ଭୁବନେଶ୍ୱର : ପ୍ରକାଶ ପାଇଛି ନିଟ୍ ରେଜଲ୍ଟ। ସିବିଏସ୍ଇର ଅଫିସିଆଲ ୱେବସାଇଟ cbseneet.nic.inରେ ଏହି ରେଜଲ୍ଟ ପ୍ରକାଶ ପାଇଛି। ବିହାରର କଳ୍ପନା କୁମାରୀ ଟପ୍ ରାଙ୍କ୍ ପାଇଛନ୍ତି। ସେ ୭୨୦ରୁ ୬୯୧ ନମ୍ବର ରଖିଛନ୍ତି। ତେଲେଙ୍ଗାନାର ରୋହନ ପୁରୋହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦିଲ୍ଲୀର ହିମାଂଶୁ କୁମାର...
ଚେନ୍ନାଇ : ଲୋକପ୍ରିୟ ତାମିଲ୍ ଅଭିନେତ୍ରୀ ସଂଗୀତା ବାଲାନ ଗିରଫ। ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଚେନ୍ନାଇର ଇଷ୍ଟ୍ କୋଷ୍ଟ୍ ରୋଡରେ ଥିବା ରିସର୍ଟରେ ପୁଲିସ୍ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ଭିନ୍ନ ଭିନ୍ନ ରାଜ୍ୟର କିଛି ମହିଳା ବିଶେଷ କରି ଉତ୍ତର ଭାରତୀୟ ମହିଳାଙ୍କୁ...
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ବରିପୁଟ ଷ୍ଟୋନ୍ ଟ୍ରାଜେଡି ଘଟଣାରେ ଆଜି ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଗତ ୫ଦିନ ହେଲା ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ବଡ଼ ଜେସିବି ଷ୍ଟୋନ୍ ବ୍ରେକର୍ ଓ ୩ଟି...
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ରେଜଲ୍ଟ। ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇର ଅଫିସିଆଲ ୱେବ୍ସାଇଟ୍ www.cbseresults.nic.in ରେ ରେଜଲ୍ଟ ଜାଣିପାରିବେ। ଚଳିତବର୍ଷ ସାରା ଦେଶରୁ ୧୩ ଲକ୍ଷରୁ ଅଧିକ...
ସୋର: ପୁଣି ମୃତଦେହକୁ ଅସମ୍ମାନ ଅଭିଯୋଗ ସାମ୍ନାକୁ ଆସିଛି। ଅଳିଆବୁହା ଗାଡ଼ିରେ ନିଆଯାଇଛି ମଣିଷର ମୃତଦେହଅ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋରରେ। ମୃତ ବ୍ୟକ୍ତି ଜଣକ ଜଣେ ବୃଦ୍ଧା ବ୍ୟକ୍ତି ବୋଲି ଜଣାପଡ଼ିଛି। ସୋର ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ୩ଦିନ ଧରି ମୃତଦେହ...
ବେଙ୍ଗାଲୁରୁ: ଜଳପ୍ରପାତ ଦେଖିବା ମହଙ୍ଗା ପଡ଼ିଲା। ଆଉ କାବେରୀ ନଦୀର ପାଣି ସୁଅରେ ଭାସିଗଲେ ଜଣେ ବୈଜ୍ଞାନିକ । ଏହି ଅଭାବନୀୟ ଘଟଣା କର୍ଣ୍ଣାଟକ ମୟସୁରୁ ଅଞ୍ଚଳରେ ଘଟିଛି। ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ର ବରିଷ୍ଠ ବୈଜ୍ଞାନିକ ସୋମାଶେଖର ସପରିବାର ମୟସୁରୁ ଅଞ୍ଚଳର ଚୁଂଚୁକଟ୍ଟେ ଜଳପ୍ରପାତ ଦେଖିବାକୁ...
ଭୁବନେଶ୍ୱର: ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ ରେଲୱେ ପୋଲିସ ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଗିରଫ କରିଛି। ଏହି ଲୁଟରା ଗ୍ୟାଙ୍ଗକୁ ଗିରଫ କରିବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୁରୀ ତାଳବଣିଆ ଅଞ୍ଚଳରେ ରାସ୍ତାକଡ଼ରେ ରହୁଥିବା ଏହି ଲୁଟେରାମାନେ ଚୋରି କରିଥିବା ମୋବାଇଲ ଗୁଡ଼ିକୁ ମାଟି...
ରାୟଗଡ଼ା: ବଜ୍ରପାତ ନେଲା ୨ ଶିଶୁଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଆଲୁତୁଙ୍ଗାରେ ଘଟିଛି। ବଜ୍ରପାତରେ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଗତକାଲି ଆଲୁତୁଙ୍ଗାର ମଙ୍ଗୁଡ଼ୁ ମାଝୀ ବିଲରୁ ହଳ କରି ଫେରିବା ବେଳେ...
ନୂଆଦିଲ୍ଲୀ/ଭୁବନେଶ୍ୱର: ମାଡ଼ି ଆସୁଛି ଝଡ଼ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା କରାଯାଇଛି। କାଳବୈଶାଖୀ, ବଜ୍ରପାତ ଓ ଝଡ଼କୁ ନେଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ,...
ଭୁବନେଶ୍ୱର: ପ୍ରଥମେ ସୋସିଆଲ ମିଡ଼ିଆରେ ବନ୍ଧୁତା ପରେ ସମ୍ପର୍କ ଆଉ ତା’ପରେ ଗିପ୍ଟ। ଶେଷରେ ଠକାମିର ଶିକାର। ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀଙ୍କ ସହ ଘଟିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… ଆଉ କେମିତି ଯୁବତୀ ଜଣଙ୍କ ଏତେବଡ଼ ଠକାମିର ଶିକାର ହୋଇଥିଲେ…. ବିଦେଶୀ...
ନୟାଗଡ଼: ନୟାଗଡ଼ରେ ପୋଲିସର ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାନ୍ ଆହତ। ସୋଲପଟା-ଦରପଦା ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲିକୁ ଏନକାଉଣ୍ଟର ନୟାଗଡ଼ ଟାଉନ ପୋଲିସ କରିଛି । କାବୁଲିର ଡାହାଣ ଗୋଡ଼ରେ ଗୁଳି ବାଜିଥିବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ସୋଲପଟା-ଦରପଦା ରାସ୍ତାରେ କାବୁଲି ଯାଉଥିଲା। ଏ...
ନୂଆଦିଲ୍ଲୀ: ହଠାତ୍ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ଲାଇଟ୍। ଆଉ ଏହି ଘଟଣା ଜଣାପଡ଼ିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ତେବେ କିପରି ନିଖୋଜ ହେଲା, କେଉଁଠି ହେଲା ଓ ଏହା ପଛର କାରଣ କ’ଣ ଜାଣିବା ପାଇଁ ପଢ଼ନ୍ତୁ ପୂରା ଘଟଣା…....