ନୂଆଦିଲ୍ଲୀ: ବଦଳିପାରେ CBSE ଗଣିତ ପରୀକ୍ଷା ଢାଞ୍ଚା। କାରଣ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ପ୍ରକାର ପ୍ରଶ୍ନପତ୍ର କରିବାକୁ CBSE ଯୋଜନା କରୁଛି। ଗୋଟିଏ ସରଳ ଏବଂ ଅନ୍ୟଟି ଜଟିଳ। ଭବିଷ୍ୟତରେ ଗଣିତ ବିହୀନ ଉଚ୍ଚଶିକ୍ଷା କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଗଣିତ ପରୀକ୍ଷାରେ ସରଳ ପ୍ରଶ୍ନପତ୍ରକୁ...
କଟକ: ବେକରେ ଗଛ ଡାଳ ପଶି ଯୁବକ ଗୁରୁତର। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଡାଙ୍ଗର ଡିହା ଗାଁରେ ଏହି ଅଘଟଣ ଘଟିଛି। ଏହି ଗାଁର ବିଷ୍ଣୁ ମହାକୁଡ଼ ଜାମୁ ଗଛରେ ଚଢ଼ି ଥିବା ବେଳେ ତଳକୁ ଖସି ପଡିଥିଲେ। ତଳେ ପଡ଼ିବା ବେଳେ ଏକ ଡାଳ ତାଙ୍କ...
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲ୍ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣ ସବ୍ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବା...
ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ଦୌଡ଼ରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଉପାଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚାରେ ରହିଛି ପ୍ରସନ୍ନଙ୍କ ନାଁ। ଚଳିତ ମାସରେ ବର୍ତ୍ତମାନର ଉପାଧ୍ୟକ୍ଷ ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସରୁଛି। ଫଳରେ ଆସନ୍ତା ମୌସୁମୀ ଅଧିବେଶନରେ ନୂଆ ଉପାଧ୍ୟକ୍ଷ ନିର୍ବାଚନ ହେବ। ସେପଟେ ତୃଣମୂଳ କଂଗ୍ରେସ ସାଂସଦ...
ନୂଆଦିଲ୍ଲୀ: ଆଜିଠୁ ଜୁନ୍ ୫ ତାରିଖ ଯାଏ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ। ମିଳିଥିବା ମାର୍କକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନୁହନ୍ତି, ସେମାନେ ଏହି ଆବେଦନ କରିପାରିବେ। ଗତ ବର୍ଷ ପୁନଃ ମୂଲ୍ୟାୟନକୁ ସିବିଏସ୍ଇ ବନ୍ଦ କରିଥିଲେ ମଧ୍ୟ...
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇରେ ନାମଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ରାଜ୍ୟରେ ଥିବା ସମସ୍ତ ଜୁନିଅର କଲେଜ ଓ HIGHER SECONDARY SCHOOLରେ ପ୍ରଥମ ବର୍ଷ କଳା, ବାଣିଜ୍ୟ...
ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ। ଯେଉଁଥିରେ ଭୁବନେଶ୍ୱରରେ ଅଧିକ ସାଇକେଲ, ଇ- ରିକ୍ସା ଓ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ପାଇଁ ଯୋଜନା କରାଯାଉଛି। ଏହା ସହିତ ପୂରା ସହର ପାଇଁ ୟୁନିଫାଏଡ ମେଟ୍ରୋପଲିଟାଣ୍ଟ୍ ଟ୍ରାନ୍ସପୋର୍ଟ ଅଥରିଟି ଗଠନ ହେବ। ଏହିସବୁ...
ଭୁବନେଶ୍ୱର: କର୍ମଜୀବୀ ସାମ୍ୱାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା। ୨୦୧୮ ଜୁନ୍ ପହିଲା ଅର୍ଥାତ୍ ଆଜି ଠୁ ଏହାକୁ ଲାଗୁ କରାଯାଇଛି। “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା”ରେ ସାମ୍ୱାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ...
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଲୁଣିସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଟିକାବାଲି ଯାଉଥିବା ଏକ ଘରୋଇ ବସ୍ ଏକ ଟ୍ରକ୍କୁ ପଛ ପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ବସ୍ର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬...
ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ମୁକ୍ତିଲାଭ କରୁଥିବା ୨ଟି ବଲିଉଡ଼ ଫିଲ୍ମକୁ ନେଇ ଦର୍ଶକ ବେଶ୍ ଉତ୍ସାହିତ। କାହିଁକି ନା ଏଥରର ଫିଲ୍ମି ଫ୍ରାଇଡେ ଭାଇ ଭଉଣୀଙ୍କ ମଧ୍ୟରେ ଟକ୍କର କହିଲେ କିଛି ଭୁଲ୍ ହେବ ନାହିଁ। ଅନୀଲ କପୁରଙ୍କ ଝିଅ ସୋନମ କପୁର ଏବଂ ପୁଅ ହର୍ଷବର୍ଦ୍ଧନ କପୁରଙ୍କ...