• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Odisha Allows Jatra, Opera Shows With Strict Adherence To COVID Norms
ଏଥର ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ସବୁ ଚାଲିବ

SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନରେ ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ମିଳିଲା ଅନୁମତି..

Winter In Odisha | Baliguda Shivers As Temperature Drops
ଓଡ଼ିଶାର କଶ୍ମୀରରେ ମଧ୍ୟପ୍ରଦେଶର କମ୍ବଳର

ଥରୁଛି ଓଡ଼ିଶାର କଶ୍ମୀର.. କମ୍ବଳ ବିକିବାକୁ ଗାଁ ଗାଁ ବାଇକ ଧରି ବୁଲୁଛନ୍ତି ବ୍ୟବସାୟୀ.. ଦାରିଙ୍ଗବାଡ଼ିରେ ମଧ୍ୟପ୍ରଦେଶର କମ୍ବଳର ଚାହିଦା ବେଶ୍ ଅଧିକ.. ଲୋକେ ଶୀତରୁ ବଞ୍ଚିବାକୁ କମ୍ବଳ କିଣୁଛନ୍ତି...ବେପାର ଜମୁଥିବାରୁ ବ୍ୟବସାୟୀ ବି ଖୁସି ଆଉ ଗ୍ରାହକ ବି ଖୁସି..

2nd T20I : Openers, Harshal Lead India To 7-Wicket Win Over New Zealand
ପଡିଆରେ ଚମକିଲେ ରାହୁଲ୍ ରୋହିତ୍ ଯୋଡି

ଭାରତ କବ୍ଜାରେ T20 ସିରିଜ୍ I ୨ୟ ଇଂନିସ୍ ରେ ଇଂଲଣ୍ଡକୁ ୭ଉଇକେଟରେ ମାତ ଦେଲା ଟିମ୍ ଇଣ୍ଡିଆ।

Venomous Snake Rescued In Odisha’s Jajpur
କାର୍ ଭିତରୁ ଶୁଭିଲା ଗର୍ଜନ.. ଦେଖିଲା ବେଳକୁ ବିରାଟ ନାଗ

ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..

Chadakhai | Fish Markets Go Crowded In Bhubaneswar
ଏଇଟା ଛାଡ଼ଖାଇ ନୁହଁ.. ଖାଲି ଖାଇ ଖାଇ

ସରିଲା କାର୍ତ୍ତିକ ମାସ.. ଆଜି ଛାଡ଼ଖାଇ.. ଆଇଁଷ ବଜାରରେ ଭିଡ଼ ଜମିଛି..

Odisha : Two Tusks, 42 Leopard Nails Seized By Forest Dept
ବାଘ ନଖ, ହାତୀ ଦାନ୍ତ ଡିଲ୍ କରୁଥିଲେ, ଗିରଫ ହେଲେ

କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ...

Unseasonal Rains Damage Paddy Crop In Ganjam
ହାୟରେ.. କପାଳ ! ଉଜୁଡ଼ି ଗଲା ଅମଳ..

ଅଦିନିଆ ବର୍ଷା.. ଚାଷୀକୂଳକୁ ଦାଉ ସାଧୁଛି..ଲଘୁଚାପ ବର୍ଷା ଉଜାଡ଼ି ଦେଲା ହାଡ଼ଭଙ୍ଗା ପରିଶ୍ରମର ଫଳ.. ଗଞ୍ଜାମ ଜିଲ୍ଲାରେ ଚାଷୀ ଭାଇମାନଙ୍କ କି ଅବସ୍ଥା ଟିକେ ଦେଖନ୍ତୁ..

Puri Srimandir Bhitara Ratna Bhandara Keys Missing Since 1970, Reveals RTI Report
ରତ୍ନ ଭଣ୍ଡାର ଚାବି ଗଲା କୁଆଡ଼େ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସାଂଘାତିକ ତଥ୍ୟ ମିଳିଛି.. ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟି ଡେପୁଟି କଲେକ୍ଟରଙ୍କଠାରୁ ପାଇଥିବା ତଥ୍ୟ ଆଧାରରେ ଦର୍ଶାଇଛନ୍ତି ଯେ-ଭିତର ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମରେ କେତେ ତାରିଖରେ ରଖାଯାଇଥିଲା, ସେ...

Cong To Celebrate \'Kisan Vijay Diwas\' Nationwide On Saturday
ଆଜି କଂଗ୍ରେସ ପାଳୁଛି କିଷାନ୍ ବିଜୟ ଦିବସ

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି କିଷାନ ବିଜୟ ଦିବସ ପାଳନ କରୁଛି କଂଗ୍ରେସ.. ଏଥିପାଇଁ ସବୁ ରାଜ୍ୟରେ କିଷାନ ବିଜୟ ରାଲି କିମ୍ବା କିଷାନ ବିଜୟ ସଭାର ଆୟୋଜନ କରିବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି..

Andhra Pradesh Witnesses Rain Havoc & Flood Fury
ଭାସୁଛି ଆନ୍ଧ୍ର, ଚାରିଆଡ଼େ ବନ୍ୟା

ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା.. ଲଗାତର ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତ ଯୋଗୁଁ ଏଯାଏଁ ୩ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ନିଖୋଜ ଅଛନ୍ତି..

Special Story | Panchakarma | The Ultimate \'Desi Jugad\' To Help Farmers | Odisha
ସମ୍ବଲପୁରିଆ ବାବୁଙ୍କ ଦେଶୀ ଜୁଗାଡ୍: ବୁଦ୍ଧି ଖଟେଇ ତିଆରି କରିଛନ୍ତି ଗୋଟିଏ ମେସିନ, କରୁଛି ୫ଟି କାମ

ମେସିନ୍ ଗୋଟିଏ, କାମ କରୁଛି ପାଞ୍ଚଟି। ଘାଇଁ ଘାଇଁ ହାତରେ ବିଲେଇ ଦେଲେ ଉଡ଼ିଯାଉଛି ଅଗାଡ଼ି, ରହିଯାଉଛି ଧାନ, ମକାରୁ ଛାଡ଼ୁଛି ଦାନା, ଗହମ କେଣ୍ଡାରୁ ବାହାରୁଛି ଗହମ। ନାଁ ଟି ୟାର ପଞ୍ଚକର୍ମା। ଚାଲନ୍ତୁ ଦେଖିବା କିଏ ଏହି ଦେଶୀ ଯୋଗାଡ଼ ପଛର ମାଷ୍ଟର।

Bhagyarekha | Know Your Horoscope For Today 20 November 2021 | OTV
କିଛି ଗୁରୁତ୍ୱପୂର୍ଣ୍ଣ କାମ ଅଛି କି ! ଆଜି କେମିତି କଟିବ ଦିନ ?

ଆପଣ ରାଶିଚକ୍ରରେ ରହିଛି ରହସ୍ୟ.. ଶିକ୍ଷା, ସ୍ୱାସ୍ଥ୍ୟ, ବେପାର, ଯାତ୍ରା, ପ୍ରେମ ସମ୍ପର୍କ କେମିତି ରହିବ? ଜାଣନ୍ତୁ.. …

US Authorizes Pfizer, Moderna Covid-19 Vaccine Boosters For All Adults
ସମସ୍ତଙ୍କୁ ଦିଆଯିବ କୋଭିଡ୍ ବୁଷ୍ଟର୍ ଡୋଜ୍

ଆମେରିକାରେ ସମସ୍ତଙ୍କୁ ଦିଆଯିବ କୋଭିଡ୍ ଟିକାର ବୁଷ୍ଟର ଡୋଜ୍.. ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଟିକାର ବୁଷ୍ଟର ଡୋଜ୍ ନେଇପାରିବେ..

Daily Horoscope,20 Nov 2021
Daily Horoscope,20 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି୨୦୨୧ ମସିହା, ନଭେମ୍ବର ମାସ ୨୦ ତାରିଖ, ଶନିବାର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Special Story | Meet National Record Holder Weightlifter From Odisha's Berhampur
ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Meet National Record Holder Weightlifter From Odisha's Berhampur
ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Special Story | Meet National Record Holder Weightlifter From Odisha\'s Berhampur
ଦେଶର ଟେକ ରଖିଲେ ଓଡ଼ିଆ ବଡିବଲ୍ଡର, ଆର୍ମି ଦେଲା ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

Dharmendra's Jibe At CM Naveen
ଅହଙ୍କାର ବେଶିଦିନ ରହିବନି !

ନବୀନଙ୍କୁ ଧର୍ମେନ୍ଦ୍ର ମାରିଲେ ପ୍ରଶ୍ନ ବାଣ। ଅହଙ୍କାର ବେଶି ଦିନ ରହିବନି !

Beggars Mela
ବାଲିଘାଟରେ ଭିକାରୀ ମେଳା

ଏମିତି ମେଳା ଆପଣ କେବେ ଦେଖିଛନ୍ତି କି? ଯେଉଁଠି ଦାନ ଭିକ୍ଷା ପାଇଁ ବସେ ମେଳା ?

Karthika Purnima
କଟକଣା ଭିତରେ କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସାଣ

କରୋନା ମହାମାରୀ ପାଇଁ ଗଲା ଦୁଇ ବର୍ଷ ଧରି ଫିକା ପଡ଼ିଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଫଳରେ କଟକ, ପାରାଦୀପ କିମ୍ବା ରାଜଧାନୀରେ ବାଲିଯାତ୍ରା ଉତ୍ସବ ଆୟୋଜନ ହୋଇପାରୁନଥିବାରୁ ନିରସ ଓ ନିରାଡ଼ମ୍ବର ହୋଇପଡ଼ିଛି ରଙ୍ଗାରଙ୍ଗ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ।