାଙ୍କର ଅଲୋଡ଼ାପଣ ବିଷୟରେ ଉଲ୍ଲେଖ କରିଛନ୍ତି।...
ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଆଜି ୧୪ ଦିନ ପାଇଁ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ତେଲ ଦର ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଏହାକୁ ବିରୋଧ କରି ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି। ଆଜି ରାଜଭବନ ଆଗରେ...
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେଇଥିବା ବେଳେ ଲୋକସଭାରୁ ଇସ୍ତଫା ନେଇ ଲୋକସଭା ବାଚସ୍ପତିଙ୍କୁ ପୃଥକ ଭାବେ ଜଣାଇବେ ବୋଲି...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ବୈଶିଙ୍ଗା ଯୁଗପୁରର ନରେନ୍ଦ୍ର ନାୟକଙ୍କ ପତ୍ନୀ ଜ୍ୟୋତ୍ସାରାଣୀଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ...
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାର ଗାଁରେ ଆତଙ୍କ। ଗାଁରେ ପଶି ୨ ଜଣଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫୁଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ୯ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଗାଁକୁ ଆସିଥିଲେ।...
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂଙ୍କୁ ଧମକ! ଆଉ ଏହି ଧମକ ମିଳିଛି ହ୍ୱାଟ୍ସଆପ୍ ମେସେଜ୍ରେ। ଯାହାକୁ ନେଇ ପୋଲିସ୍ ତନାଘନା ଚଳାଇଛି। ସୂଚନା ଅନୁସାରେ, ରାଜନାଥଙ୍କ ପୁଅ ତଥା ବିଜେପି ବିଧାୟକ ପଙ୍କଜଙ୍କୁ ଏହି ଧମକପୂର୍ଣ୍ଣ ମେସେଜ୍ ମେ ୨୫ ରୁ ମିଳୁଛି। ଏକ...