• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Engineering Admission Last Date Extended In Odisha
୩୧ ପର୍ଯ୍ୟନ୍ତ ବଢିଲା ନାମଲେଖା...

ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡମିସନ୍‌ର ସମୟସୀମା । ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି ।

Administration Of \'Wrong\' Injection Sparks Tension At Bhadrak Hospital
ରୋଗୀଙ୍କୁ ଭୁଲ ଇଂଜେକସନ...ତାପରେ...

ରୋଗୀଙ୍କୁ ଭୁଲ ଇଂଜେକସନ୍ ଦିଆଯାଇଥିବା ଅଭିଯୋଗ। ଏନେଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା। ନର୍ସଙ୍କ ଅବହେଳାକୁ ଦାୟୀ କଲେ ରୋଗୀଙ୍କ ପରିବାର । ଶୁଣନ୍ତୁ ପୁରା ଘଟଣା ସଂପର୍କରେ .

Berhampur Marital Discord |  SDJM Court To Hear Matter Today
କଣ ହେବ ତପସ୍ୱିନୀ ଏବଂ ସୁମିତଙ୍କ ପାଇଁ ରାୟ ?

ବ୍ରହ୍ମପୁରର ବିବାଦୀୟ ଦମ୍ପତି ଡାକ୍ତର ସୁମିତ ସାହୁ-ତପସ୍ୱିନୀଙ୍କ ମାମଲାର ଆଜି ହେବ ଶୁଣାଣି। ଆଜି ବ୍ରହ୍ମପୁର ଏସଡିଜିଏମ୍ କୋର୍ଟରେ ଶୁଣାଣି ହେବ। ଶୁଣାଣି ପରେ ପରବର୍ତ୍ତୀ ପଦକ୍ଷେପ କଣ ରହିବ ?

Odisha Spent Over Rs 915 Crore On Free Covid Treatment
ଘରୋଇ ହସ୍ପିଟାଲକୁ ଅନୁକମ୍ପା ରାଶି କଣ ପାଇଁ ?

କରୋନା ସମୟରେ ଲାଭବାନ ହୋଇଛନ୍ତି ଓଡ଼ିଶାର ଘରୋଇ ହସ୍ପିଟାଲ । ସବୁଠୁ ଅଧିକ ନେଇଛି ରାଉରକେଲାର ଜୟପ୍ରକାଶ ହସ୍ପିଟାଲ । ଏକ ଘରୋଇ ହସ୍ପିଟାଲକୁ ଏତେ ମାତ୍ରାରେ ଅନୁକମ୍ପା ରାଶି କଣ ପାଇଁ ?

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 17 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Civic Polls
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଏବେ ଆଗକୁ ଅଛି ପୌର ନିର୍ବାଚନ। ତା ପାଇଁ ଅଣ୍ଟା ଭିଡିଲେଣି ସରକାର। ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ଭିତରେ ଦେଖା ଦେଲାଣି ଅସନ୍ତୋଷ।

1971 Indo-Pak War
ସ୍ୱର୍ଣ୍ଣିମ ବିଜୟ ଦିବସର ଗାଥା ମନେପକାଉଛି ଭାରତ

ସ୍ୱର୍ଣ୍ଣିମ ବିଜୟ ଦିବସକୁ ମନେ ପକାଉଛି ଭାରତ। ବିଜୟର ଗାଥା ସହ ଯୁଦ୍ଧର ସ୍ମୃତିକୁ ମନେରଖିଛନ୍ତି ସେ ସମୟର ଯବାନ।

UG-PG Exams
ଏବେ ପରୀକ୍ଷା ହେବ ଅଫ୍ ଲାଇନ୍

ବଢି ଚାଲିଛି ଓମିକ୍ରନ୍। ସେ ସମୟରେ ଅନ୍ ଲାଇନ୍ ଛାଡି ଅଫ୍ ଲାଇନରେ ପରୀକ୍ଷା ନେଇ ଅଣ୍ଟା ଭିଡିଲେଣି ସରକାର।

covid-19 norms violation
ସିଏମ୍‌ଙ୍କ ଆଗରେ ବାଣ କଟକଣାର ଉଡିଲା ଧଜିଆ

ମନେପକାନ୍ତୁ, ୨ ଦିନ କଣ କହିଥିଲା ପୋଲିସ କମିଶନରେଟ୍। ରାଜଧାନୀରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ।

Legal Marriage Age Of Women
ଝିଅଙ୍କ ବିବାହ ବୟସ ଏବେ ୧୮ ନୁହେଁ, ୨୧

ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା ।

Tapaswini-Sumit Marital Discord
‘ମୋ ଜୀବନ ବର୍ବାଦ କରିଦେଲେଣି ତପସ୍ୱିନୀ’

ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି...

Berhampur Marital Discord
ତାଙ୍କର ତ ସବୁ ଅଧିକାର ଅଛି... 'ସେ ବାହାହେବେ, ସେକ୍ସ କରିବେ, ଆବରସନ୍ କରିବେ!'

ତାଙ୍କର ତ ଲିବରଟି ଅଛି ସେ ସେକ୍ସ କରିଦେବେ, ପ୍ରେଗେନଟ୍ କରିକି ଆବରସନ୍ କରିଦେବେ!

MLA Sura Routray Reaction on Chhatra Congress Workers Pelt Eggs At Vehicle Of Mp Munna Khan
ଯାଇଥିଲେ କାର୍ଡ ବାଣ୍ଟିବାକୁ ହେଲେ ଅଣ୍ଡା ମାଡରେ ପୋତି ଦେଲେ : ସୁର ରାଉତରାୟ

‘ଯେଉଁମାନେ ଦାରୁଠେଙ୍ଗ ଗାଁକୁ ହେଲ୍‌ଥ୍‌ କାର୍ଡ ବାଣ୍ଟିବାକୁ ଯାଇଥିଲେ ସେମାନଙ୍କୁ ଅଣ୍ଡାରେ ପୋତି ଦେଲେ। ଏହା କେବଳ ଟ୍ରେଲର ଥିଲା। ଆଗକୁ ଆହୁରି ଜୋରଦାର ବିରୋଧ କରାଯିବ। ସ୍ମାର୍ଟ ହେଲ୍‌ଥ୍‌ କାର୍ଡ କ’ଣ ସେମାନଙ୍କ ପୈତୃକ ସମ୍ପତ୍ତି ? କେବଳ ରାଜନୀତି ପାଇଁ କାର୍ଡ ବଣ୍ଟା ଯାଉଛି।...

Chhatra Congress workers show black flag, pelt eggs at vehicle of MP Munna Khan
ବିଜେଡ଼ି ସାଂସଦଙ୍କୁ ଅଣ୍ଡା ନାଦିଦେଲେ

ବିଜେଡ଼ି ସାଂସଦଙ୍କୁ ଅଣ୍ଡା ନାଦିଦେଲେ...ଏମିତି ନାଦିଲେ ଯେ ଯିବାକୁ ବାଟ ପାଇଲେନି ନେତା...ସେପଟେ ବିଜେଡ଼ି କର୍ମୀ ବି କଲେ ଆକ୍ରମଣ

No Home Isolation For Patients Infected With Omicron Variant: Odisha Top Health Official
ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍‌ ସଂକ୍ରମିତ

ଓମିକ୍ରନ୍‌ ଦ୍ୱାରା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ୍‌ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ତେବେ ସେମାନଙ୍କ ପାଇଁ ହୋମ୍‌ ଆଇସୋଲେସନ...

Parents Of Kandhamal Child With Rare Genetic Disorder Appeal For Help
"ମୋ ପୁଅକୁ ବଂଚାଇଦିଅ : ମୋ ପୁଅକୁ ହରାଇବାକୁ ମୁଁ ଚାହୁଁନାହିଁ"

"ମୋ ପୁଅକୁ ବଂଚାଇଦିଅ : ମୋ ପୁଅକୁ ହରାଇବାକୁ ମୁଁ ଚାହୁଁନାହିଁ" ଟିକିଏ ଦୟାକର ଓ ମୋ ପୁଅର ଜୀବନ ବଂଚିଯାଉ....କୁନିପୁଅକୁ ବଂଚାଇବା ପାଇଁ ହାତଯୋଡ଼ି ସାହାଯ୍ୟ ମାଗୁଛି, କାନ୍ଦି କାନ୍ଦି ନିବେଦନ କରୁଛି ମାଆ...ଦେଖନ୍ତୁ କେମିତି କଷ୍ଟ ପାଉଛି ଏ କୁନିପୁଅ

Cabinet clears push to raise marriage age of women from 18 to 21
ଏଣିକି ୨୧ ନହେଲେ ବାହା ହେବେନି ଝିଅ

ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ,...

Actor Sonu Sood Comes Forward To Help Odisha Child Suffering From Rare Genetic Disorder
ରାଜଭୀର୍ ପାଇଁ ଅପିଲ୍ କଲେ ସୋନୁ ସୁଦ୍, ମୁମ୍ବାଇରେ ପହଞ୍ଚିଲେ ବାପା ମାଆ

ଓଡ଼ିଶାର କୁନିପୁଅ ରାଜଭୀରର ଜୀବନ ବଞ୍ଚେଇବାକୁ ଅପିଲ୍ କଲେ ନିଜେ ସୋନୁ ସୁଦ୍। ଆଜି ରାଜଭୀରର ବାପା ମାଆ ମୁମ୍ବାଇରେ ସୋନୁଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ, ପିଲାଟିକୁ ସାହାଯ୍ଯ କରିବାକୁ ସେ ଅପିଲ୍ କରିଛନ୍ତି। କହିଛନ୍ତି ଏ ପିଲାଟିର ଦାୟିତ୍ୱ ଆମ ସମସ୍ତଙ୍କର। ତା ପାଇଁ ଯେଉଁ...

Making News On Modern Daughter-In-Law
Making News On Modern Daughter-In-Law

Making News On Modern Daughter-In-Law OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the

Dhanu Sankranti- Maun Makers In Cuttack Do Brisk Business
ଆଧୁନିକ ଯୁଗରେ ପରମ୍ପରାର ଛାପ; ବଢୁଛି ଧନୁ ମୁଆଁର ଚାହିଦା

ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ ।