ମାଡ଼ିଆସୁଛି ବାତ୍ୟା ଭୟ। IMD ଡିଜିଙ୍କ ସୂଚନା, ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଲଘୁଚାପ । ଡିସେମ୍ବର ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା: IMD ଡିଜି
କରୋନାର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ଗତକାଲି ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କ ନମୁନାକୁ ସଂଗ୍ରହ କରି ଜିନମ୍ ସିକ୍ୱେନସିଂ ପାଇଁ ପଠାଯିବ ।
ମାଡୁଛି ଓମିକ୍ରନ, ବଢୁଛି କଟକଣା । ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ । ଜାଣନ୍ତୁ କଣ ରହିଛି ନୂଆ ଗାଇଡଲାଇନ ।
ଏ କେମିତିକା ବାପା? ଛୋଟ ପୁଅଟି ପାଠ ପଢିବା ଲାଗି ବହି ଆଣିବାକୁ କହୁଛି ବାପାକୁ। କିନ୍ତୁ ବାପା ବହି, ଖାତା କି କଲମ ଆଣି ଦେଉନାହାନ୍ତି। ଶିକ୍ଷକଙ୍କ ପାଖରେ ଏମିତି କହି ଭୋ ଭୋ ହୋଇ କାନ୍ଦୁଛି ଏ କୁନି ପୁଅ।
୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ। ଅନ୍ୟତ୍ର ବାହା ହେଉଥିବା କଥା ଶୁଣି ପ୍ରେମିକର ଦୁଆରେ ବସିଲେ ପ୍ରେମିକା। ଆଉ କହୁଛନ୍ତି, ନ୍ୟାୟ ନମିଳିଲେ ବିଷ ପିଇବି...
ଡ଼ିସେମ୍ବର ୧ ତାରିଖରୁ ଏହି ସବୁ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିବେ ସରକାର। ପେନସନ୍ଠାରୁ ଆରମ୍ଭ କରି ଆଧାର ଓ ଗ୍ୟାସ ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ହିଁ ସେସବୁ ଜାଣି ରଖନ୍ତୁ। ନଚେତ୍...
ପାଣିପାଗ ବିଭାଗର ଏ ସୂଚନା ପରେ ଚିନ୍ତାରେ ରାଜ୍ୟବାସୀ। ପାଚିଲା ଧାନ ଓ ଫସଲକୁ ସୁରକ୍ଷା ଦେବାକୁ ଗୋଡ କାଢିଛନ୍ତି ଚାଷୀ। ଏମିତି ଭିତରେ ଆଇଏମଡି ଡିଜି ତଥା ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ପବନ ଓ ବର୍ଷା ନେଇ କ’ଣ କହିଛନ୍ତି ଭଲ କରି ଶୁଣି ନିଅନ୍ତୁ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ବିଦେଶରୁ ଆସିଲେ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି।
ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ । ଏହାପରେ ୬୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏପରିକି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ଆଇଏମ଼ଡି ଡିଜି ସୂଚନା ଦେଇଛନ୍ତି । ଦେଖନ୍ତୁ ଏହାର ପୂରା ଖବର ।
ପୁଣି ନୀଳଗିରିକୁ ପଶିଲା ଝାଡ଼ଖଣ୍ଡୀ ହାତୀ । ୧୬ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ନୀଳଗିରିରେ ପଶିଥିଲେ । ଫଳରେ ବ୍ୟାପକ ଫସଲ ନଷ୍ଟ ।
ମାୟାନଗରୀ ମୁମ୍ବାଇରେ ଚମକିଲେ ଢେଙ୍କାନାଳ ଝିଅ। । ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨ରେ ତୃତୀୟ ସ୍ଥାନ ହାସଲ କରି ଓଡିଶା ପାଇଁ ଆଣିଛନ୍ତି ଗୌରବ । ଦେଖନ୍ତୁ ଏହି ରିପୋର୍ଟ ।
ଷ୍ଟ୍ରେଚରରେ ବୁହା ହେଲେ ଆସନ୍ନ ପ୍ରସବ। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ବାଙ୍କଦରହ ମୁଣ୍ଡାସାହିରେ ଦେଖିବାକୁ ମିଳିଛି ଏ ଚିତ୍ର ।
ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। କିଭଳି ଅଧିବେଶନ ସୁରୁଖୁରୁରେ ଚାଲିପାରିବ, ସେନେଇ ଆଜି ବସିବ ସର୍ବଦଳୀୟ ବୈଠକ।
ଯୋଜନା ହେଉଛି ହିତାଧିକାରୀଙ୍କ ପାଇଁ। ହେଲେ ସେ ସବୁର ଫାଇଦା ଉଠାଇବା ପୂର୍ବରୁ ହୋଇଯାଉଛି ବାଟମାରଣା। ମଝିରେ ପଶି ଯୋଜନାକୁ ହରିଲୁଟ କରି ନେଉଛନ୍ତି ଏମାନେ..
ସପ୍ତାହେ ନଯାଉଣୁ ଚେନ୍ନାଇରେ ପୁଣି ବର୍ଷା ବିତ୍ପାତ। ବର୍ଷା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।
ଅନୁଗୁଳ JSPLକୁ ୨ କୋଟି ଟଙ୍କା ଜରିମାନା । ଭିଡିଓରୁ ଜାଣନ୍ତୁ କାହିଁକି ଗଣିଲେ ଜୋରିମାନା।