• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

\'Contract Killer’ Nabbed From Bhubaneswar, 2 Pistols Recovered
ରାଜଧାନୀରୁ ସୁପାରୀ କିଲର ଗିରଫ

ରାଜଧାନୀରୁ ସୁପାରୀ କିଲର ଗିରଫ। ୨ ପିସ୍ତଲ ସହ ଗୁଳି ଜବତ । ନୟାପଲ୍ଲୀ ଅଞ୍ଚଳରୁ ସୁପାରୀ କିଲରୁ କାବୁ କଲା କମିଶନରେଟ ପୋଲିସ।

Winter Magic - Golden Aura Of Alasi Flowers Pervade In Keonjhar
ସବୁଜିମା ଭରା ପାହାଡ଼ ଉପରେ ଘୋଡାଇ ହୋଇଛି ଅଳସୀ ଫୁଲର ହଳଦିଆ ଚାଦର

ସକାଳର କୁହୁଡିକୁ ଚିରି ଅଳସୀ ଫୁଲକୁ ଚୁମି ଚୁମି ଯାଉଛି ଅମାନିଆ ପ୍ରଜାପତି। ସତେ ଯେମିତି ପର୍ଯ୍ୟଟକ ହୁଅନ୍ତୁ ଅବା ପଥଚାରୀ ସମସ୍ତଙ୍କ ଆଳସ୍ୟ ଭାଙ୍ଗିବାରେ ସାମର୍ଥ୍ୟ ହୋଇଛି ହଳଦୀ ଗୁରୁଗୁରୁ ଅଳସୀ ଫୁଲ। ସତେ ଯେମିତି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ଉପରେ ଘୋଡାଇ ହୋଇଛି ଅଳସୀ...

Massive Cooperative Loan Fraud At Cuttack\'s Badamba, Official Suspended
ଚାଷୀଙ୍କ ନାଁରେ ଋଣ ଜାଲିଆତି

କଟକ ବଡ଼ମ୍ବାସ୍ଥିତ ଯୋଡ଼ାମୁ ସେବା ସମବାୟ ସମିତି ସମ୍ପାଦକ ଗୋପାଳ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସମବାୟ ଋଣ ଜାଲିଆତି ଅଭିଯୋଗରେ ନିଲମ୍ବନ ।

Odisha Asha Worker Among 21 Powerful Women In India
ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ଆଶାକର୍ମୀ ମାତିଲଦା କୁଲୁ

ଦିନେ ସ୍ୱପ୍ନରେ ବି ଭାବିନଥିଲେ ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇବେ ବୋଲି । ଅବିରତ ଲୋକଙ୍କ ସେବା କରି ଚାଲିଛନ୍ତି । ଦୃଢ଼ ମନୋବଳ ଓ ଇଛା ଶକ୍ତି ସହ କଠିନ ପରିଶ୍ରମ କରୁଥିବା ଏଇ ଆଶା ଦିଦି ସ୍ଥାନ ପାଇଛନ୍ତି ଦେଶର ଶକ୍ତିଶାଳୀ ମହିଳା...

Sanskrit Teachers Braving Winter Chill To Continue Protest Out On Bhubaneswar Street
ଓଡିଶାରେ ଜନ୍ମ ହୋଇ ଆମେ କଣ ଭୁଲ କରିଛୁ ?

ରାଜରାସ୍ତାରେ ଶୀତ କାକରରେ ଆନ୍ଦୋଳନକାରୀ। ଦୀର୍ଘ ୧୯ ଦିନ ଧରି ଆନ୍ଦୋଳନ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ସଂସ୍କୃତ ଆଶାୟୀ ଶିକ୍ଷକ। ତେବେ କଣ ରହିଛି ସେମାନଙ୍କ ପ୍ରମୁଖ ଦାବି, ହାଡ଼ଭଙ୍ଗା ଶୀତକୁ ଖାତିର ନକରି କାହିଁକି ଅନଶନରେ ବସିଛନ୍ତି, ସେ ସମ୍ପର୍କରେ କିଛି ସଂସ୍କୃତ ଆଶାୟୀ...

Amid Omicron Strain Scare, Two South Africans Test Covid Positive In Karnataka
ଓମିକ୍ରନକୁ ନେଇ ବଢିଲା ଚିନ୍ତା, ଜାରି ହେଲା ଆଡଭାଇଜରି

ବିଶ୍ୱରେ ନୂଆ ଭାରିଆଣ୍ଟ ଓମିକ୍ରନର ଭୟ । ଏହାଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗଳୁରୁ ଆସିଥିବା ଦୁଇ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Berhampur Man Cheats Aquaintances Of A Whopping Rs 4 Crore By Forging Documents
ଜାଲ୍ କାଗଜ ପତ୍ରରେ ୪ କୋଟି ଠକେଇ

ବନ୍ଧୁ ଓ ସମ୍ପର୍କୀୟଙ୍କୁ ସହାୟତା ନାଁରେ ଠକେଇ। ଜାଲ୍ କାଗଜପତ୍ର କରି ଚୁନ ଲଗାଇଛନ୍ତି ୪ କୋଟି ଟଙ୍କା । ବ୍ରହ୍ମପୁରରେ ସାମ୍ନାକୁ ଆସିଛି ଏଭଳି ବ଼ଡ ଧରଣର ଠକେଇ ।

Bhagyarekha | Know Your Horoscope For Today 28 November 2021 | OTV
ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ ...

୨୦୨୧ ମସିହା, ନଭେମ୍ବର ମାସ ୨୮ତାରିଖ, ରବିବାର, ବିଛା ୧୩ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ନବମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Winter Chill Makes Comeback In Odisha, Temp To Drop By 2 To 3 Deg
ଧୀରେ ଧୀରେ ବଢିବ କୁହୁଡ଼ି

ରାଜ୍ୟରେ ଆସନ୍ତା ୫ ଦିନ ଶୁଖିଲା ରହିବ ପାଗ । ଧୀରେ ଧୀରେ ବଢିବ କୁହୁଡ଼ି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।

Palasa-Vizag Intercity Hits Ambulance, No Casualties
ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେନ୍, ଟଳିଲା ବଡ଼ ଅଘଟଣ

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେନ୍ । ବିଶାଖାପାଟଣାରୁ ଭୁବନେଶ୍ୱର ଆସୁଥିବା ବେଳେ ପଲାସାରେ ଦୁର୍ଘଟଣା । ଆମ୍ବୁଲାନ୍ସରେ ରୋଗୀ ନଥିବାରୁ ଟଳିଲା ବଡ଼ ଅଘଟଣ । ଟ୍ରେନ୍ ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଡ୍ରାଇଭର।

No KHUSI For Odisha Girls, Sanitary Napkins Unable To Reach Beneficiaries
କାହିଁକି ବାଟବଣା ହେଉଛି ଖୁସି ଯୋଜନା ?

ରାଜ୍ୟର ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରର ଛାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଗଣା ସାନିଟାରୀ ନାପକିନ୍ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ହେଲେ ଏବେ ବାଟବଣା ହୋଇଛି ସରକାରଙ୍କ ଖୁସି ଯୋଜନା । ଦେଖନ୍ତୁ ଏହି ରିପୋର୍ଟ ।

Minor In Kalahandi Suffering With \'Unknown\' Disease, Awaits Govt Assistance
କୁନି କୁନି ପାଦର କଷ୍ଟ ସହି ହେଉନି, ଆଣ୍ଠେଇ ଆଣ୍ଠେଇ ଚାଲୁଛି ବାସୁଦେବ

ପାଠ ପଢିବାକୁ ମନ ଅଛି। ହେଲେ ସ୍କୁଲ ଯାଇ ପାରୁନି ବାସୁଦେବ। ଗୁରୁଣ୍ଡି ଗୁରୁଣ୍ଡି, ଆଣ୍ଠେଇ ଆଣ୍ଠେଇ ଘର ସାରା ବୁଲୁଛି। ଏ ଅଜଣା ରୋଗରେ ପଡି କଲବଲ ହେଉଛି ଏ କୁନିପିଲାଟି...

Bride Asks Father to Use Dowry to Build Girls Hostel In Rajasthan
ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ, ବ୍ୟାଙ୍କରେ ଟଙ୍କା ନରଖି ହଷ୍ଟେଲ ତିଆରି କରିଦେଲେ ଝିଅ

ଏମିତି ଝିଅଙ୍କୁ ଶହେ ସଲାମ। ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ ଟଙ୍କା ଉପହାର। ହେଲେ ଏହାକୁ ଖର୍ଚ୍ଚ ନକରି କି ବ୍ୟାଙ୍କରେ ନରଖି ଝିଅପିଲାଙ୍କ ପାଇଁ ହଷ୍ଟେଲ ତିଆରି କରିଦେଲେ ନବ ବିବାହିତା। ଦେଖନ୍ତୁ ଏ ଭିଡ଼ିଓ...

Special Story | Odisha\'s National Level Player Earning Livelihood By Grazing Cattle To Feed Family
ଅଖ୍ୟାତ ପଲ୍ଲୀର ବିଖ୍ୟାତ ଝିଅ, ଗାଈ ଚରାଇ ଓ ମୂଲ ଲାଗି ଚଳାଉଛନ୍ତି ପରିବାର

ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ଗରିବ ବାପାମାଆଙ୍କୁ ଚଳାଇବାକୁ ଗାଈ ଚରାଉଛନ୍ତି ଓ ମୂଲ ଲାଗୁଛନ୍ତି । କିନ୍ତୁ ବିଡମ୍ୱନା ହେଉଛି, ଏଇ ଝିଅ ଜାତୀୟ ସ୍ତରର ଜଣେ କ୍ରୀଡାବିତ୍ । ତାଙ୍କ ପ୍ରତିଭାକୁ ସାରା ଦେଶ ଦେଖିଥିଲା ବେଳେ ରାଜ୍ୟ ସରକାର ଦେଖି ନ...

Assam Govt Promotes Inter-Caste Marriage With Rs 5 Lakh Reward
ଅଲଗା ଜାତିରେ ବିବାହ କଲେ ସରକାର ଆପଣଙ୍କୁ ଦେବେ ୫ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା…

ଏଣିକି ଭିନ୍ନ ଜାତିରେ ବିବାହ କଲେ ସରକାର ଦେବେ ୫ ଲକ୍ଷ ଟଙ୍କା। ଇଣ୍ଟରକାଷ୍ଟ ମ୍ୟାରେଜ ଯୋଜନା ଅନୁସାରେ ମିଳିବ ଏହି ଟଙ୍କା। କେବଳ କରିବାକୁ ପଡ଼ିବ ଏହି କାମ..

BJD Leader Prasanna Patasani
ଗୁମର ଖୋଲିଦେଲେ ପ୍ରସନ୍ନ ପାଟ୍ଟଶାଣୀ, ସମର୍ଥନ କରନ୍ତି 'ହିନ୍ଦୁତ୍ୱ' କୁ ଓ ଭଲ ପାଆନ୍ତି ମୋଦିଙ୍କୁ

ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ପୋଷାକର ରଙ୍ଗ ଗେରୁଆ । କିନ୍ତୁ ରାଜନୀତିରେ ତାଙ୍କର ରଙ୍ଗ ଗୋଟିଏ ନୁହେଁ । ସେ ଦିନେ କଂଗ୍ରେସରେ ଥିଲେ । ଏବେ ବିଜେଡିରେ ଅଛନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଢେର୍ ପ୍ରଶଂସା କରୁଛନ୍ତି । ବିଜେପିର...

WHO Designates New Covid Strain As Variant Of Concern, Names It Omicron
ଛାନିଆ କଲାଣି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ

ଦକ୍ଷିଣ ଆଫ୍ରିକାରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ାଇଥିବା କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ଓମିକ୍ରନ । ଓମିକ୍ରନ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ପକ୍ଷରୁ କୁହାଯାଇଛି।

Irregularities In Pradhan Mantri Gram Sadak Yojana In Mayurbhanj
କେନାଲ ନାହିଁ କି ରାସ୍ତା ନାହିଁ…ହେଲେ ବିଲ ହୋଇଛି ଲକ୍ଷାଧିକ ଟଙ୍କା…

ଚେଇଁ ଶୋଇଛି ପ୍ରଶାସନ। କେନାଲର ନାମ ନିଶାନ ନାହିଁ କି ରାସ୍ତାରେ ଠିକ୍ରେ ସିମେଣ୍ଟ ବି ଦିଆଯାଇନାହିଁ। କିନ୍ତୁ ସରକାରୀ ଭାବରେ ଲକ୍ଷାଧିକ ଟଙ୍କାର ହୋଇଛି ବିଲ୍....ଠିକାଦାରଙ୍କ ସହ ମଧୂଚନ୍ଦ୍ରିକା ପାଇଁ ହରିଲୁଟ୍ ହେଉଛି ରାଜସ୍ୱ…ଦେଖନ୍ତୁ ଏହି ଦୃଶ୍ୟ

Special Story | Memorable Farewell To Odisha Teacher- Villagers Take Out 7Km Procession
ଗୁରୁ ହେବ ତ ଏମିତି ! ବିଦାୟ ଦେବାକୁ ଗ୍ରାମବାସୀ କଲେ ୭ କିଲୋମିଟର ଶୋଭାଯାତ୍ରା

ଶିକ୍ଷକଙ୍କୁ ନିଆରା ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା । ଘରେ ଘରେ ବନ୍ଦାପନା କଲେ । ୭ କିଲୋମିଟର ଶୋଭାଯାତ୍ରା କରି ନେଲେ । କେତେ ଭଲ ପାଆନ୍ତି, କାମରେ ଦେଖାଇଦେଲେ ଗ୍ରାମବାସୀ । ସେବାର ମହତ୍ତ୍ୱ ବୁଝିଛନ୍ତି ଗ୍ରାମବାସୀ । କୃତ୍ୟ କୃତ୍ୟ ହୋଇଗଲେ ମଝିଆ...

Odisha CM Naveen Announces Big Plans For Koraput Coffee Ahead Of Panchayat Polls
କୋରାପୁଟ କଫି ପାଇଁ ବଡ ଯୋଜନା

କୋରାପୁଟ କଫି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।