• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Uniques Competetions Organised In Bhubaneswar On Kartik Purnima
ପକାଲୋ ଝିଅ ବହୂ ପକା ହୁଳହୁଳି...

ଝୋଟି, ଚିତାପକା, ଲକ୍ଷ୍ମୀପୁରାଣ, ହୁଳହୁଳି ପକା ଇତ୍ୟାଦି ଏକାଧିକ କାର୍ଯ୍ୟକ୍ରମ। ଭାଗ ନେଇଛନ୍ତି ଓଡ଼ିଶାର ଶତାଧିକ ମହିଳା। ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜନ କରିଥିଲେ। ଚାଲନ୍ତୁ ଦେଖିବା ଏହାର କେତୋଟି ସୁନ୍ଦର ଦୃଶ୍ୟ

Varanasi Skies Brighten Up With Three-Day Hot Air Balloon Festival
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଟ୍ ଏୟାର୍ ବେଲୁନ୍ ସୋ

ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ତରପ୍ରଦେଶ ବାରାଣସୀରେ ନିଆରା ପ୍ରୟାସ । ଦେବ ଦୀପାବଳି ପୂର୍ବରୁ ସେଠାରେ ଆୟୋଜିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେଖନ୍ତୁ ଏହି ରିପୋର୍ଟ ବେଲୁନ ସୋର ଦୃଶ୍ୟ କେମିତି ଥିଲା...।

Union Minister Bishweswar Tudu Faces Egg Attack From BJD Members In Kendrapara
ହାତରେ ଲୁଚେଇ ଧରିଥିଲେ ଅଣ୍ଡା, ଗାଡ଼ିକୁ ମାରି ଫଟେଇ ଦେଲେ

ବିଜେଡ଼ି ନେତା ଯୁଆଡ଼େ ଯାଉଛନ୍ତି, କଂଗ୍ରେସ ଓ ବିଜେପି ତଡ଼ି ତଡ଼ି ଅଣ୍ଡା ମାଡ଼ କରୁଛନ୍ତି। କିନ୍ତୁ ଏଠି ପୂରା ଓଲଟା। ବିଜେଡି କର୍ମୀ ଏଠି କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡି ଉପରକୁ ମାରିଲେ ଅଣ୍ଡା।

Elephant Scare In Nilagiri Sounds Alarm Among Farmers
କଞ୍ଚାଧାନ କାହିଁକି କାଟି ନେଉଛନ୍ତି ଚାଷୀ?

କଞ୍ଚାଧାନ କାହିଁକି କାଟି ନେଉଛନ୍ତି ଚାଷୀ? ବର୍ଷ ସାରା ପରିଶ୍ରମ କଲେ, କିନ୍ତୁ ଧାନ ପାଚିବା ପୂର୍ବରୁ କାହିଁକି କାଟିନେଲେ ?

6 Juveniles Escape From Child Care Home In Berhampur
ବାଳ ସୁଧାର ଗୃହରୁ ୬ ଚମ୍ପଟ

ବାଳ ସୁଧାର ଗୃହରୁ ୬ ଚମ୍ପଟ । ବ୍ରହ୍ମପୁର ବାଳ ସୁଧାର ଗୃହରୁ ଆସିଛି ଏ ଖବର । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ୬ ଜଣ ।

Union Minister Jyotiraditya Scindia To Attend Udan Utsav At Veer Surendra Sai Airport In Jharsuguda
ଝାରସୁଗୁଡ଼ାରୁ ଉଡ଼ିବ କି ନୂଆ ବିମାନ ?

ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ। ନୂଆ ବିମାନ ଉଡ଼ାଣ ସମ୍ପର୍କରେ କରିବେ କି ଘୋଷଣା?

Grenade Blast Near Punjab’s Pathankot Army Camp, CCTV Footage To Be Probed
ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ

ପଂଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ । ବିଳମ୍ବିତ ରାତିରେ ଆର୍ମିକ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ବିସ୍ଫୋରଣ ହୋଇଥିଲା । କେମିତି ବିସ୍ଫୋରଣ ହେଲା, କେଉଁଠୁ ଆସିଲା ଗ୍ରେନେଡ ଏନେଇ ପୋଲିସ ଛାନଭିନ୍ କରୁଛି ।

River Erosion Eats Into Farm Land In Odisha, Locals Demand Permanent Solution
ଦୁଃଖ ସାଜିଛି ସାଳନ୍ଦୀ ନଦୀ : ମାଟି ଖାଉଛି, ଘର ଭାଙ୍ଗୁଛି

କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

BJP To Gherao Naveen Nivas Over Mamita Murder Case
ମମିତା ପାଇଁ ବିଜେପିର ହଲ୍ଲାବୋଲ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା ବିରୋଧରେ ଆଜି ବିଜେପିର ହଲ୍ଲାବୋଲ । ଆନ୍ଦୋଳନକୁ ହଲ୍ଲାବୋଲ ନାଁରେ ନାମିତ କରି ନବୀନ ନିବାସ ଘେରାଉ କରିବାକୁ ବିଜେପି ନେଇଛି ନିଷ୍ପତ୍ତି

Devotee\'s Love For God - Priest Takes Laddu Gopal’s Idol To Hospital For Treatment Of Broken Hand
କାନ୍ଦି କାନ୍ଦି ହସ୍ପିଟାଲରେ ପହଞ୍ଚିଲେ ପୂଜାରୀ, ଡାକ୍ତରଙ୍କୁ କହିଲେ, ଗୋପାଳଙ୍କୁ ଠିକ୍ କରିଦିଅ…

ହାତ କି ଗୋଡ ଭାଙ୍ଗିଗଲେ ମେଡିକାଲ ଯିବାକୁ ପଡିଥାଏ। ସେଠାରେ ହୋଇଥାଏ ପ୍ଲାଷ୍ଟର। ହେଲେ ମେଡିକାଲରେ ଠାକୁରଙ୍କ ହାତ ପ୍ଲାଷ୍ଟର ହେବା ଆପଣ କେବେ ହେଲେ ଦେଖିନଥିବେ କି ଶୁଣି ନଥିବେ। ଏବେ ଦେଖନ୍ତୁ ଏହି ମେଡିକାଲରେ ନିଜେ ପୂଜାରୀ ଠାକୁରଙ୍କ ହାତ ପ୍ଲାଷ୍ଟର କରିଛନ୍ତି..

Watch Special Episode On RAW Agent ‘Black Tiger’, India’s Greatest Spy
ଭାରତର ଏପିର ଜଣେ ଗୁପ୍ତଚର, ଯିଏ ପାକିସ୍ତାନ ଆର୍ମିରେ ମେଜର ଥିଲେ

ଭାରତର ସାହସୀ ଅଣ୍ଡର କଭର ଏଜେଣ୍ଟ : ପାକିସ୍ତାନ ସେନାରେ ମେଜର୍ ବନିଥିଲେ, ଦେଶ ପାଇଁ ଶତ୍ରୁ ଦେଶର ଝିଅକୁ ବିବାହ କରିଥିଲେ ରବିନ୍ଦ୍ର କୌଶିକ

River Erosion Eats Into Farm Land In Odisha, Locals Demand Permanent Solution
ନଦୀ ଦେଉଛି ଦୁଃଖ

ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ମାଟି ଘର ସହ ପକ୍କା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆଉ ଏହି ନଦୀ ପାଣି ମାଡ଼ି ଏକର ଏକର ଜମି ଜଳମଗ୍ନ ହୋଇ ପଡିଛି । କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରୁ ଦେଖିବା ରିପୋର୍ଟ....

Andhra Officials’ Deomali Visit Raises Eyebrows
କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର

ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।

Andhra Officials’ Deomali Visit Raises Eyebrows
କୋଟିଆ ପରେ ଦେଓମାଳି ଉପରେ ନଜର; ବଣଭୋଜି ବାହାନାରେ ପଶିଲେ ଦଳ ଦଳ ଆନ୍ଧ୍ର ଅଧିକାରୀ

ଆନ୍ଧ୍ରରୁ ଦଳବଳ ଧରି ମାଡ଼ିଆସିଲେ ବିଜୟନଗରମ୍ ଜିଲ୍ଲାପାଳ। ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ।

Daily Horoscope
Daily Horoscope, 22 NOV 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୨ ତାରିଖ, ସୋମବାର, ବିଛା୭ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Bhagyarekha | Know Your Horoscope For Today 22 November 2021 | OTV
ଆପଣଙ୍କ କଣ ଅଛି ଆଜିର ଦିନ ଦେଖନ୍ତୁ ଭାଗ୍ୟରେଖାରୁ

ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୨ ତାରିଖ, ସୋମବାର, ବିଛା୭ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Special Story | Bollywood Star Aamir Khan To Marry For Third Time ?
ତୃତୀୟ ବିବାହ କରିବେ ଅମୀର ଖାନ! ଚର୍ଚ୍ଚା ଜୋରଦାର୍

ପ୍ରଥମ କି ଦ୍ୱିତୀୟ ନୁହେଁ, ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଏହି ନାମକରା ଅଭିନେତା। ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ରିଲିଜ୍ ପରେ ଏମିତି ଘୋଷଣା କରି ପାରନ୍ତି ଅମିର ଖାନ। ତେବେ କିଏ ସେହି ଷ୍ଟାର, ଏବେ ହିଁ ଜାଣନ୍ତୁ...

Odisha\'s Balasore Locals Losing Sleep Due To Elephant Menace
କାହିଁକି ଚାଷୀ କାଟି ନେଉଛି କଞ୍ଚାଧାନ ?

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପାହାଡ଼ ତଳ ଜମିରୁ ଚାଷୀ କାହିଁକି କାଟି ନେଉଛନ୍ତି କଞ୍ଚାଧାନ ?

Special Story | Kerala Tea-Seller Who Travelled Around The World Passes Away At 71
ଦଇବ ଭାଙ୍ଗିଦେଲା ଯୋଡି, ପରପାରିକୁ ବିଜୟନ୍ ଚାଲିଯିବା ପରେ ଏକା ଏକା ମୋହନା

ଦେଶରେ ଅନେକ ଚା ବିକାଳି ଅଛନ୍ତି। ହେଲେ ଏମିତି ଚା ବିକାଳି ବିଷୟରେ ଆପଣ କେବେ ହେଲେ ଜାଣି ନଥିବେ। ଯିଏ କି ଚା ବିକା ପଇସାରୁ ପ୍ରତିଦିନ ୩୦୦ ଟଙ୍କା ରଖି ସ୍ତ୍ରୀଙ୍କ ଧରି ଦେଶ ବିଦେଶ ବୁଲୁଥିଲେ। ଏବେ ତାଙ୍କ ପରଲୋକରେ ତାଙ୍କୁ ମନେ ପକାଉଛନ୍ତି...

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 22 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।