• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Odisha Poverty
ଯେଉଁଠି ରହୁଛନ୍ତି ଗାଈଗୋରୁ, ସେଇଠି ରହୁଛନ୍ତି ମଣିଷ

ଖଣ୍ଡିଏ ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ଏବେ ଯେଉଁଠି ରହୁଛନ୍ତି ମଣିଷ, ସେଇଠି ରହୁଛନ୍ତି ଗାଈଗୋରୁ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ସବୁ ଯୋଜନା କାହାପାଇଁ?

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 24 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Odisha BJP
ରାଜ୍ୟ ରାଜନୀତିରେ ଘମାସାନ ଲଢେଇ: ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା ବିଜେପି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଘମାସାନ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ, ବଢୁଥିବା ଦୁର୍ନୀତି ଭଳି ଘଟଣାକୁ ନେଇ ସରକାର ବ୍ୟାକ୍‌ଫୁଟ୍‌ରେ ଥିବା ବେଳେ ବିଜେଡିକୁ କାଠଗଡ଼ାକୁ ଟାଣିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି ।

Odisha politics
ଟାର୍ଗେଟ୍‌ କେତେ ଫୁଲଫିଲ୍‌ କରିଛନ୍ତି ରାଜ୍ୟ ନେତା?

ଟାର୍ଗେଟ୍‌ କେତେ ଫୁଲଫିଲ୍‌ କରିଛନ୍ତି ରାଜ୍ୟ ବିଜେପି ନେତା? ଆଗାମୀ ପଂଚାୟତ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଦଳ? ତାହାର ଚାଲିଛି ହିସାବ ଓ ନିକାଶ

Bride Goes On Dharna
୩୦ ଘଂଟା ପରେ ବି ଶ୍ୱଶୁର ଘର ସାମ୍ନାକୁ ହଟୁନାହାନ୍ତି ନବବଧୂ

୩୦ ଘଂଟା ପରେ ବି ଶ୍ୱଶୁର ଘର ସାମ୍ନାକୁ ହଟୁନାହାନ୍ତି ନବବଧୂ । ୬ ମାସ ବୋହୂ ହୋଇ ରହିବା ପରେ ଏବେ ପୁଣି କି ବିବାହ ହେବ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମ୍ପକ୍ତ ମହିଳା

covid 19
ସ୍କୁଲ ଖୋଲୁ ଖୋଲୁ ଟେନସନ୍‌ ଦେଲାଣି କରୋନା

ସ୍କୁଲ ଖୋଲୁ ଖୋଲୁ ଟେନସନ୍‌ ଦେଲାଣି କରୋନା। ବାଧ୍ୟ ହୋଇ ବିଦ୍ୟାଳୟ ବନ୍ଦ କଲେ କର୍ତ୍ତୃପକ୍ଷ

Smart School
ସ୍କୁଲ ବାହାର ପାଖ ପୂରା ଚକ୍‌ଚକ୍‌ ହେଲେ ଭିତରେ ଫୁଲ ଅଳିଆ

ସ୍କୁଲ ବାହାର ପାଖ ପୂରା ଚକ୍‌ଚକ୍‌ ହେଲେ ଭିତରେ ଫୁଲ ଅଳିଆ। କେଉଁ କ୍ଲାସ୍‌ରେ ବୋର୍ଡ଼ ନାହିଁ ତ କେଉଁଠି ସିମେଣ୍ଟ ଗୋଳା ହୋଇ ରହିଛି...ଦେଖନ୍ତୁ ଏହି ଦୃଶ୍ୟ

Smart School Yojna
ବିରୋଧୀ କହିଲେ ପୁରୁଣା ଘରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କହୁଛନ୍ତି ମୁଖ୍ୟମନ୍ତ୍ରୀ !

ସ୍ମାର୍ଟ ସ୍କୁଲ ଆଉ ସ୍ମାର୍ଟ କ୍ଲାସ୍‌ ଆଉ ତା’ସାଙ୍ଗକୁ ପିଲାଙ୍କୁ ସ୍ମାର୍ଟ ପାଠପଢା । ସ୍କୁଲର ବାହାର କାନ୍ଥ ଚକାଚକ ଥିବା ବେଳେ କ୍ଲାସ୍‌ରୁମ୍‌ରେ ପଡିଛି ଧାଡିକି ଧାଡି ଚେୟାର । କିନ୍ତୁ ଖାଲି ରହିଛି ଶିକ୍ଷକଙ୍କ ପଦବୀ । ତେବେ ନିର୍ବାଚନ ନେଇ ସ୍ମାର୍ଟ ସ୍କୁଲ ଉଦଘାଟନରେ...

No Ruckus In Assembly
ବାଚସ୍ପତି କହିଲେ ଆଉ ଚାଲିବନି ହଙ୍ଗାମା, ବିରୋଧୀ କହିଲେ ଆମେ ତ କହିବୁ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ହେଉ କି ପ୍ରଶ୍ନକାଳ ଏସବୁ ସମୟରେ ଆଉ ଚଳିବନି ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ । ଏସବୁ ନକରିବାକୁ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅବଗତ କରିଛନ୍ତି ।

odisha assembly
ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍‌ ଭଙ୍ଗା?

ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍‌ ଭଙ୍ଗା? କେବଳ ଉନ୍ନତି ନେଇ କହିବେ ଓ ପ୍ରଶ୍ନ ପଚାରିବେ ସଦସ୍ୟ

Baijyant Panda
'ଆର ଥରକୁ ଆମେ ଶାସନକୁ ଆସିବୁ, କେହି ଅଟକାଇ ପାରିବେନି'

ପୂର୍ବରୁ ସତ୍ତା ନ ଥିଲେ ବି ଆସାମ ଓ ତ୍ରିପୁରାରେ ବିଜେପି କ୍ଷମତାକୁ ଆସିଲା.. ସେହିପରି ଓଡ଼ିଶାରେ ବି କିଛି ଅସମ୍ଭବ ନୁହେଁ.. ଟିମ୍ ଓ୍ୱାର୍କ ହୋଇ କାମ କଲେ ସବୁ ସମ୍ଭବ..ଆଗାମୀ ନିର୍ବାଚନରେ ଚିତ୍ର ବଦଳିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

No To Ruckus Inside Assembly
ବିଧାୟକଙ୍କୁ ବାରଣ: ନା ପାଟିତୁଣ୍ଡ କରିପାରିବେ, ନା କରିବେ ହଟ୍ଟଗୋଳ

ବିଧାନସଭା ଗୃହ କାର୍ଯ୍ୟ ପରିଚାଳନା ନେଇ କେତେକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି.. ପ୍ରଶ୍ନକାଳ ବେଳେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କୌଣସି ବିଧାୟକ ଗୃହରେ ପାଟିତୁଣ୍ଡ, ହୋହାଲ୍ଲା କି ହଟ୍ଟଗୋଳ କରିପାରିବେନି..

Odia Student Dies At Coffee Shop In Surat
ସୁରତ୍‌ରେ ଓଡ଼ିଆ ଛାତ୍ରୀଙ୍କୁ ମାରିଲା କିଏ?

ସୁରତର ଏକ କଫି ସପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ତାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ।

Newlywed Bride Continues Protest Over 30 Hrs
“ମୋ ସ୍ୱାମୀ ମୋ ଫୋନ ରିସିଭ କରୁନାହାନ୍ତି”

୨ ବର୍ଷ ତଳେ ବିବାହ କରିଥିଲେ । ଘରେ ରହିବା ବଦଳରେ ବାହାରେ ଫଟୋ ଧରି ବୁଲୁଛନ୍ତି ବଧୂ। ୩୦ ଘଣ୍ଟା ହେବ ବାହାରେ ବସିଛନ୍ତି । ଘରଲୋକ ଆସିବେ ଘର ବିତରକୁ ନେବେ । କିନ୍ତୁ ଘଟୁନି ଅପେକ୍ଷାର ଅନ୍ତ

Bikers Loot Valuables From Woman
ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌ କରିନେଲେ

ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌ କରିନେଲେ ଦୁର୍ବୃତ୍ତ, ଜାଣନ୍ତୁ କଣ ରହିଛି ଘଟଣା

son hacks mother
ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ; ମା’କୁ ମାରିଦେଲା ପୁଅ

ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

Deputy speaker controvercial statement
"ଭୁଲ୍‌ରେ ଠାକୁର କହିଦେଲି"

କହିଥାନ୍ତି ଦେବତୁଲ୍ୟ, କହିଦେଲି ଠାକୁର ! ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦକୁ ଆସିବା ପରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ ।

son killed mom After She Refuses To Cook Egg Curry
ଅଣ୍ତା ରୋଷେଇ ନ କରିବାରୁ ମା’କୁ ହାଣିଲା ପୁଅ

ଅଣ୍ତା ତରକାରୀକୁ ନେଇ ହତ୍ୟାକାଣ୍ତ । ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।

Data Entry Operator
ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର । ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ୩ ମାସ ମଧ୍ୟରେ ନିୟମିତ ସୁବିଧା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ।

Acres Of Crops Damaged Due To Incessant Rain In Odisha’s Binika
ପାଣିରେ ଭାସୁଛି ସୁନାର ଫସଲ

ପାଣିରେ ବୁଡି ରହିଛି ସୁନାର ଫସଲ । ଅଦିନିଆ ବର୍ଷା ଯୋଗୁଁ ଦେଖିବାକୁ ମିଳିଛି ଏ ଦଶା। ବିନିକା ଅଞ୍ଚଳରେ ଅଦିନିଆ ବର୍ଷାରେ ଚାଷ ଜମିରେ ଜମି ରହିଛି ଆଣ୍ଠୁଏ ଉପରେ ପାଣି । ଚିନ୍ତାରେ ଚାଷୀ ...।