ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଖଇରିପାଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ଆକ୍ରମଣରେ ତାଙ୍କ ନାବାଳିକା ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳିକାଙ୍କୁ ବରଗଡ଼...
ବାଲେଶ୍ୱର: ବାଲେଶ୍ୱର ଅରଡବଜାର ବାଲିବିଲରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ। ମୃତକ ଜଣକ ହେଲେ କେନ୍ଦୁଝର ଅଞ୍ଚଳର ଭବାନୀ ଶଙ୍କର ଜେନା। ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଶୋଇଥିବା ବେଳେ ରାତି ପ୍ରାୟ ସାଢେ ୩ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ତେବେ...
ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୁନା ଅଳଙ୍କାର ଲୁଟ୍ ପାଇଁ ଦିନ ଦ୍ୱି ପ୍ରହରରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବଡବଜାର ଥାନାର ଜେମାଦେଇପେଣ୍ଠ ସାହିର ଜମ୍ବୁବତୀ ସାହୁଙ୍କୁ କେହି ଦୁର୍ବୃତ୍ତ ଲୁଟ୍ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୃଦ୍ଧା...
ଫୁଲବାଣୀ: ରମଜାନ ମାସରେ ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ। ରକ୍ତଦାନ କରିଥିବା ଯୁବକ ହେଲେ ଫୁଲବାଣୀର ଶେଖ୍ ସାକିର। ସୂଚନା ଅନୁସାରେ ୩ଦିନ ତଳେ ଫୁଲବାଣୀ ଡାକ୍ତରଖାନାରେ ଡଗୁପଦର ଗାଁରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କ ଦେହରେ ହିମୋଗ୍ଲୋବିନ୍ କମ୍ ଥିବା ଜାଣିବା ପରେ...
ଭୁବନେଶ୍ୱର: ମହାନଦୀ ଜଳ ପ୍ରସଙ୍ଗରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାନଦୀର ପାଣି ନେବା ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଥିସହିତ ଛତିଶଗଡ଼ ଭୁଲ୍ କରିଛି, ହେଲେ ରାଜ୍ୟ ସରକାର ୧୮ ବର୍ଷ ମଧ୍ୟରେ...
ପୁରୀ: ହଜି ଯାଇଛି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବିକାଠି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀରୁ ଏହା ସ୍ପଷ୍ଚ ହୋଇଛି। ଏପ୍ରିଲ ୪ ତାରିଖରରେ ବସିଥିବା ପରିଚାଳନା କମିଟି ବୈଠକ ବିବରଣୀର ନକଲରେ ପରିଚାଳନା କମିଟି ସଦସ୍ୟ, ଏପରିକି ନିଜେ ଗଜପତି ମହାରାଜ ମଧ୍ୟ ଚାବି ହଜିବା...
ମୁମ୍ବାଇ: ଆଇପିଏଲ୍ରେ ବେଟିଂ ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରିଛି। ଆସନ୍ତାକାଲି ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ ହେବାକୁ ଅରବାଜ ଖାନଙ୍କୁ ନୋଟିସ ହୋଇଛି। ଆସନ୍ତାକାଲି ଅରବାଜଙ୍କ ବୟାନ ରେକର୍ଡ ହେବ। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସାନ...
ଗାନ୍ଧିନଗର: ଗିରଫ ହୋଇଛି ମୋଷ୍ଟ ୱାଣ୍ଡେଡ ଆତଙ୍କବାଦୀ ଅହମ୍ମଦ ଲମ୍ବୁ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣରେ ସମ୍ପୃକ୍ତ ଲମ୍ବୁକୁ ଗିରଫ କରିଛି ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍। ସୂଚନା ମୁତାବକ ଗୁଜରାଟ ଏଟିଏସ୍ ନଭସାରି ଏବଂ ଭଲସାଦ ଉପକୂଳ ଅଞ୍ଚଳରୁ ଆତଙ୍କବାଦୀ ଅହମ୍ମଦ ଲମ୍ବୁକୁ ଗିରଫ କରାଯାଇଛି।...
ଶ୍ରୀନଗର: ଜାମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ପାଇଁ ହାଇ ଆଲର୍ଟ ଜାରି ହୋଇଛି। ସୀମାଦେଇ ଦେଶ ଭିତରେ ୨୦ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସତର୍କସୂଚନା ଜାରି କରିଛି ଗୁଇନ୍ଦା ବିଭାଗ। ଏହି ଆତଙ୍କବାଦୀମାନେ ପାକ ଅଧିକୃତ କାଶ୍ମୀର ଦେଇ ଭାରତକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଏମାନେ ସମସ୍ତେ ପାକିସ୍ତାନରେ...
ଶ୍ରୀନଗର: ପୁଣି ଥରେ ସେନା ଉପରକୁ ଆତଙ୍କବାଦୀ ଆକ୍ରମଣ। ଜାମ୍ମୁ ଓ କାଶ୍ମୀର ପୁଲୱାମାରେ CRPF ବାଟାଲିୟନ୍ର ଯବାନଙ୍କ ଉପରକୁ ଗ୍ରେନେଡ଼ ଓ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଯବାନ ମାନେ ଏକ ବଙ୍କର ଗାଡ଼ିରେ ସର୍ଚ୍ଚ ଅପରେସନ୍ରେ ଯାଉଥିବାବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ଦୁଇ ଯବାନ ଆହତ...
ନୂଆଦିଲ୍ଲୀ: ଚୀନକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟପ୍ ଡିପ୍ଲୋମାସି। ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁର ଏହି ୩ ରାଷ୍ଟ୍ର ସହ ସାମରିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଚନ୍ତି ମୋଦି। ତ୍ରି ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍...
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମହାମେଣ୍ଟର ମୂଳଦୁଆ ପଡ଼ିଛି। କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ନିର୍ବାଚନ ଲଢ଼ିବା ନେଇ ଆଜି ସହମତି ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ହୋଇଥିବା ମେଣ୍ଟ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା...
ଲକ୍ଷ୍ନୌ: ବିଜେପି ନେତାଙ୍କ ରାମାୟଣ ଉପାଖ୍ୟାନ। ମାତା ସୀତାଙ୍କୁ ନେଇ ସେ ଏମିତି ଏକ କଥା କହିଛନ୍ତି ଯାହା ଶୁଣିଲେ ଆପଣ ଚକିତ ହେବେ । ରାମାୟଣରେ ମାତା ସୀତାଙ୍କୁ ଅଯୋନିସମ୍ଭୁତା ବୋଲି କଥିତ ଅଛି । ତାଙ୍କୁ ଧରିତ୍ରୀ ମାତାଙ୍କ ସନ୍ତାନ ବୋଲି କୁହାଯାଇଛି । ରାଜର୍ଷି...
କୋରାପୁଟ: ନିକଟରେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିବା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। କେବଳ କୃଷ୍ଣ ନୁହଁନ୍ତି ତାଙ୍କ ସମେତ ଆଉ ୪ଜଣଙ୍କ ନାଁରେ ମଧ୍ୟ ଲକ୍ଷ୍ମୀପୁର ଥାନାରେ ମାମଲା ହୋଇଛି। ଗଙ୍ଗାଧର ନନ୍ଦ ନାମକ ଜଣେ ସମାଜସେବୀ ଏହି ମାମଲା...
ଇସଲାମାବାଦ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁଶାରଫ୍ଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ସସ୍ପେଣ୍ଡ କରିବାକୁ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ନ୍ୟାସନାଲ ଡାଟାବେସ୍ ଓ ପଞ୍ଜୀକରଣ ପ୍ରାଧିକରଣ ଏବଂ ଇମିଗ୍ରେସନ ବିଭାଗକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା...
ବଲାଙ୍ଗିର: ବେଲପଡ଼ା ଥାନା ରେଙ୍ଗାଲି ଗାଁରେ ମାଓ ପୋଷ୍ଟର ଲାଗିଛି। ଓଡ଼ିଆ ଭାଷାରେ ଲେଖା ହୋଇଥିବା ଏହି ପୋଷ୍ଟରରେ ଡୁଡୁକାମାଲ ଏନ୍କାଉଣ୍ଟରକୁ ବିରୋଧ କରାଯାଇଛି। ଏହାସହ ମାସେ ଭିତରେ ବେଲପଡ଼ା ଥାନା ଉଡ଼ାଇବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଲିସ ସୂଚନାକାରୀଙ୍କୁ ହତ୍ୟା କରିବାକୁ ମଧ୍ୟ ପୋଷ୍ଟରରେ ଚେତାବନୀ ଦିଆଯାଇଛି।...
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ୧୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢେଙ୍କାନାଳ ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ାବାସୀଙ୍କୁ ସନ୍ଧ୍ୟା ୬ଟା...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ପଶ୍ଚିମବଙ୍ଗର ମୋଷ୍ଟ ୱାଣ୍ଟେଡ ଅଲିକ ଚକ୍ରବର୍ତ୍ତୀଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୋଲିସ। ଏଥିପାଇଁ ଆଜି ପୋଲିସ ପକ୍ଷରୁ ତାଙ୍କୁ ଭୁବନେଶ୍ୱର CJM କୋର୍ଟରେ ହାଜର କରାଯାଇଛିା ଏଥିସହିତ ଅଲିକଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ମଧ୍ୟ ଆବେଦନ କରିଛି ପଶ୍ଚିମବଙ୍ଗ ପୋଲିସ।...
ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାମଲାରେ ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ୍ ମେହେରର ଜାମିନ ଆବେଦନ ଖାରଜ ହୋଇଯାଇଛି। ମାମଲାର ବିଚାର କରି ବଲାଙ୍ଗିର ଏଡିଜେ କୋର୍ଟ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି। ଗତକାଲି ଜାମିନ ଆବେଦନର ଶୁଣାଣି ଶେଷ କରି ବଲାଙ୍ଗିର ଏଡିଜେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।...