ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟମାରମ୍ଭ । ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ। ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠରେ କମ୍ପୁଛି ପରିବେଶ। ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ।
ଆଗ ବାପା ଆରପାରିକୁ ଚାଲିଗଲେ। ପରେ ରୋଗୀଣା ମାଆକୁ ବଂଚାଇ ହେଲାଣି। ଆଗପଛ ହୋଇ ଦୁହେଁ ଚାଲିଯିବା ପରେ ଶୁଦ୍ଧି ହେବା ପାଇଁ ଏ ଦୁଆରୁ ସେ ଦୁଆର ଘୁରି ବୁଲୁଛି ପୁଅ..
ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ଲାଗିବ ମୋହର। ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଂଜୁରୀ ଉପରେ ଆଲୋଚନା ସମ୍ଭାବନା
ଆଗକୁ ବଢିବ ଶୀତ । ଦୁଇ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୫ ଡିଗ୍ରୀ ତାପମାତ୍ରା ଖସିପାରେ।
ଭାରତର ସାହସୀ ଅଣ୍ଡର କଭର ଏଜେଣ୍ଟ। ପାକିସ୍ତାନ ସେନାରେ ମେଜର୍ ବନିଥିଲେ। ଦେଶ ପାଇଁ ଶତ୍ରୁ ଦେଶର ଝିଅକୁ ବିବାହ ବି କରିଥିଲେ। ସେହି ଦେଶପ୍ରେମୀଙ୍କ ବିଷୟରେ ଆଜି ହିଁ ଜାଣନ୍ତୁ...
ଉପାନ୍ତ ଅଞ୍ଚଳ ହେଉ କି ସହର ତଳି ଅଂଚଳ। ସବୁଠି ସବୁବେଳେ ମିଳୁଛି ସ୍ୱାସ୍ଥ୍ୟସେବା। ଏକଥା କହି ବୁଲୁଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଯେମିତି ଘଟିଛି ଏ ବଢିଲା ଝିଅର ବାପା ପାଇଁ। ଗାଡି ଖଣ୍ଡେ ନ ମିଳିବାରୁ କାନ୍ଧରେ ୧୮ ବର୍ଷର ଝିଅକୁ...
କେତେକେତେ ଲୋକଙ୍କ ଆଖିରେ ଲୁହ ଦେଇଛି କରୋନା। ସବ୍ଯସାଚୀ ମିଶ୍ରଙ୍କ ନୂଆ ସୋ’ ‘ଜିତିବ ଓଡ଼ିଶା’ରେ ଦୁଇଜଣ ଅଭିନେତ୍ରୀ ନିଜ ସହ ଘଟିଥିବା ଦୁଃଖଦ ଘଟଣା କହିବା ବେଳେ କାନ୍ଦି ପକାଇଥିଲେ।
ରାଜଧାନୀ ରାଜରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ । ବିଜେପିର ମମିତା ମେହେର ପ୍ରସଙ୍ଗକୁ ଗ୍ୟାସ ଦରବୃଦ୍ଧି ଇସ୍ୟୁରେ କାଉଣ୍ଟର କରିଛି ବିଜେଡି । ସେପଟେ କିଛିଦିନ ତଳେ ମମିତା ମେହେରଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ଭିଡିଓ କିଏ ପ୍ରସ୍ତୁତ କରିଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
୨୦୧୯ ବାଲାକୋଟ୍ ଅପରେସନ ହିରୋ ଅଭିନନ୍ଦନ ବର୍ତ୍ତମାନ ମିଳିଲା ବୀର ଚକ୍ର I ଅଭିନନ୍ଦନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ I ଅତି ବିଶିଷ୍ଟ ସେବା ମେଡାଲ୍ ହାସଲ କଲେ ଓଡ଼ିଆ ପୁଅ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ର ମୁଖ୍ୟ ଏୟାର ମାର୍ଶଲ ଦିଲୀପ ପଟ୍ଟନାୟକ ସମ୍ମାନିତ
କରୋନା ବିଧ୍ୱଂସ୍ତ ପ୍ରାଥମିକ ଶିକ୍ଷାକୁ ନୂଆ ବିପଦ। ଦୁଇ ବର୍ଷ ଭିତରେ ପାଠ ଛାଡ଼ିଛନ୍ତି ପ୍ରାୟ ତିନି ଲକ୍ଷ ପିଲା । ରାଜ୍ୟ ସରକାରଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଚିନ୍ତା । କୋରାପୁଟ ଓ ମାଲକାନଗିରିରେ ସ୍ଥିତି ଉତ୍କଟଜନକ
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅଗ୍ନିକୋଣରେ ଚାଲିଛି ମହାଯଜ୍ଞ। ବେଦଧ୍ୱନୀରେ କମ୍ପୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିବେଶ ।ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟାମାରମ୍ଭ। ୨୪ ତାରିଖ ପୂର୍ବାହ୍ନରେ ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରକଳ୍ପର ଶିଳାନ୍ୟାସ
ବିଜେଡିର ଗ୍ୟାସ୍ ଦର ବନାମ୍ ବିଜେପିର ମମିତା ମର୍ଡର । ରାଜଧାନୀରେ ଜୋର ଧରିଲା ପଲିଟିକାଲ ତାତି । ବିଜେପିର ମମିତା ପ୍ରସଙ୍ଗକୁ ଗ୍ୟାସ୍ ଦରବୃଦ୍ଧି ଇସ୍ଯୁରେ ବିଜେଡିର କାଉଣ୍ଟର। ପୀଡ଼ିତାଙ୍କ ପରିବାର ପକ୍ଷରୁ ଜାରି
ଜିଲ୍ଲା ଖଣିଜ ପାଣ୍ଠି ଦୁରୂପଯୋଗର ସାଂଘାତିକ ଅଭିଯୋଗ I ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍ ନିର୍ମାଣ ନାଁରେ ଜାଲିଆତି I ବୀରମିତ୍ରପୁର MLAଙ୍କ ନାଁରେ ମିଛ ପ୍ରସ୍ତାବ ଆଣି ଟଙ୍କା ଖର୍ଚ୍ଚ ଅଭିଯୋଗ I DMFର ଦୁରୁପଯୋଗ ନେଇ ଘେରିଲା ବିଜେପି, ଜବାବ ରଖିଲା
ମା’ର ଇଚ୍ଛାକୁ ପୂରଣ କଲା ଚାରି ବର୍ଷର କୁନି ପୁଅ । ବିଶ୍ୱର ଉଚ୍ଚତମ ଶୃଙ୍ଘ ଏଭରେଷ୍ଟର ବେସ କ୍ୟାମ୍ପ ପର୍ଯ୍ୟନ୍ତ ପଦଯାତ୍ରା କରି ରେକର୍ଡ ସୃଷ୍ଟି କରିଛି ଏହି ଶିଶୁ । ବର୍ତ୍ତମାନ ସେ ଏସିଆର ସବୁଠାରୁ କନିଷ୍ଠ ପର୍ବତାରୋହୀ ଭାବେ ରେକର୍ଡ ହାସଲ କରିଛି ।
ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ଗର୍ଜିଲା ବିଜେଡି.. କୋକେଇରେ ଗ୍ୟାସ୍ ସିଲିଣ୍ଡର ବୋହି ବୋହି ନେଲେ, ମୁଖାଗ୍ନି ଦେଇ ଜାଳିଦେଲେ.. ପରେ ରାସ୍ତା ମଝିରେ ମୁଣ୍ଡରେ ପାଣି ଢାଳି ଶୁଦ୍ଧି ହେଲେ ବିଜେଡିର ମହିଳା କର୍ମୀମାନେ..
ଝିଅକୁ କାନ୍ଧରେ ବସାଇ ଡାକ୍ତରଖାନା ନେଉଛନ୍ତି ବାପା । ଏ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରୁ ଦେଖନ୍ତୁ ପୁରା ଘଟଣା...।
ଆଜିକାଲି ମଣିଷ ବି ମଣିଷକୁ ବିନା ସ୍ୱାର୍ଥରେ ଶ୍ରଦ୍ଧା କରୁନି। କିନ୍ତୁ ଇଏ ଏମିତି ଜଣେ ମହିଳା, ଯିଏ ମାଙ୍କଡ଼ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ମାଆ। ମାଙ୍କଡ଼ମାନେ ତାଙ୍କ ଘରର ମେମ୍ବର ପରି ଚଳନ୍ତି। ସେମାନେ ତାଙ୍କ କୋଳରେ ବସନ୍ତି, କାଖ ହୁଅନ୍ତି, ମୁଣ୍ଡରେ ବସନ୍ତି ।...
ସଫା ସହର ପାଇଁ ଦେଶର ଟପ୍-୧୦ରେ କିଏ ସ୍ଥାନ ପାଇଲା, କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାର ଅବସରରେ ହେଲା ଘୋଷଣା।
ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି। ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରିବେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ। ତିନି ଦିନ ଧରି ଆନ୍ଦୋଳନ କରିବ ଦଳ ।
ବାଲେଶ୍ୱରରେ ପନିପରିବା ଦର କେମିତି ରହିଛି ସେ ସଂପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ବ୍ୟୁରୋ ଚିଫ୍ ରଶ୍ମୀ ରଞ୍ଜନ ଦାସ ।