• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Stealing Of Newborn
ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି

ସରକାରୀ ମେଡ଼ିକାଲରୁ ପୁଣି ପିଲା ଚୋରି ! ପୋଲିଓ ଟିକା ଆଳରେ ନବଜାତକୁ ଚୋରି ଅଭିଯୋଗ, ଆଈ ଆଡ଼କୁ ଅଙ୍ଗୁଳି ଉଠାଇଲେ ଜେଜେ ମାଆ

Andhra Pradesh Rain Destruction
ପାଣି ସୂଅରେ ପତର ଭଳି ଭାସୁଛି ଗାଡ଼ିମୋଟର୍

ପାଣି ସୂଅରେ ପତର ଭଳି ଭାସୁଛି ଗାଡ଼ିମୋଟର୍,ବୁଡ଼ି ଯାଉଛି ବଡ଼ ବଡ଼ ବସ୍ : ଧୋଇ ଯାଉଛି ରେଳଧାରଣା, ଚାରିଆଡ଼େ ପାଣି ଆଉ ପାଣି

child stolen
ପୋଲିଓ ଟିକା ଆଳରେ ନବଜାତ ଶିଶୁ ଚୋରି

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁର୍ଭାଗ୍ୟଜନକ ଘଟଣା । ଗର୍ଭଯନ୍ତ୍ରଣା ସହି ଯେଉଁ ପିଲାକୁ ଦୁନିଆକୁ ଆଣିଥିଲା ମା, ସେହି ପିଲାକୁ ଚୋରି କରି ନେଇଗଲା ଚୋର । ଜନ୍ମ ହେବାର କେଇଘଣ୍ଟା ଭିତରେ ଚୋରି ହୋଇଗଲା ପିଲା । ଅର୍ଥାତ କାଲି...

permission for jatra and opera
କରୋନା କାଳରେ ଛଟପଟ ଯାତ୍ରା କଳାକାରଙ୍କୁ ଆଶ୍ୱସ୍ତି; ହେଲେ ନାଇଟ କର୍ଫ୍ୟୁକୁ ନେଇ କେଁ

କୋଭିଡ୍ କଟକଣାରୁ ମୁକୁଳି ଝଲସିବ ଯାତ୍ରା ମଞ୍ଚ, କମ୍ପିବ ସିନେମା ହଲ ପରିସର । ସବୁ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସାଧାରଣ ଲୋକେ । ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ କ୍ରିୟାଶୀଳ କରିବାକୁ ନୂଆ ନିୟମାବଳୀ ଜାରି କରିଛନ୍ତି ରାଜ୍ୟ...

Throwing egg to minister pratap jena
ପ୍ରତାପ ଜେନାଙ୍କୁ ତଡ଼ିତଡ଼ି ଅଣ୍ଡାମାଡ, ନାଳ ପଟପଟ

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଡ଼ି ତଡ଼ି ଅଣ୍ଡା ମାରିଲା ଯୁବ କଂଗ୍ରେସ। ଅଣ୍ଡା ଫାଟି ନାଳ ପଟପଟ। କେସର ଛିନଛତ୍ର। ଦେଖନ୍ତୁ ଦୃଶ୍ୟ। ୟେ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଦୃଶ୍ୟ

Court Demand CDR Report
ପୋଲିସ୍ କରୁଛି କଣ? କୋର୍ଟ ଅସନ୍ତୁଷ୍ଟ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର କେସ୍ ରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ପୋଲିସର ଅପାରଗାତା ପାଇଁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

BJD-BJP Members Scuffle
ବିଜେଡି ବିଜେପି ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତରେ ବିଜେଡି-ବିଜେପି ମୁହାଁମୁହିଁ । ମଝି ରାସ୍ତାରେ କର୍ମୀ ପିଟାପିଟି । କିଛି ବିଜେଡ଼ି କର୍ମୀ ଗୋଡାଇ ଗୋଡାଇ ମାଡ଼ ମାରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି ।

WhatsApp conversations
ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟଙ୍କ ବଡ ଶୁଣାଣି: ହ୍ୱାଟ୍ସଆପ୍ ଚାଟ୍‌ରେ ଷଡଯନ୍ତ୍ରର କୌଣସି ଗନ୍ଧ ନାହିଁ

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟର ବଡ ଶୁଣାଣି । ଏହି ମାମଲାର ଅଭିଯୁକ୍ତଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିଯୁକ୍ତ ଆର୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସପ୍ ଚାଟ୍‌ରେ ମୁମ୍ବାଇ ଡ୍ରଗ୍ସ ମାମଲା...

Attempt To Revive Sambalpuri Culture | Odisha Lalit Kala Akademi Initiate Several Programmes
ରଙ୍ଗ ଫୁଆରାରେ ଚମକୁଛି ସମ୍ୱଲପୁର

ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଆୟୋଜିତ ଏକ ପ୍ରକଳ୍ପରେ ରଙ୍ଗେଇ ହୋଇ ପଡିଛି ସମ୍ୱଲପୁର I

Heavy Rains Lash Three Districts In Andhra Pradesh
୮-୯ ଫୁଟ ଲେଖାଏ ପାଣି.. ସବୁ ବୁଡ଼ିଯାଉଛି..ଭାସିଯାଉଛି..

ପ୍ରକୃତି ଯେମିତି ଦାଉ ସାଧୁଛି.. ଏ ଚିତ୍ର ହିଁ ବଖାଣୁଛି ଆନ୍ଧ୍ରର ସ୍ଥିତି.. ଲଗାତର ଲଘୁଚାପ ଜନିତ ବର୍ଷା ପାଇଁ ବେହାଲ ହେଲାଣି ପଡ଼ୋଶୀ ରାଜ୍ୟ..ଆଖି ଆଗରେ ସବୁ ଭାସିଯାଉଛି..ବୁଡ଼ିଯାଉଛି..୧୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ.. ୧୦୦ରୁ ଅଧିକ ନିଖୋଜ୍ ଥିବା ବେଳେ ୧୭ ଜଣ ପ୍ରାଣ ହରେଇଲେଣି... ପଡ଼ୋଶୀ...

Union Minister Bisheswar Tudu Visits Remote Odisha Village, Crosses River Via Makeshift Bridge
ଅନ୍ଧାର ରାତିରେ ବାଉଁଶ ବ୍ରିଜ ଚଢ଼ି ଗଲେ, ଜନତାଙ୍କ ଦୁଃଖ ବୁଝିଲେ

ଆଦିବାସୀ ଜନତାଙ୍କ ଦୁଃଖ ବୁଝିବାକୁ ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ.. ବାଲେଶ୍ୱର ବାହାନଗା ସାଉଡ଼ ପଞ୍ଚାୟତ ବାଜଣା ଆଦିବାସୀ ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା କଥା ବୁଝିଲେ.. ଗାଁକୁ ବ୍ରିଜ୍ ନଥିବାରୁ ଏକମାତ୍ର ବାଉଁଶ ପୋଲରେ ଚଢ଼ି ଅନ୍ଧାର ରାତିରେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଁରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ

Robbers loot Ornaments Worth Over Rs 20 lakh from Bhadrak Jewelry Shop
ସଟର ପଡୁ ପଡୁ ଲୁଟ୍

ଭଦ୍ରକ ଏସପି ଅଫିସ୍ ପାଖରେ ଥିବା ଜୁଏଲର୍ସ ଦୋକାନକୁ ଲୁଟିଛନ୍ତି ଲୁଟେରା.. ଦୋକାନୀ ଗୋବିନ୍ଦ ସଟର ପକାଇଲା ବେଳେ ହାତରୁ ସୁନା, ରୁପା ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇେ ଲୁଟେରା.. ବ୍ୟାଗରେ ପ୍ରାୟ ୨୨ ଲକ୍ଷ ଟଙ୍କାର ସୁନା, ରୁପା ଥିଲା..

Newborn Baby Stolen From Sonepur Hospital
ଧରିବା ଆଳରେ ଶିଶୁକନ୍ୟାକୁ ନେଇ ଚମ୍ପଟ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁକନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି.. ଶିଶୁଟିକୁ ଧରିବା ଆଳରେ ଚୋରି କରି ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା.. ଏନେଇ ନବଜାତ ଶିଶୁର ବାପା ଥାନାରେ ଅଭିଯୋଗ କରିଛନ୍ତି..

Snake Venom Worth Rs 1.5 Crores Seized In Deogarh
ଫରୁଆ ଭିତରେ ସାପ ଜହର ବେପାର

ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।

Congress Workers Wave Black Flag Ahead Of CM Naveen Patnaik’s Angul Visit
ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର କଳାପତାକା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ଅନୁଗୋଳ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ କଳାପତାକା ପ୍ରତିବାଦ କରାଯାଇଛି.. ସିମିଳିପଡା ଛକରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ନଗର କଂଗ୍ରେସ ପକ୍ଷରୁ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ ସହ ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଦାବି କରିଛନ୍ତି..

Kamala Harris Becomes First Woman To Get Presidential Power In US
କମଲା ହାରିସ୍ ହେଲେ ରାଷ୍ଟ୍ରପତି !

ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ଦାୟିତ୍ୱ ଦିଆଯାଇଛି.. ରାଷ୍ଟ୍ରପତି ଜୋ ବାଇଡେନ୍ ଅସୁସ୍ଥ ଥିବାରୁ ଏକ ଘଣ୍ଟା ୨୫ ମିନିଟ୍ ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେଇଛନ୍ତି କମଲା ହାରିସ୍

Depression To Gradually Weaken; Check IMD’s Forecast For TN, Karnataka, Odisha
ଶୀତରେ ଥରିବନି.. ଭିଜିବ ଓଡ଼ିଶା !

ଆହୁରି ୨-୩ଦିନ କୋହଳ ପାଗ ରହିବ.. ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପରିମାଣ କମ୍ ଅନୁଭୂତ ହେବ..

Odisha +2 Offline Results Published, 8460 Students Secure Passing Marks Out Of 12321 Examinees
ପ୍ରକାଶ ପାଇଲା +୨ ଫଳ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ.. ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬% ରହିଛି..

View illuminated ghats riding on hot air balloon on Dev Deepawali in Varanasi
‘ହଟ୍ ଏୟାର୍ ବେଲୁନ୍ ସୋ’ରେ ଝଲସୁଛି ବାରାଣସୀ

ପର୍ଯ୍ୟଟନର ବିକାଶ ପାଇଁ ନିଆରା ପ୍ରୟାସ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ଉତ୍ତରପ୍ରଦେଶ ବାରାଣସୀରେ ଅନୁଷ୍ଠିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେବ ଦୀପାବଳି ପାଇଁ ୩ ଦିନ ଧରି ସକାଳୁ ଚାଲିଥିବା ହଟ୍ ଏୟାର୍ ବେଲୁନ୍ ଫେଷ୍ଟିଭାଲ୍‌ର ମନଲୋଭା ଦୃଶ୍ୟକୁ...

Baliguda Locals Duped To The Tune Of Rs 1.5 Crore By \'Fraudulent\' Company
ଲୋଭ ଦେଖାଇ ଦେଢ଼ କୋଟି ଠକିଦେଲେ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ନିରୀହ ଆଦିବାସୀ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି.. ନିଜକୁ ବୁଣାକାର ସମବାୟ ପରିଚାଳନା ପରିଷଦ ଅଫିସର କହି ଚାକିରି ଦେବା ନାଁରେ ଆଦିବାସୀ ମହିଳାଙ୍କୁ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି.. ଅଭିଯୋଗ ପରେ ଦାରିଙ୍ଗବାଡ଼ି...