ବ୍ୟାଙ୍ଗକକ୍: ପଲିଥିନ୍ ଜନିତ ଜଳ ପ୍ରଦୂଷଣ କେତେ ଭୟଙ୍କର ରୂପ ନେଲାଣି ତାର ଉଦାହରଣ ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ଏହାକୁ ଖାଇବା ଦ୍ୱାରା ସବୁଠୁ ବଡ଼ ଜଳଜୀବ କୁହାଯାଉଥିବା ତିମି ମାଛ ବି ଅସୁସ୍ଥ ହୋଇ ମରିଯାଉଛନ୍ତି । ନିକଟରେ ଥାଇଲାଣ୍ଡରେ ପଲିଥିନ୍ ଖାଇ ମରିଥିବା ଏକ...
ମୁମ୍ବାଇ : ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି ଆଇନକ୍ସ ମିଡିଆର ପୂର୍ବତନ ଅଧ୍ୟକ୍ଷା ଇନ୍ଦ୍ରାଣି ମୁଖାର୍ଜି। ଛାତିରେ ଯନ୍ତ୍ରଣା ଅନୂଭବ କରିବା ଯୋଗୁଁ ତାଙ୍କୁ ମୁମ୍ବାଇ ସ୍ଥିତ ଜେଜେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ହଠାତ୍ ଛାତି ଯନ୍ତ୍ରଣା ଯୋଗୁଁ ଇନ୍ଦ୍ରାଣୀଙ୍କୁ ହସ୍ପିଟାଲ୍କୁ...
କେନ୍ଦୁଝର : ପିଲା ଚୋରି ସନ୍ଦେହରେ ପୁଣି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼। ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବଣିଆଯୋଡ଼ି ଗାଁରୁ। ଜଣେ ଯୁବକଙ୍କୁ ପିଲାଚୋର ସନ୍ଦେହରେ ଲହୁଲୁହାଣ କରିଛନ୍ତି ଲୋକେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ଆନନ୍ଦପୁର ପୋଲିସ। ଯୁବକଙ୍କ...
ବରଗଡ : ବରଗଡରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ବିଷ ପିଇ ଜୀବନ ହାରିଲେ ଗାଇସୀମାର ଭାଗଚାଷୀ ଧନପତି ବିଶ୍ୱାଳ। କାଳବୈଶାଖୀରେ ଫସଲ ନଷ୍ଟ ସହ ଋଣବୋଝ ଯୋଗୁଁ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଧନପତି ୪ ଏକର ଜମିରେ ଭାଗ ଚାଷ କରିଥିଲେ। ହେଲେ...
ବାରିପଦା : କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାଆର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ମାଣିଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ମାଣିଦା ଗାଁର ରାଜେଶ କୁମାର ସେଠୀଙ୍କ ପତ୍ନୀ ମିତା ସେଠୀ। ମିଳିଥିବା ସୂଚନା ଅନୁସାରେ, ରାଜେଶ ଓ ତାଙ୍କ...
ମୁମ୍ବାଇ: ଆଇପିଏଲ୍ ବେଟିଂରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ୍। ଖାଲି ସେତିକି ନୁହେଁ ୨ କୋଟି ୭୫ ଲକ୍ଷ ହରେଇଥିବା ମଧ୍ୟ ପୋଲିସ ଆଗରେ ମାନିଛନ୍ତି । ଥାନେ ପୋଲିସ କମିଶନର ପରମବୀର ସିଂକହିଛନ୍ତି ଯେ ଏ ସମ୍ପର୍କରେ ଅରବାଜଙ୍କୁ ଆହୁରି ଜେରା...
ଭୋପାଳ: ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କର ମଚାଇଛି ଧୁମ୍। ଆଉ ରାତାରାତି ହୋଇଯାଇଛନ୍ତି ସୋସିଆଲ୍ ମିଡିଆରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ବୟସ ଆଗରେ ସବୁକିଛି ହାର୍ ମାନେ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ଯେଉଁଠି ବି ଦେଖିବେ ତାଙ୍କ ଡ୍ୟାନ୍ସର କ୍ରେଜ୍। ସେହି ଚର୍ଚ୍ଚିତ ବ୍ୟକ୍ତିତ୍ୱ...
କଟକ: ଦିନ ଥିଲା ତାଙ୍କୁ ଦେଖା କରିବା ପାଇଁ ଲୋକଙ୍କ ସୁଅ ଛୁଟୁଥିଲା। ଆଉ ସେ ତତ୍କ୍ଷଣାତ୍ ଲୋକଙ୍କ ପାଖରେ ପହଞ୍ଚି ଯାଉଥିଲେ। ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ଏମିତି ପରିସ୍ଥିତି ଘଟିଛି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ...
କଟକ: ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା କଟକ ଜବାହାରଲାଲ ଇନ୍ଡ଼ୋର ଷ୍ଟାଡିୟମରେ ଉଦ୍ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ୍ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ। ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା...
ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଚାଲିଥିବା ୧୦ ଦିନିଆ କୃଷକ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣ ଛାଡ଼ ଓ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ରୋକିବା ସାଙ୍ଗକୁ ସ୍ୱାମୀନାଥନ୍ କମିଶନ୍ଙ୍କ ସୁପାରିଶକୁ ଲାଗୁ କରିବା ଆଦି ଦାବି ନେଇ କୃଷକମାନେ...
କୋରାପୁଟ: କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୩୬ଘଣ୍ଟା ବିତିଥିଲେ ମଧ୍ୟ ଏବେବି ପଥର ତଳେ ଫସିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଚାପି ରହିଥିବା ୨ଟି ଜେସିବି ମେସିନ୍କୁ ଗୋଟିଏ କଢ଼ାଯାଇଥିବା ବେଳେ ଅନ୍ୟଟି ଏବେବି ପଥର ତଳେ। ଗତକାଲି...
ଯାଜପୁର: ୬୩ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୧୧ଜଣ ଡାକ୍ତର। ତା’ ସାଙ୍ଗକୁ ବେଡ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ବି ନାହିଁ। ଫଳରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିକଟରେ ୧୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନୂଆ କୋଠା ବି କାର୍ଯ୍ୟକ୍ଷମ...
ଭୁବନେଶ୍ୱର: କେରଳ ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା...