ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ। ଦୂରଦୁରାନ୍ତରୁ ଆସୁଥିବା ରୋଗୀଙ୍କୁ ନା ମିଳୁଛି ଆବଶ୍ୟକୀୟ ଚିକିତ୍ସା ନା ଆନୁସଙ୍ଗିକ ସୁବିଧା ସୁଯୋଗ। ଏନେଇ ବାରମ୍ବାର ଅଭିଯୋଗ ପରେ ବି ପରିସ୍ଥିତିରେ ସୁଧାର ଆସୁ ନ ଥିବାବେଳେ ଜନ ଅସନ୍ତୋଷ ବଢି ବଢି ଚାଲିଛି। ବାହାର...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଓ ବାହାନଗା ବ୍ଲକ୍ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋରକୁ ସବ୍ ଡ଼ିଭିଜନ ମାନ୍ୟତା ଦାବିରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ସୋର ଓ ବାହାନଗାରେ ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ସୋରରେ...
ସମ୍ବଲପୁର: ଆଉ ନାହାନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ। ୭୫ ବର୍ଷ ବୟସରେ ଆଜି ପ୍ରଭୁଦତ୍ତଙ୍କର ପରଲୋକ ହୋଇଛି। ସମ୍ବଲପୁର ହସ୍ପିଟାଲ୍ ରୋଡ ବାସଭବନରେ ପ୍ରଭୁଦତ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଭୋର ୪ଟା ବେଳେ ତାଙ୍କର ବିୟୋଗ ହୋଇଥିବା ନେଇ ପରିବାର...
ପୁରୀ: ପୁରୀ ପିପିଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପିପିଲି ହାଟସାହି ପଞ୍ଚାୟତ ଅଞ୍ଚଳରେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଭଳି ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର ବସନ୍ତ ଛାଟୋଇ ନାମକ ଜଣେ ଯୁବକ ପରିଶ୍ରା ଯିବା ବେଳେ କିଛି ବ୍ୟକ୍ତି ତାଙ୍କୁ ପଛ...
ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍-୨୦୧୮ ଚାମ୍ପିଅନ୍ ହୋଇଛି। ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍ରେ ହରାଇ ଫାଇନାଲ୍ ମ୍ୟାଚ ଜିତିଛି। ସେନ୍ ଓ୍ଵାଟ୍ସନ୍ଙ୍କ ବିସ୍ଫୋରକ ଅପରାଜିତ ଶତକ( ୧୧୭ ରନ୍, ୫୭ ବଲ, ୧୧ଟି ଚୌକା, ୮ଟି ଛକା) ବଳରେ ଚେନ୍ନାଇ ସୁପର କିଙ୍ଗସ୍ ରବିବାର ଏକାଦଶ ସଂସ୍କରଣର...
ଖୋର୍ଦ୍ଧା : ଏଟିଏମ୍ ଲୁଟେରାଙ୍କ ମିଡ୍ନାଇଟ୍ ଅପରେସନ୍। ରାତିକ ଭିତରେ ୨ଟି ଏଟିଏମ୍ ସଫା। ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ୨ଟି ସ୍ଥାନରେ ଲୁଟେରା ବୁଲାଇ ଦେଇଛନ୍ତି କଳାକନା। ମାତ୍ର ୪୦ ମିନିଟ୍ର ଅଭିନବ ଅପରେସନ କରି ଲୁଟିନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ରାତି ୩ଟା ୨ମିନିଟ୍। ହଠାତ୍...
ଭୁବନେଶ୍ୱର : ଗତକାଲି କଟକ ଗସ୍ତରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବାକୁ ନଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ତାଙ୍କ କର୍ତ୍ତବ୍ୟ ଓ ଚରିତ୍ର ପ୍ରକଟ କରୁଥାନ୍ତେ, ତେବେ...
କଟକ : ପୁଣି ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ କ୍ରିକେଟର ଦେବାଶିଷ ମହାନ୍ତି। ଏ ନେଇ ଓସିଏ ପକ୍ଷରୁ ଗତକାଲି ବିଧିବଦ୍ଧ ଘୋଷଣା ହୋଇଛି। ଦଳର ଖେଳାଳିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଗତ ସିଜନରେ ଦେବାଶିଷ କୋଚ୍ ଦାୟିତ୍ୱରୁ ଓହରି...
ଭୁବନେଶ୍ୱର : ନୟାଗଡ଼, ରାୟଗଡ଼ା, ବ୍ରହ୍ମପୁର ପିଲା ଚୋରି ଅଭିଯୋଗରେ ଲୋକଙ୍କ ହାବୁଡ଼ରେ ପଡିଥିବା ଯୁବକଙ୍କୁ ନିସ୍ତୁକ ମାଡ଼। ଗତ କିଛି ଦିନ ହେଲା ବିଭିନ୍ନ ସୋସିଆଲ ମିଡିଆରେ ପିଲା ଚୋର ସମ୍ପର୍କରେ କିଛି ଅଜବ କଥା ସାଙ୍ଗକୁ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ ହେବା ପରେ ସାରା ଦକ୍ଷିଣ...
ନୂଆଦିଲ୍ଲୀ : ଏନଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ନରେନ୍ଦ୍ର ମୋଦିଙ୍କ ଭେଟି। ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ ସହ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେର ଉଦଘାଟନ କରିଛନ୍ତି ମୋଦି। ୧୪ ଲେନ୍ ବିଶିଷ୍ଟ ନିର୍ମିତ ହୋଇଛି ନୂଆଦିଲ୍ଲୀ-ମିରଟ୍ ଏକ୍ସପ୍ରେସ୍ ୱେ। ଏହି ଏକ୍ସପ୍ରେସ୍ ୱେର ମାତ୍ର...
ଭୁବନେଶ୍ୱର : ମହାନଦୀ ଉପରେ କଟକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର, ଦ୍ୱନ୍ଦ୍ୱାତ୍ମକ। ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ...
‘ପାକିଜା’ ଫିଲ୍ମ ଅଭିନେତ୍ରୀ ଗୀତା କପୁରଙ୍କର ୬୭ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି। ଗୀତାଙ୍କ ପିଲାମାନେ ତାଙ୍କୁ ଅଲଗା କରି ଦେଇଥିବାର ରିପୋର୍ଟ ଗତବର୍ଷ ପ୍ରକାଶ ପାଇଥିଲା। ପରେ ତାଙ୍କୁ ଏକ ବୃଦ୍ଧାଶ୍ରମରେ ରଖା ଯାଇଥିଲା। ଶନିବାର ପୂର୍ବାହ୍ନ ୯ଟା ବେଳେ ଏହି ବୃଦ୍ଧାଶ୍ରମରେ ଶେଷ...
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିବାହର ଏକ ଭିଡ଼ିଓକୁ ନେଇ ଖୁବ୍ ଚର୍ଚ୍ଚା। ଏହାକୁ ନେଇ ଖାଲି ଚର୍ଚ୍ଚା ନୁହେଁ ବରଂ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ। କାରଣ କ’ଣ ଜାଣନ୍ତି କି? ତେବେ ଜାଣନ୍ତୁ ଭିଡ଼ିଓ ଭାଇରାଲର ପ୍ରକୃତ କାରଣ… ଭିଡ଼ିଓ ଭାଇରାଲ ହେବା ପଛରେ...
ନୟାଗଡ଼ : ନୟାଗଡ଼ରେ ପିଲା ଚୋର ଗୁଜବ। ପିଲା ଚୋର ସଂଦେହରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ସର୍ଭେ କରିବା ପାଇଁ ଯାଇଥିବା ବେଳେ ପିଲା ଚୋର ଭାବି ଲୋକେ ତାଙ୍କୁ...
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ। ୪ ଦିନ ହେଲାଣି ଗୋଟିଏ ହାତୀ ପଲ ଏହି ଅଞ୍ଚଳରେ ବ୍ୟାପକ କ୍ଷତି କଲେଣି।ତେଲକୋଇ ବ୍ଲକର ସରୁଆଳି ଓ ସିଙ୍କୁଳା ବାହାଲର ଆମ୍ବ ବଗିଚାରେ ବହୁ ଗଛ ଭାଙ୍ଗି ଦେଇଛନ୍ତି। ଏହା ସହିତ ଆମ୍ବ ମଧ୍ୟ...
ନୂଆଦିଲ୍ଲୀ/କଟକ: ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମାଜସେବୀ ତଥା କଟକର ଚା’ ବିକାଳି ଡି ପ୍ରକାଶ ରାଓଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଚା ବିକାଳି ହୋଇ ମଧ୍ୟ ସେ କିଭଳି ଭାବରେ ଗରିବ ବସ୍ତି ଛୁଆଙ୍କ ଶିକ୍ଷାର ଭାର ନିଜ ମୁଣ୍ଡକୁ ନେଇଛନ୍ତି ତାହା...
କଟକ: କଟକ ଚୌଦ୍ୱାରରେ କାନ୍ଥ ପଡ଼ି ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବାବେଳେ ଶିଶୁଟିର ବାପା ଓ ମାଆ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି...