• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Ind vs nz
ଟିମ୍ ଇଣ୍ଡିଆର କମାଣ ଧରିବେ ରାହାଣେ

ଆଜିଠୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍.. ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳାଯିବ..

Tarang Cine Productions
ଭିନ୍ନ ଏକ ପ୍ରେମ କାହାଣୀ, ଚୋରଣୀ ଝିଅ ସହ ପୋଲିସର ବାହାଘର

ଇଏ ଏମିତିକା ଝିଅ, ଯିଏ ଚୋରି ନ କଲେ ମନ ବୁଝେନି। ହୋଟେଲକୁ ଖାଇବାକୁ ଯାଇଥିଲେ ଚାମଚ ଚୋରି କରେ। ମନ୍ଦିର ଗଲେ ପାଦୁକ ଦାନି ଚୋରି କରେ। ଫଳ କିଣିବାକୁ ଗଲେ କିଛି ବି ଗୋଟିଏ ଚୋରି କରିବାକୁ ପଛାଏ ନାହିଁ। ଏମିତି ଏକ ବଦ ଅଭ୍ୟାସର...

Ind vs nz 1st Test
କାନପୁରରେ ଭାରତ ନ୍ୟୁଜିଲାଣ୍ତ ପ୍ରଥମ ଟେଷ୍ଟ; ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ତିଆ

ଆରମ୍ଭ ହେଲା ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ହେବାକୁ ଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍‌ କାନପୁରରେ ଖେଳା ଯାଉଛି । ଆଜି ସକାଳ ୯ଟା ୩୦ରେ ମ୍ୟାଚ ଆରମ୍ଭ ହୋଇଛି । ଟିମ୍ ଇଣ୍ତିଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍‌ ଜିତି...

ind vs canada
ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ

ଜୁନିଅର ବିଶ୍ୱକପ୍ ହକିରେ ଆଜି କାନ୍ନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ଗତକାଲି ଫ୍ରାନ୍ସ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ ।

Soumya Pattnaik
ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।

Little Girl Returns Gold Chain To Owner
କୁନିଝିଅ ମଧୁସ୍ମିତାର ସଚ୍ଚୋଟପଣିଆ, ଫେରାଇ ଦେଲା ପାଇଥିବା ସୁନାଚେନ୍…

ଅଳ୍ପ ବୟସର କୁନି ଝିଅଟିଏ ଏକ ମହାନ କାମ କରି ଦେଖାଇଛି। ତା ନାଁ ମଧୁସ୍ମିତା। ଜଣେ ବାବୁଙ୍କର ହଜି ଯାଇଥିବା ଏକ ଦାମିକିଆ ସୁନା ଚେନକୁ ପାଇ ସେ ତାଙ୍କୁ ଫେରାଇ ଦେଇଛି। ଝିଅଟିର ଏହି ସଚ୍ଚୋଟପଣିଆରେ ଚେନ୍ ମାଲିକ ଏତେ ଆତ୍ମହରା ହୋଇପଡ଼ିଲେ ଯେ ତାଙ୍କ...

Apana Eka Nuhanti
ବାପାଙ୍କ ପାଟିରୁ ବାହାରୁନି କଥା, ଆଖିରେ ଲୁହ... ହାତଯୋଡି ଗୁହାରି କରୁଛି ପୁଅ

ମୋ ବାପା କଥା ବୁଝ ସରକାର। ସେ କିଛି କହିପାରୁ ନାହାଁନ୍ତି। ଖାଲି ଆଖିରୁ ଲୁହ ଝରାଇ କାନ୍ଦୁଛନ୍ତି। ଆମେ ତିନି ଭାଇ କେମିତି ବଂଚିବୁ। ଆମ କଥା ଶୁଣ ସରକାର.

News Duse
ଖାଲି ଗେଣ୍ଡୁମାଳ, ସସପେଣ୍ଡ ପରେ ବିଧାୟକଙ୍କ ଅଂଚଳାଭିଷେକ

ହାତଉଠା ନେତାଙ୍କୁ ସ୍ୱାଗତ। ଗଳାରେ ଗଳେଇ ପକେଇଲେ ଗେଣ୍ଡୁମାଳ ପରେ ଗେଣ୍ଡୁମାଳ। ଆଖିରେ କଳା ଚଷମା ପିନ୍ଧି ହସି ହସି ଏମିତି ଡାଇଲଗ ମାରିଲେ ବିଧାୟକ ପ୍ରଶାନ୍ତ ଜଗଦେବ.

office work
ଏଣିକି ଅଫିସ୍ ଡ୍ୟୁଟି ପରେ କର୍ମଚାରୀଙ୍କୁ ଫୋନ୍ ବି କରିପାରିବେ ନାହିଁ ଅଫିସର, ଯଦି କଲେ…

ଏଣିକି ଡ୍ୟୁଟି ପରେ କର୍ମଚାରୀଙ୍କୁ ଫୋନ୍‌ କରିପାରିବେ ନାହିଁ ଅଫିସର। ଛୁଟିରୁ ଫେରିବା ପରେ ଦିଆଯାଇ ପାରିବ ନାହିଁ ମାନସିକ ଚାପ। ଏହା ସହ କର୍ମଜୀବୀ ମହିଳା ନିଜ ପିଲାକୁ ୮ ବର୍ଷ ହେବା ପର୍ଯ୍ୟନ୍ତ କରିପାରିବେ ୱାର୍କ ଫର୍ମ ହୋମ୍‌। ଜାଣନ୍ତୁ ଆଉ କେଉଁ କେଉଁ ନିୟମରେ...

Indias Rich Barber
କୋଟିପତି ହେବା ପରେବି ଛାଡିନାହାଁନ୍ତି ବୃତ୍ତି, ସେଲୁନରେ କାଟୁଛନ୍ତି ଚୁଟି

ଧନୀ ହେଲେ ଅନେକ ନିଜର କୌଳିକ ବୃତ୍ତି ଛାଡି ଦେଇଥାଆନ୍ତି। ହେଲେ ଏ ଏମିତି ଜଣେ ମଣିଷ କୋଟିପତି ହେବା ପରେବି ଛାଡି ନାହାଁନ୍ତି ବୃତ୍ତି। ଅନେକ ଦାମୀ ଗାଡି ଚଢିଲେ ବି ସେଲୁନ ଯାଇ ଧରୁଛନ୍ତି କଇଁଚି ଓ କାଟୁଛନ୍ତି ଚୁଟି.

Yojana Ra Na Hariloot
ଟଙ୍କା ନେବେ ବୋଲି ମୋତେ ଖାତାପତ୍ରରେ ମାରିଦେଲେ ଏମାନେ

କି ଯୁଗ ହେଲା। କେଇଟା ଟଙ୍କା ପାଇବା ପାଇଁ ଜଣେ ମାଆକୁ ମାରି ଦେଲେ ଏମାନେ। ଆଉ ଟଙ୍କାକୁ ଚଳୁ କରି ଦେଲେ। ଏମିତି ସତ ପଦାକୁ ଆସିଛି

Bride Vs Groom - Man Accepts Woman On Dharna Outside His Residence As Wife
ଆମ ଘର ସାମ୍ନାରେ ନବସି କୋର୍ଟ ଯାଆନ୍ତୁ

ସେ ଷ୍ଟୋରୀ କହୁଛନ୍ତି, ଯାହା କହିବାରେ ଅଛି କୋର୍ଟରେ ଯାଇ କୁହନ୍ତୁ। ଆମକୁ ମାନସିକ ଚାପରେ ରଖିଛନ୍ତି...ଦୁଇ ମାସ ଘରେ ଏକାଠି ରହିଥିଲୁ କିନ୍ତୁ ଏବେ ଆଉ ନୁହେଁ। ଘର ସାମ୍ନାରେ ବସି ରହିଲେ କିଛି ଲାଭ ନାହିଁ : ତପସ୍ୱନୀଙ୍କ ସ୍ୱାମୀ

Man Detained For Marrying Two Women, Living With Another In Bhubaneswar
‘ମତେ ଛାଡ଼ି ସାଲିଆ ସାହିରେ ଆଉ ଗୋଟେ ସ୍ତ୍ରୀ ଧରି ରହୁଥିଲେ’

ମତେ ଛାଡ଼ି ସାଲିଆ ସାହିରେ ସ୍ତ୍ରୀ ଧରି ରହୁଥିଲେ... ରାତି ଅଧରେ ପହଞ୍ଚିଲି ଘର ସିଜ୍ କଲି... ନିଜ ସ୍ୱାମୀ ୪୨୦ ବୋଲି ଅଭିଯୋଗ ଆଣିଥିବା ମହିଳା ଜଣକ କ'ଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ..

Love Triangle Behind Murder In Bolangir, 2 Detained
ତ୍ରିକୋଣୀୟ ପ୍ରେମରୁ ବଲଙ୍ଗିରରେ ହତ୍ୟାକାଣ୍ଡ?

ତ୍ରିକୋଣୀୟ ପ୍ରେମରୁ ବଲଙ୍ଗିରରେ ହତ୍ୟାକାଣ୍ଡ? ଶୁଣନ୍ତୁ କଣ କହୁଛି ପୋଲିସ୍‌?

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ !

ପେଟ୍ରୋଲ୍‌ ପମ୍ପରୁ ଚୋରି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଏକ ପେଟ୍ରୋଲ ପମ୍ପରେ ଜଣେ ଚୋର ଦିନ ଦ୍ଵିପହରରେ ଗାଡି ଭିତରେ ଥିବା ମୋବାଇଲକୁ ଅତି ସତର୍କତାର ସହ ଚୋରି କରି ଚମ୍ପଟ ମାରୁଥିବାର ଦେଖିବାକୁ ମିଳିଛି ।

Centre Extends \'PM Garib Kalyan Anna Yojana\' Till March 2022
ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ACB Raids Residence Of PWD Junior Engineer In Karnataka
ରେଡ଼୍‌କୁ ଡରି ପାଇଖାନା ପାଇପ୍‌ରେ ଟଙ୍କା ପୂରାଇ ଦେଲେ କନିଷ୍ଠ ଯନ୍ତ୍ରୀ

PWD ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍‌ ମାରିଲା #ACB । ଆଉ ରେଡ୍‌ର ଖବର ପାଇ ପାଇଖାନା ପାଇପ୍‌ ଭିତରେ ୫୦୦ ଟଙ୍କିଆ ବିଡ଼ା ପୂରାଇ ଦେଲେ ସରକାରୀ ବାବୁ...ଆଉ ତା'ପରେ ଯେତେ କାଢିଲେ ସରିବାର ନା ଧରିଲା ନାହିଁ ଟଙ୍କା...ଦେଖନ୍ତୁ ଏହି ଭିଡ଼ିଓ

Miscreants Lift Mobile Phone From Customer In Petrol Pump In Odisha’s Baliguda
ପେଟ୍ରୋଲ ପମ୍ପରେ ଦିନ ଦ୍ୱିପ୍ରହରରେ ଚୋରି, ଚୋର ମୁହଁ ଅଛି ସିସିଟିଭିରେ

ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।

Bride Protesting Outside Groom\'s House Claims They Are Legally Married & Stayed Together For 6 Months
ସ୍ୱାମୀ ସ୍ତ୍ରୀ ଭିତରେ ଶ୍ୱଶୁର ଭିଲେନ୍

ହ୍ମପୁର ବ୍ରହ୍ମାନଗରରେ ଶଶୁର ଘର ସାମ୍ନାରେ ବସିଥିବା ମହିଳା ଜଣଙ୍କ ନିଜ ଜିଦରେ ଅଟଳ ଅଛନ୍ତି.. ସେ କହିଛନ୍ତି ସିସିଟିଭି ଯାଞ୍ଚ କଲେ ଜଣାପଡିବ ମୁଁ ଏ ଘରେ ରହୁଥିଲି କି ନାହିଁ.. ସ୍ୱାମୀଙ୍କଠାରୁ ତାଙ୍କୁ ଅଲଗା ରହିବାକୁ ଖୋଦ ଶ୍ୱଶୁର ବାଧ୍ୟ କରୁଥିଲେ ବୋଲି କହିଛନ୍ତି

Centre Completes Formalities To Repeal 3 Farm Laws, Says Anurag Thakur
୩ କୃଷି ଆଇନ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି

୩ କୃଷି ଆଇନ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି, ଶୁଣନ୍ତୁ ଏନେଇ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ?