• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Festivities Spark
କାର୍ତ୍ତିକ ମାସର ଡଙ୍ଗାଭସାକୁ ଟିକେ ମାଡ଼ କରିଦେଲା କରୋନା।

କାର୍ତ୍ତିକ ମାସର ଡଙ୍ଗାଭସାକୁ ଟିକେ ମାଡ଼ କରିଦେଲା କରୋନା। ତଥାପି ଲୋକେ ଡଙ୍ଗା ଭସାଇଛନ୍ତି... ଦେଖନ୍ତୁ କେମିତି

farm laws
ଚାଷୀ କହିଲେ ବର୍ଷକର ତପସ୍ୟା ପୂରଣ ହେବାକୁ ଯାଉଛି

ବର୍ଷାଧିକ କାଳ ଧରି ଚାଲିଛି ବାଦ ବିବାଦ, ଆନ୍ଦୋଲନ ହଙ୍ଗାମା। ଉଚ୍ଛେଦ ହେଉ ୩ କୃଷି ଆଇନ୍। ଆଉ ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର।

Farm Laws
୩ କୃଷି ଆଇନ୍ ପ୍ରତ୍ୟାହାର ନେଇ ମୋଦିଙ୍କ ଘୋଷଣା

ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ...

Farm Laws
ଗୁରୁ ପରବରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି

ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ...

Dog head stuck in plastic jar
ଡବା ମୁହଁରେ ପଶିଯାଇଛି କୁକୁର ମୁହଁ

ବୁଲା କୁକୁରଟି ବହୁତ୍ କଷ୍ଟ ପାଉଛି। ଦୀର୍ଘ ଏକ ସପ୍ତାହ ହେବ ଗାଁରେ ଏହି କୁକୁରଟି ବୁଲୁଛି। ମୁହଁଟି ପଶିଯାଇଛି ବୋତଲ ଭିତରେ। ଗାଁ ଲୋକେ ଖୋଲିବାକୁ ବାରମ୍ବାର ଚେଷ୍ଟା କଳାପରେ ବି କିଛି ସୁଫଳ ହେଉନି। ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବଡ଼ବିଲ...

Ab De villiers Retirement
କ୍ରିକେଟ ଜଗତରୁ ସନ୍ୟାସ ନେଲେ ମିଷ୍ଟର ୩୬୦

କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକାର ସୁପରଷ୍ଟାର ଏବି ଡି ଭିଲିୟର୍ସ । ଆଇପିଏଲରେ ଆଉ ନଜର ଆସିବେନି ମିଷ୍ଟର ୩୬୦। ୩୭ ବର୍ଷ ବୟସ୍କ ଏବି ଡି ଭିଲିୟର୍ସ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ।

Pakistan Parliament Approves Chemical Castration Of Habitual Rapists
ଦୁଷ୍କର୍ମକାରୀଙ୍କ ପାଇଁ ନୂଆ ନିୟମ... ହେବେ ନଂପୁସକ.... ଜାଣନ୍ତୁ କେଉଁଠି ହୋଇଛି ଏ ନିୟମ

ପାକିସ୍ତାନରେ ଦୁଷ୍କର୍ମକାରୀଙ୍କ ପାଇଁ ନୂଆ ନିୟମ । ଭିଡିଓରୁ ଜାଣନ୍ତୁ କଣ ରହିଛି ନୂଆ ନିୟମ ।

2nd T20I | India Gear Up For Series Win Against New Zealand
ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ

ଆଜି ଭାରତ-ନ୍ୟୁଜଲାଣ୍ଡ ଦ୍ୱିତୀୟ ଟି ଟ୍ୱେଣ୍ଟି। ରାଞ୍ଚିର JSCA ଇଣ୍ଟରନ୍ଯାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍।

CHSE Offline Plus II Exam Results To Be Announced Today
ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ

ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ

Untimely Rain Damages Paddy Crop In Odisha\'s Binika
'ପ୍ରଥମେ ଚକଡା, ତାପରେ ହାତୀ ଏବଂ ଅଦିନିଆ ବର୍ଷା ସବୁ ସାରିଦେଲେ'

ଅଦିନିଆ ବର୍ଷା ଉଜାଡିଲେ ସୁନାର ଫସଲ । ଅମଳ ହେବାକୁ ଥିବା ଧାନ ହୋଇଗଲା ଗଜା । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦଇବ ଦାଉ ସାଧୁଲା ସଦୃଶ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମଧ୍ୟ ଏ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରୁ ଶୁଣନ୍ତୁ ଚାଷୀଙ୍କ ପ୍ରତିକ୍ରିୟା ।

Special Story,Transgender Minister , Sonam Kinner, Akhilesh Yadav,
ଅଖିଳେଶ ଯାଦବଙ୍କୁ ଅଭିଶାପ ଦେଲେ ସୋନମ୍‌ କିନ୍ନର। କହିଲେ, “ତୁମେ ଆଉ କେବେ ବି ଜିତିବନି”

ଅଖିଳେଶ ଯାଦବଙ୍କୁ ଅଭିଶାପ ଦେଲେ ସୋନମ କିନ୍ନର । କହିଲେ, ମୁଁ ଶପଥ ନେଉଛି ସରକାରରେ ସବୁଦିନ ରହିବ ବିଜେପି, ହେଲେ ଅଖିଳେଶ ଯାଦବ ଆପଣ ଆଉ କେବେ ବି ନିର୍ବାଚନରେ ହେବେ ନାହିଁ ବିଜୟୀ

Botany Lecturer In Odisha’s Gajapati Designs Low Cost Battery Bicycle
ପ୍ରଦୂଷଣ ରୋକିବ ଏହି ଉଦ୍ଭାବନ

ନିଜ ଉଦ୍ୟମରେ କମ୍ ଖର୍ଚ୍ଚରେ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କଲେ ଅଧ୍ୟାପକ । କେଉଁଠୁ ତିଆରି ହୋଇଛି ଏପରି ସାଇକେଲ ଏବଂ କିଏ କରିଛି ଜାଣିବାକୁ ଦେଖନ୍ତୁ ଏ ଭିଡିଓ ..

IAF\'s Suryakiran Team Steal Limelight At Dubai Air Show, Flies Over Burj Khalifa
ଦୁବାଇ ଆକାଶରେ ସୂର୍ଯ୍ୟକିରଣ ଦେଖାଇଲେ କମାଲ

ଦୁବାଇ ଆକାଶରରେ କରିସ୍ମା ଦେଖାଇଲା ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ । ଦେଖନ୍ତୁ ଏହାର ସଂପୂର୍ଣ୍ଣ ଭିଡିଓ..

Massive Flooding Wreaks Havoc In Visakhapatnam
ପାହାଡ ଫଟେଇ ମାଡି ଆସିଲା ବର୍ଷା ତାପରେ...

ଲଘୁଚାପ ପ୍ରଭାବରେ ଉପକୂଳ ଆନ୍ଧ୍ରରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷାରୁ ମନ୍ଦିର ନଗରୀ ତିରୁପତିର ରାସ୍ତା ଉପରେ ୫ରୁ ୭ ଫୁଟ ଉଚ୍ଚର ପାଣି ଚାଲୁଛି। ପାଣି ସୁଅରେ ଭାସିଯାଇଛି ଅନେକ ଗାଡ଼ି ମୋଟର । ଦେଖନ୍ତୁ ଏହାର ଚିତ୍ର ।

We have decided to repeal all three farm laws, announces PM Modi
୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର, ଏହାସହ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି

BJP MP Pratap Sarangi Beats Drum, Rides Bicycle During A Programme In Soro
ଢୋଲ ବାଡେଇଲେ, ସାଇକେଲରେ ଗାଁ ବୁଲିଲେ ପ୍ରତାପ ନନା

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୋର ମାଣତ୍ରି ଗାଁର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କଲେ ଯାହାକୁ ଦେଖି ଲୋକେ ତାଜୁବ। ଦେଖନ୍ତୁ ସେହି ନିଆରା ଦୃଶ୍ୟ...

Devotees In Puri Dip In Religious Fervour On Kartik Purnima
ମହୋଦଧିରେ ମନ ଖୋଲି ନାଚିଲେ ମହିଳା

ଆଜି କାର୍ତ୍ତିକ ମାସର ଶେଷ ଦିନ । ଏଥିପାଇଁ ମହୋଦଧିରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଦେଖନ୍ତୁ ଏହାର ଏକ ଚିତ୍ର।

Vehicular Movement Between Sambalpur-Sonepur Disrupted As Plasma Blasting Triggers Land Slide
ସମ୍ୱଲପୁର ଏବଂ ସୋନପୁର ଯୋଗାଯୋଗ ବିଚ୍ଛିନ୍ନ

ଧସିଲା ରାଜପଥ ମାଟି । ଏମିତି ଘଟଣା ଘଟିଛି ସମ୍ୱଲପୁର ଏବଂ ସୋନପୁରକୁ ଯୋଗାଯୋଗ କରୁଥିବା ରାସ୍ତା। ଭିଡିଓରୁ ଜାଣନ୍ତୁ ମାଟି ଧସିବାର କାରଣ

Heavy Rains Lash Tamil Nadu Again
ବର୍ଷାରୁ ମିଳୁନି ନିସ୍ତାର..କାଲିଠୁ ହେଉଛି ବାଦଲ ଫଟା ବର୍ଷା

କିଛି ଦିନର ବିରତ ପରେ ତାମିଲନାଡୁରେ ହୋଇଛି ବାଦଲ ଫଟା ବର୍ଷା । ରାଜ୍ୟର ଅନେକ ସ୍ଥାନରେ ଗତକାଲିଠାରୁ ବର୍ଷା ଲଗି ରହିଛି । ଫଳରେ ଜଳବନ୍ଦୀ ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି ।

daily horoscope
Daily Horoscope,19 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି୨୦୨୧ ମସିହା, ନଭେମ୍ବର ମାସ ୧୯ ତାରିଖ, ଶୁକ୍ରବାର, ବିଛା ୪ ଦିନ,ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...