• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Revenue Minister
ରାଜ୍ୟରେ ନୂଆ ସବ୍‌ ଡିଭିଜନ ଗଠନ ନେଇ କୌଣସି ଯୋଜନା ନାହିଁ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ନୂଆ ସବ୍‌ଡିଭିଜନ ଗଠନ ନେଇ କୌଣସି  ଯୋଜନା ନାହିଁ।  ଭବିଷ୍ୟତରେ ସାଧାରଣ ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଭିତ୍ତିକରି ନୂଆ ସଡଡିଭିଜନ ଖୋଲାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ପଟ୍ଟାମୁଣ୍ଡାଇବାସୀଙ୍କ ସବଡିଭିଜନ୍ ମାନ୍ୟତା ଆଶା ମଉଳି...

stone blasting
ପଥରଖାଦାନରେ ବିସ୍ଫୋରଣ ଘଟି ଜଣେ ମୃତ

ଝାରସୁଗୁଡ଼ା: ପୁଣି ପଥରଖାଦାନରେ ଏକ ଅଘଟଣ ଘଟିଛି। ଜୟପୁରରେ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ଲାଷ୍ଟିଂ ବେଳେ ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଝାରସୁଗୁଡ଼ା ଗୌରମାଲ ପଞ୍ଚାୟତ ରନକଟା ଠାରେ ଏହି ଅଘଟଣ ଘଟିଛି। ପଥରଖାଦାନରେ ବିସ୍ଫୋରଣ କରୁଥିବାବେଳେ ଅସାବଧାନତାରୁ ସୁରେଶ କିଶାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

strike
ଆସନ୍ତାକାଲି କଟକ-ଭୁବନେଶ୍ୱରରେ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ କଂଗ୍ରେସର ଆହ୍ୱାନ

କଟକ/ଭୁବନେଶ୍ୱର: ମାତ୍ରାଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଉଭୟ କଟକ ଓ ରାଜଧାନୀ ଭୁବନେଶ୍ୱରରେ ୬ ଘଣ୍ଟିଆ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି କଂଗ୍ରେସ। କାଲି ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଉଭୟ ସହରରେ ଗାଡ଼ି ନ ଚଳାଇବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି।...

representational image
ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ଗଣଦୁଷ୍କର୍ମ ମାମଲାରେ ଐତିହାସିକ ରାୟ ପ୍ରକାଶ ପାଇଛି। କୋର୍ଟ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ଘଟଣା ଘଟିବାର ଠିକ୍ ମାସକରେ ରାୟ ଶୁଣାଇଛନ୍ତି ସମ୍ବଲପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍।...

dengue
କଟକ ଓ ଭୁବନେଶ୍ୱରରେ ଡେଙ୍ଗୁ ଭୟ

କଟକ/ଭୁବନେଶ୍ୱର: କଟକ ଓ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ଆତଙ୍କ। ଭୁବନେଶ୍ୱରରେ ୪ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ ଚେତା ପଶିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ସହିତ ସମସ୍ତ ଔଷଧ ମହଜୁଦ ଥିବା ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।...

koraput
ଏଯାଏଁ ପଥର ତଳୁ ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର

କୋରାପୁଟ: କୋରାପୁଟ ଜିଲ୍ଲା ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୬୦ ଘଣ୍ଟା ବିତିଥିଲେ ମଧ୍ୟ ଏଯାଏଁ ପଥର ତଳେ ଚାପି ହୋଇରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଗତକାଲି ରାତିରେ ନିଜେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ୍ରାଫ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି...

COLLEGE
ଇଞ୍ଜିନିୟରିଂ ନାମଲେଖା ପାଇଁ ଓପେକା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓଡିଶାରେ ପଢିବେ ଇଞ୍ଜିନିୟରିଂ। ଏଥିପାଇଁ ୨୫ ପ୍ରତିଶତ ସିଟ୍ ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ୟୁନିଭର୍ସିଟିରେ ସଂରକ୍ଷିତ ରହିବ। ଜେଇଇ ମେନରେ ଓଡିଶା ଭାଗ ନେବା ପର ଠାରୁ ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ମାତ୍ରାଧିକ ସିଟ୍ ଖାଲି ପଡୁଥିବା ଦର୍ଶାଇ...

Bipasha-Basu-
ବିପାସା ବସୁ ଅସୁସ୍ଥ: ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାସା ବସୁ ଅସୁସ୍ଥ I ବିପାସାଙ୍କର ଶ୍ୱାସନଳୀରେ ସମସ୍ୟା ଥିବା ଜଣା ପଡିଛି I ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା ପାଇଁ ହିନ୍ଦୁଜା ହେଲ୍‌ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରୋଗ ବିଶେଷଜ୍ଞ ଡାକ୍ତର କିଂଜଲ ମୋଦି ତାଙ୍କର ଚିକିତ୍ସା କରୁଛନ୍ତି...

arrest
ମହିଳାଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଯୁବକ ଗିରଫ

ପୁରୀ : ପ୍ରେମରେ ବିଚ୍ଛେଦ ଆସିବା ପରେ, ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଯୁବକ ଗିରଫ। ପୁରୀର ତାଳବଣିଆ ଜଗନ୍ନାଥ କଲୋନୀରୁ ଜଣେ ଯୁବକଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ। ସମ୍ପୃକ୍ତ ଯୁବକଙ୍କ ଠାରୁ ଦୁଇଟି ମୋବାଇଲ ଓ  ଗୋଟିଏ ଲାପଟପ୍‌ ଜବତ କରାଯାଇଛି।...

bjp-u
ମହାନଦୀ ପ୍ରସଙ୍ଗରେ ବିଜେପିର ୟୁ-ଟର୍ଣ୍ଣ ପରେ ବିଜେଡିର ହମ୍‌ଲା

ଭୁବନେଶ୍ୱର : ବିଜେପିକୁ ଘେରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ ନୂଆ ଅସ୍ତ୍ର କରିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସରକାର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଉପରେ ବର୍ଷିଛି ଦଳ। ରମଣ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ...

puri
ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ହଜିବା ଘଟଣାରେ ନିଦାବିଷ୍ଣୁ ସରକାର

ପୁରୀ : ୦୪.୦୫.୨୦୧୮ ମସିହା। ଚାବି ନଥାଇ ଜାଣିବି ଚାଲିଥିଲା ଭିତରଭଣ୍ଡାର ଯାଞ୍ଚ ଭେଳିକି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଭୂଆଁ ବୁଲୋଉଥିଲା କି ଶ୍ରୀମନ୍ଦିର ପ୍ରଶାସନ ? ଚାବି ହଜିଯାଇଥିବା ନେଇ ଏପ୍ରିଲ ୪ ପରିଚାଳନା କମିଟି ବୈଠକ ବିବରଣୀରୁ ସ୍ପଷ୍ଟ ହେବା ପରେ, ଏ ପ୍ରଶ୍ନ ଏବେ...

doctor
୨ ମେଡିକାଲ କଲେଜକୁ ଅନୁମତି

ଭୁବନେଶ୍ୱର : ରାଜ୍ୟର ଦୁଇଟି ନୂଆ ମେଡିକାଲ କଲେଜକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବା MCIର ଅନୁମତି। ୨୦୧୮-୧୯ ଶିକ୍ଷା ବର୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜକୁ ନାମଲେଖା ପାଇଁ ଅନୁମତି MCI ଦେଇଛି।  MCI ପକ୍ଷରୁ ଅନୁମତି ଦିଆଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ...

patient-1
ଆଶ୍ଚର୍ଯ୍ୟ: ବ୍ରେନ୍‌ ସର୍ଜରୀ ବେଳେ ଗୀଟାର ବଜାଇଲେ ଯୁବକ

ବାଙ୍ଗାଲୁରୁ : ମେଡିକାଲରେ କୌଣସି ଅପରେସନ ହେବାର କଥା ଶୁଣିଲେ ନିଶ୍ଚୟ ମନରେ ଭୟ ଆସୁଥିବ। ଡାକ୍ତରମାନେ ଅପରେସନ କରୁଥିବାର ଭିଡ଼ିଓ ଦେଖିଲେ ଦେହ ଥରି ଯାଏ। ଆଉ ସବୁଠୁ କଠିନ କାମ ହୋଇଥାଏ ବ୍ରେନ୍‌ ସର୍ଜରୀ। ଏହି ସର୍ଜରୀ ବେଳେ ରୋଗୀର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥାଏ...