• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Famous Artiste face problems In bhadrak
ଚାଳଘରେ ବନ୍ଧା ହୋଇଯାଇଛି ଅସ୍ମିତା, ଗରିବୀ ସହ ଲଢୁଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ନାରାୟଣ

ତାଙ୍କ ହାତ ବୁଲିଲେ ଆଙ୍କି ହୋଇଯାଏ ଚିତ୍ର । ସେ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତି କାରିଗର, ଅଭିନେତା, ଔପନ୍ୟାସିକ, କବି ଓ ନାଟ୍ୟକାର । ସେ ଅନେକ ନାଟକ ଓ ଉପନ୍ୟାସର ସ୍ରଷ୍ଟା । ହେଲେ ପରିଣତ ବୟସରେ ତାଙ୍କ ଜୀବନ ବିତୁଛି ଚାଳଘରେ । ଚଳୁଛନ୍ତି...

Cabinet to approve Farm Laws Repeal Bill today
କୃଷି ଆଇନ୍‌ ପ୍ରତ୍ୟାହାରକୁ କ୍ୟାବିନେଟ୍‌ ମଞ୍ଜୁରୀ

କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କ୍ୟାବିନେଟ ମଞ୍ଜୁରୀ ନେଇ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

germany wins against pakistan
ପାକିସ୍ତାନ ବିପକ୍ଷରେ ଜର୍ମାନୀର ସହଜ ବିଜୟ

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ସହଜ ବିଜୟ। ପାକିସ୍ତାନ କୁ ୫-୨ଗୋଲରେ ହରାଇଲା ଜର୍ମାନୀ। ଏହି ବିଜୟରେ ଜର୍ମାନୀ କୁ ୩ପଏଣ୍ଟ ମିଳିଥିବା ବେଳେ ପାକିସ୍ତାନ କୁ ଶୂନ୍ୟ ପଏଣ୍ଟ ମିଳିଛି।

Belgium wins
ଜୁନିୟର ହକି ବିଶ୍ୱକପରେ ସାଉଥ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କଲା ବେଲଜିୟମ୍

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚରେ ରେଡ଼ ଲାୟନ ତଥା ବେଲଜିୟମ ଦଳ ବିଜୟୀ ହୋଇଛି ।

Egg Hurled at CM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି।

Dog Neck Long Like Giraffe
ଜିରାଫ ବେକ ଭଳି ବଢ଼ିଛି କୁକୁରର ବେକ !

କୁକୁରଟିର ବେକ ତଥା ଗଳା ଅବିକଳ ଜିରାଫ ପରି ଲମ୍ୱା ହୋଇଥିବାରୁ ସୋସିଆଲ୍‌ ମିଡିଆରେ କୁକୁରଟିକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି । ଆଜାୱାଖ ପ୍ରଜାତିର ଏହି କୁକୁରର ନାମ ହେଉଛି ବ୍ରୋଡି ।

COVID-19
ପୁଣି ଉପରମୁହାଁ ହେଲାଣି କରୋନା;୨୮୮ ଜଣ ଆକ୍ରାନ୍ତ, ୩ ମୃତ

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟର କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଦେଖାଗଲାଣି । ତେବେ କରୋନାର ତୃତୀୟ ଲହରୀକୁ ନେଇ ସଚେତନ ରହିବା ପାଇଁ ସରକାରଙ୍କ ପକ୍ଷରୁ...

Egg Hurled on minister at puri
ପୁରୀରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି ବିରୋଧୀ.. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ ମନ୍ତ୍ରୀ ଆରୁଖ..

Yojana Ra Na Hariloot
ମୁଁ ବଂଚିଛି, ହେଲେ କାଗଜପତ୍ରରେ ମୋତେ ମୃତ ଦର୍ଶାଇ ଲୁଟିନେଲେ

ଏ ସମାଜରେ ଅଛନ୍ତି ଏମିତି ବି ଲୋକ। ବଂଚିଥିବା ଲୋକଙ୍କୁ ମାରି ଦେଉଛନ୍ତି ସରକାର। ଯେଉଁଥି ପାଇଁ ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ଏ ଲୋକ ଜଣକ...

Junior Hockey WorldCup
ଆଜିଠୁ ଭୁବନେଶ୍ୱରରେ ହକି ମହାକୁମ୍ଭ

ଜୁନିଅର ପୁରୁଷ ବିଶ୍ୱକପ୍ ହକି ପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଟାଇଟଲ୍ ପାଇଁ ଟର୍ଫକୁ ଓହ୍ଲାଇବେ ୧୬ଟି ଟିମ୍। ବିନା ଦର୍ଶକରେ ମ୍ୟାଚ୍ ହେଉଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି।

Junior Hockey WorldCup
ବାଜିଲା ଜୁନିୟର ବିଶ୍ୱକପ୍ ହକି ବିଗୁଲ୍: ଖାଁ ଖାଁ କଳିଙ୍ଗ ଷ୍ଟାଡିୟମ

ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ହକି ମହାକୁମ୍ଭ । ତେବେ ଆଜି ମୋଟ ୫ଟି ମ୍ୟାଚ୍ ଖେଳାଯିବ । ରାତି ୮ଟାରେ ରହିଛି ଭାରତ-ଫ୍ରାନ୍ସ ଲଢ଼େଇ ।

Amrit Death
ସତ ଚେଷ୍ଟା ପରେ ବି ବଞ୍ଚିପାକିଲେନି ଅମ୍ରିତ

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କ ପ୍ରଧାନଙ୍କ ଦେହାନ୍ତ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ।

SBI Alert
ଦେଶର ସବୁ ଗ୍ରାହକଙ୍କୁ ସତର୍କ କଲା ଏସବିଆଇ; ବନ୍ଦ ହୋଇପାରେ ଆକାଉଣ୍ଟ, କାରଣ ଜାଣନ୍ତୁ...

୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ...

Retired Indian Navy Officer
ନୌସେନା ଅଧିକାରୀରୁ କଳାର ସୌଦାଗର: ରାଜାରାମ

ଦିନେ ଜାହାଜ ଚଳାଉଥିଲେ। ମାସ ମାସ ପାଣି ଭିତରେ କଟୁଥିଲା। ସେଇ ବ୍ୟସ୍ତ ନୌସେନା ଅଧିକାରୀ ଆଜି କଳାକାରିଗରୀରେ ଖୋଜୁଛନ୍ତି ଶାନ୍ତି। ଅବସର ବୟସର ମଣିଷ ଦିନରାତି ବସି ରଙ୍ଗତୂଳୀରେ ମଜ୍ଜି ରହୁଛନ୍ତି। ତା ସହିତ ଦେଶବିଦେଶରୁ ମୁଦ୍ରା ସଂଗ୍ରହ କରି ତାକୁ ସାଇତି ରଖିଛନ୍ତି।

Special Story
ଛାତରୁ ଖସି ପଡିଲେ ଗଣେଶ, ମେରୁଦଣ୍ଡ ଆଘାତ ଯୋଗୁ ବିଛଣାରେ...

ପରିବାର ଚଳାଇବା ପାଇଁ ମିସ୍ତ୍ରୀ ସହ କାମ କରିବାକୁ ଯାଉଥିଲେ। ଦିନେ ଚାରି ମହଲା ଛାତରୁ ଖସି ପଡିଲେ ଗଣେଶ। ମେରୁଦଣ୍ଡ ଆଘାତ ଯୋଗୁ ବିଛଣାରେ ପଡି ହେଉଛନ୍ତି ଛଟପଟ। ସ୍ୱାମୀର ଚିକିତ୍ସା ପାଇଁ ଗୁହାରି କରୁଛନ୍ତି ସ୍ତ୍ରୀ ମାନସୀ...

 MP Man Gifts Taj Mahal Replica House To Wife
ଆଗ୍ରା ପରେ ମଧ୍ୟପ୍ରଦେଶରେ ତିଆରି ହେଲା ତାଜମହଲ!

ସ୍ତ୍ରୀଙ୍କ ପ୍ରତି ଥିଲା ଅନାବିଳ ପ୍ରେମ। ଆଗ୍ରା ପରେ ମଧ୍ୟପ୍ରଦେଶର ବୁରହାନପୁରରେ ତାଜମହଲ ତିଆରି କରିଛନ୍ତି ଏ ଯୁଗର ଜଣେ ଶାହାଜାନ ସ୍ୱାମୀ। ଦେଖନ୍ତୁ ଏହାର କିଛି ଝଲକ୍‌...

Jitiba Odisha
ମଙ୍ଗଳା କରୋନା ବେଳେ ଖାଇବାକୁ ପାଇନଥିଲେ, ଉପାସରେ ରହୁଥିଲେ

ଖାଲି ସାଧାରଣ ଲୋକ ନୁହେଁ, ଅନେକ ସେଲିବ୍ରିଟି ବି କରୋନା କଟକଣାର ଦୁଃଖ ସହିଛନ୍ତି। ଯେମିତିକି ଆପଣଙ୍କ ପ୍ରିୟର ମଙ୍ଗଳା। ଖାଇବାକୁ ନ ପାଇ ଉପାସରେ ରୁମରେ ରହିଥିଲେ। ସବ୍ୟସାଚୀ ମିଶ୍ରଙ୍କ ସୋ’ ‘ଜିତିବ ଓଡ଼ିଶା’ରେ ଏମିତି ଦୁଃଖଦଭରା କାହାଣୀ କହିଥିଲେ ଏ ଅଭିନେତ୍ରୀ

Sura Routray
କରୋନା ପରେବି ଭୁବନେଶ୍ୱରରେ ପଇଁତରା ମାରୁଛନ୍ତି ସୁର ଭାଇ

ଆପଣମାନେ ଶୁଣିଥିବେ ଆମ ଜଟଣୀ ବିଧାୟକ ସୁର ରାଉତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସେ ଘରେ ନ ରହି ଏଣେତେଣେ ବୁଲାବୁଲି କରୁଛନ୍ତି। ଦେଖୁନ କେମିତି ଏଇଠି ବସିଛନ୍ତି ସୁର ଭାଇ...

Bride  Dharna at Grooms House
ମୋ ବାପାଙ୍କୁ ଜବରଦସ୍ତ ଉଠେଇ ନେଇଛନ୍ତି,ଏଇଟା କଣ ନ୍ୟାୟ

ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦରେ ଅଟଳ ମହିଳାଙ୍କ ଧାରଣା । ତିନିଦିନ ହେବ ଧାରଣାରେ ବସିଛନ୍ତି ନବବଧୂ । ସେପଟେ ଗତକାଲି ସଂଧ୍ୟାରେ ଯୁବତୀଙ୍କ ବାପା, ଭାଇଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ।

Special Story
ନାଁକୁ ସରକାରଙ୍କ ମାଳ ମାଳ ଯୋଜନା ; ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି

ଯେଉଁଠି ମଣିଷ ରହୁଛନ୍ତି, ସେଇଠି ଗାଈ ବି ରହୁଛନ୍ତି । ନୁଆଁଣିଆ ଚାଳଛପର ଘର, ଉପରେ ପଲିଥିନ ପଡ଼ିଛି । ଆଉ ଏହାରି ଭିତରେ ଏକାଠି ରହୁଛନ୍ତି ଗୋଟିଏ ପରିବାର ଓ ତାଙ୍କର ଗୃହପାଳିତ ପଶୁ । ଏଇଠି ରୋଷେଇ ହେଉଛି, ପୁଣି ବାଛୁରୀ ମଧ୍ୟ ରହୁଛି। ସରକାରଙ୍କ...