ଗତ ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ପୀଠରେ ଚାପା ଉତେଜନା ଦେଖାଦେଇଛି ।
ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO I ଅତିରିକ୍ତ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ I ବରପାଲି ଘର ଓ ବରଗଡ଼ ଅଫିସରେ ଭିଜିଲାନ୍ସ ଚଢ଼ାଉ
ମୋ ବାହାଘର ୨ ବର୍ଷ ହେଲାଣି । ଶଶ୍ୱୁର, ଶାଶୁ ଦେଢସୁର ମୋତେ ବହୁତ ଟର୍ଚର କରିଛନ୍ତି । ମୋ ସ୍ୱାମୀଙ୍କୁ ବତେଇ ଶିଖେଇ ରଖିଛନ୍ତି । ମୋ ସ୍ୱାମୀ ବହୁତ ଭଲ, ମୋତେ ବାଡେଇଲେ ସେ କାନ୍ଦନ୍ତି ...।
ବୁର୍ଲା ଭୀମସାରର ୨୨ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ I ୨୨ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ କୋଭିଡ୍ ଆକ୍ରାନ୍ତ I ସଂକ୍ରମିତ ମାନେ ଛାତ୍ରୀ ନିବାସରେ ରହୁଥିଲେ
ଦିନସାରା ଖାକି ପୋଷାକ ପିନ୍ଧି ନିଶା ବେପାରୀଙ୍କୁ ଜଗନ୍ତି। ସଂଧ୍ୟା ହେଲେ ଘରକୁ ଫେରି ସାଧା ପୋଷାକରେ ପାଲଟି ଯାଆନ୍ତି ଶିକ୍ଷକ। ତାଙ୍କୁ ଅପେକ୍ଷା କରିଥାନ୍ତି ୭୦ ଗରିବ ପିଲା। ଗତ ୩ ବର୍ଷ ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷା ଦେଇ ଆସୁଛନ୍ତି ଅବକାରୀ ବିଭାଗର ଜଣେ...
ବୁର୍ଲା ଭୀମସାରର ୨୨ଜଣ ଛାତ୍ରଛାତ୍ରୀଙ୍କୁ କରୋନା ପଜିଟିଭ୍ I ୨୨ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ କୋଭିଡ୍ ଆକ୍ରାନ୍ତ I ସଂକ୍ରମିତ ମାନେ ଛାତ୍ରୀ ନିବାସରେ ରହୁଥିଲେ
ପାଣି ପାଇଁ ରାସ୍ତାରୋକ । ପାନୀୟ ଜଳ ସମସ୍ୟାକୁ ନେଇ ଗରା ବାଲଟି ଧରି ଶତାଧିକ ଲୋକଙ୍କ ରାସ୍ତାରେ ବସିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ।
ଡିଜେ ମ୍ୟୁଜିକ୍ ବାଜିବାରୁ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ବିବାହ ପ୍ରୋସେସନ୍ରେ ଜୋର୍ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏଭଳି ଅଭିଯୋଗ ଆସିଛି।
ମହାବାତ୍ୟା ପରେ ଗଛ ଲଗାଇଲା ବେଳେ ସଂକଳ୍ପ କରିଥିଲେ । ୨୧ ବର୍ଷ ପରେ କନ୍ୟାଦାନ କଲେ । ଗଛ ରୂପରେ ଲକ୍ଷ୍ମୀନାରାୟଣଙ୍କ ବାହାଘର ହେଲା । ଗାଁ ଖାଲି ଉଠିଲା ପଡିଲା ।
ପରିକ୍ରମା ମାର୍ଗ ପାଇଁ ଶ୍ରୀମନ୍ଦିରରେ ଚାଲିଛି 3 ଦିନିଆ ମହାଯ଼ଜ୍ଞ ଆଜି ଏବଂ ଗତକାଲି କଣ ସବୁ କାର୍ଯ୍ୟକ୍ରମ ରହିଛି ଶୁଣନ୍ତୁ..
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜମିବ ହକି ଫିଭର । ଏଥର ବିଶ୍ୱକପରେ ଭାଗ ନେଉଛନ୍ତି ଭାରତ ସମେତ ୧୬ଟି ଟିମ୍ । ସମସ୍ତ ଟିମ୍ ପହଁଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡିୟମର ବ୍ଲୁ ଟର୍ଫରେ ଅଭ୍ୟାସ କରୁଛନ୍ତି ଖେଳାଳି । ତେବେ କରୋନା କଟକଣା ପାଇଁ ଷ୍ଟାଡିୟମକୁ ପ୍ରବେଶ...
କୁହୁଡି ପାଇଁ ଧନ ଜୀବନ ଅସ୍ତବ୍ୟସ୍ତ। ଆଜି ସକାଳୁ ସକାଳୁ କରଞ୍ଜିଆ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି ।
ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଂଚଳରେ ହାତୀ ଆତଙ୍କ। ଜାତୀୟ ରାଜପଥ ୪୯ର ସିଙ୍ଗିଡା ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଗୋଟିଏ ଦନ୍ତା ହାତୀ ଚାଲି ଆସିଥିଲା । ଏଥିଯୋଗୁ ରାସ୍ତାର ଉଭୟ ପଟେ ଗାଡି ଅଟକି ରହିଥିଲା । ହାତୀ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ...
ବଦଳିଲା ୱେଟର୍ସଙ୍କ ଡ୍ରେସକୋଡ୍ । ରାମାୟଣ ଏକ୍ସପ୍ରେସ ୱେଟର୍ସଙ୍କ ଡ୍ରେସକୋଡ୍ ବଦଳିଲା । ପୂର୍ବ ପୋଷାକକୁ ନେଇ ଆପତ୍ତି ଉଠାଇଥିଲେ ସାଧୁସନ୍ଥ
ପତ୍ନୀଙ୍କୁ ଉପହାରରେ ଦେଲେ ତାହମହଲ ସଦୃଶ ଘର । ସ୍ତ୍ରୀଙ୍କୁ ଉପହାର ଦେବାକୁ ସ୍ୱାମୀ ନିର୍ମାଣ କରିଛନ୍ତି ଏହି ମହଲ । ଏହି ଘର ପ୍ରସ୍ତୁତ ପାଇଁ ଲାଗିଛି ୩ ବର୍ଷ ସମୟ ଲାଗିଛି ।
କେତେ ସଫଳ ସରକାରୀ ଯୋଜନା? ଏବେବି ଅନେକ ଗାଁରେ ଅପହଞ୍ଚ ବିକାଶ I ବାରମ୍ବାର ଅଭିଯୋଗ ପରେ ବି ହୋଇପାରିଲାନି ବ୍ରିଜ୍ I ଲୋକେ ନିଜେ ନିର୍ମାଣ କଲେ ଅସ୍ଥାୟୀ ପୋଲ
ଅବହେଳାର ଆଉ ଏକ ବିକଳ ଚିତ୍ର । ବ୍ୟାଙ୍କରେ KYC ଦାଖଲ କରିନଥିବାରୁ ମିଳିଲାନି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା । ୯୨ ବର୍ଷୀୟ ବାପା ରାମଚନ୍ତ୍ର ଜେନାଙ୍କୁ ଟ୍ରଲିରେ ବୋହି ନେଲେ ଝିଅ ଓ ଜ୍ୱାଇଁ । ଭଦ୍ରକ ଜିଲ୍ଲା ବିଷ୍ଣୁପୁର ପଂୟାୟତ ଅଂଚଳର ଏ ଦୃଶ୍ୟ ।
ଦୀପ ପ୍ରଜ୍ୱଳନରେ ଆଲୋକିତ ହେଉଛି ଶ୍ରୀମନ୍ଦିର। ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠ କମ୍ପୁଛି ପରିବେଶ । ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ
ବିଜେପି ରାଜ୍ୟ ପଦାଧିକାରୀ ବୈଠକ। ରାଜ୍ୟ ବିଜେପି କାଯର୍ୟାଳୟରେ ବସିବ ଏହି ବୈଠକରେ । ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ଯୋଗ ଦେଇପାରନ୍ତି।