• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Dhanu Sankranti- Maun Makers In Cuttack Do Brisk Business
ଆଜି ଧନୁ ମୁଆଁ ଖାଇବା

ଆଜି ଧନୁ ସଂକ୍ରାନ୍ତି.. ଓଡ଼ିଆଙ୍କ ଘରେ ପୂଜା ହୁଏ ଧନୁ ମୁଆଁ.. ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ.. ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା.. କରୋନା କଟକଣା ଥିବାରୁ ଏଥର ମୁଆଁ ଅନଲାଇନରେ ବି ମିଳୁଛି.

UG-PG Exams To Be Conducted In Offline Mode
ଅଫଲାଇନରେ ହେବ ପରୀକ୍ଷା

ଅଫଲାଇନରେ ହେବ UG, PG ପରୀକ୍ଷା.. ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି..

Tourists Enjoy Winter Morning At Taptapani Hot Spring In Mohana
ଆଃ..ଗାଧେଇକି ମଜା ଆସିଗଲା

ଏପଟେ ଶୀତ ହେଉଛି.. ସେପଟେ ପ୍ରକୃତି କୋଳରେ ଫୁଟୁଛି ପାଣି.. ଓଃ ଗାଧେଇଲେ ଯୋଉ ମଜା ଲାଗୁଛି.. ଶୀତରେ ଥରି ଥରି ଆସି ଫୁଟୁଥିବା ପାଣିରେ ବୁଡ଼ି ଗାଧେଇବାର ମଜା ନେଉଛନ୍ତି ପର୍ଯ୍ୟଟକ..କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେଲା ଆସିପାରୁ ନଥିଲେ.. ଏଇ ବର୍ଷ ମଜା ଆସିଗଲା..

Odisha Clears 7 Investment Proposals Worth Over Rs 511 Crore
ରାଜ୍ୟରେ ମିଳିବ ନିଯୁକ୍ତି !

ସମସ୍ତ ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋ ମଂଜୁରୀ ଦିଆଯାଇଛି.. ଏହି ୭ ପ୍ରକଳ୍ପରେ ମୋଟ ୫୧୧ କୋଟି ଟଙ୍କା ନିବେଶ କରାଯିବ.. ୬ ହଜାର ୪୦୨ ଜଣ ପାଇବେ ନିଯୁକ୍ତି..

Crime Branch Team In Puri To Probe Death Of BJD Leader\'s Aide
ପୁରୀରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ବିଜେଡି ନେତା ତଥା ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ..ପୁଲିସ ଡିଜି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଅର୍ପଣ କରିବା ପରେ ପୁରୀରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍..

Intense Cold Wave Continues In Odisha, Daringbadi Shivers At 7.5 Degree
ଥରିବ ଓଡ଼ିଶା..ଆହୁରି ବଢ଼ିବ ଶୀତ

ଜାଡ଼ରେ ଥରୁଛି ସାରା ଓଡ଼ିଶା.. କିଛି ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡ଼ି ଦେଖିବାକୁ ମିଳୁଛି.. ଆଗକୁ କେମିତି ପାଣିପାଗ ରହିବ ଜାଣନ୍ତୁ..

Cauliflower Farmers Forced To Distress Sell Their Produce In Odisha
ଚାଷ ଜମିରେ କୋବି ନଷ୍ଟ ହେଉଛି

ଦର୍ଶକ ବନ୍ଧୁ ଚାଷୀ ବାରମାସୀ ଖଟି ଖଟି ଯାହା ନ ପାଉଛି ବେପାରୀ କେବଳ ହାଟ ବଜାରରେ ବିକ୍ରି କରି ତା ଠାରୁ ଅଧିକ ଲାଭ ଉଠାଉଛନ୍ତି। ଏଇ କଥା ପ୍ରାୟ ସମସ୍ତେ କୁହନ୍ତି। ଆଉ ଏବେ ଦେଖନ୍ତୁ ଏଠି ଏ ଦୃଶ୍ୟ। କୋବି ଆପଣ କଟକ ଭୁବନେଶ୍ୱରରେ...

Fresh Guidelines Issued For Puri Srimandir
ଶ୍ରୀମନ୍ଦିର ପାଇଁ SOP

ଶ୍ରୀମନ୍ଦିର ପାଇଁ ସାନି ଗାଇଡଲାଇନ୍ ଜାରି କଲା ପ୍ରଶାସନ

Making News On Modern Daughter-In-Law
ମୋ ବୋହୂକୁ ଟିକେ ଦେଖ ଲୋ...

ମୋ ଗେରସ୍ତଙ୍କ ନାଁ ନଟକ କାନ୍ଥ... ମୋ ବୋହୂ ଖଣ୍ଡେ ଯେ ଖାଲି ଜିନ୍ ପିନ୍ଧୁଛି... ଟିକେ ଦେଖ ମୋ ବୋହୂକୁ...

Odisha Girl Wins Pratilipi Literature Award For Writing 60 Stories In 60 Days
୬୦ ଦିନରେ ୬୦ ଗପ ଲେଖି ଓଡ଼ିଆ ଝିଅର ରେକର୍ଡ

ଆଜିକାଲି ସମସ୍ତେ ମୋବାଇଲ୍ ବାଇଆ। ଲେଖାପଢ଼ା କଥା କହିଲେ ଆଜିକାଲିର ପିଲା କୁନ୍ଥେଇଲେ। କିନ୍ତୁ କଟକରେ ରହୁଥିବା ଜୟଶ୍ରୀ ଏଥିରୁ ଅଲଗା। ସେ ୬୦ ଦିନରେ ୬୦ଟି ଗପ ଲେଖି ପୁରସ୍କୃତ ହୋଇଛନ୍ତି। ଆସନ୍ତୁ ଭେଟିବା ଜୟଶ୍ରୀଙ୍କୁ ଏବଂ ଜାଣିବା କେମିତି ସେ ଏହା କରିପାରିଲେ।

Daily Horoscope,16 Dec 2021
Daily Horoscope,16 Dec 2021: ଜାଣନ୍ତୁ, ଆଜିର ରାଶିଫଳ...

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୬ ତାରିଖ, ଗୁରୁବାର, ଧନୁ୧ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ….

Bhagyarekha | Know Your Horoscope For Today 15 December 2021 | OTV
ଆଜି କେମିତି କଟିବ ଆପଣଙ୍କ ଦିନ ଦେଖନ୍ତୁ ଭାଗ୍ୟରେଖା…

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୬ତାରିଖ, ଗୁରୁବାର, ଧନୁ୧ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି,ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Misbehaviour Slur On Chilika MLA, Video Goes Viral
'ଭୋଟ ଦେଇଛ ବୋଲି କଣ ମୋ ପେଣ୍ଟ-ସର୍ଟ ଖୋଲିଦେବ ?'

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମଞ୍ଚ ଉପରେ ଥାଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଏକ ଭିଡିଓ ଏବେ ଭାଇରାଲ୍ ହେଉଛି.. ହେଲେ ଏନେଇ ପ୍ରଶାନ୍ତ ଜଗଦେବଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ,.

Woman Seeks Help For Treatment Of Bedridden Family
ପରିବାରର ୩ ମୁରବୀ ଶଯ୍ୟାଶାୟୀ, ପାଷାଣ ପାଲଟିଛି ନୂଆବୋହୂ

ନୂଆବୋହୂଟି ମୁଣ୍ଡରେ ଏବେ ସବୁ ଦୁଃଖ କଷ୍ଟ। ସେ ପାଷାଣ ପାଲଟି ଗଲାଣି। ହାତ ପାତି ଘର ଚଳାଉଛି। କାରଣ ଘରର ୩ ଜଣ ମୁରବୀ ଏବେ ଶଯ୍ୟାଶାୟୀ। ରୋଗରେ ପଡ଼ିଛନ୍ତି ସ୍ୱାମୀ, ଶ୍ୱଶୁର ଓ ଶାଶୂ। କାହାର ହାତଟେକାକୁ ଏବେ ଏ ପରିବାର ଅପେକ୍ଷା କରିଛି।

Two-Day Nationwide Bank Strike From Today
ସବୁ ବ୍ୟାଙ୍କ୍ ବନ୍ଦ

ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫରୋମ ଅଫ୍ ବ୍ୟାଙ୍କ ୟୁନିଅନ

News Fuse | Poster Making Competition In Odisha Assembly
ମନ୍ତ୍ରୀଙ୍କ ମୁଣ୍ଡରେ ଶିଙ୍ଗ

ଇଲୋ ବୋଉ ! ହଇରେ ନାରଣ ଇଏ କି ଦୃଶ୍ୟ। ଆମ ପାପୁଲି ଦଳିଆ ନେତାଏ ଭଲ ଛିଣ୍ଡେଇ ଛିଣ୍ଡେଇ କବିତା ସବୁ ଲେଖିଛନ୍ତି। ଚାଲୁନ ଟିକେ ପଢ଼ିବା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 16 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

No Rroad No Basic Amenities In Nuapada Village
ନାଳ ସାଜିଛି କାଳ: ପୋଲ ନଥିବାରୁ ହଇରାଣ ହେଉଛନ୍ତି ଗାଁ ଲୋକେ

ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି । ଏହି ନାଳ ପାଇଁ ଗାଁ ଲୋକେ ବିଭିନ୍ନ...

Tamil Nadu Chopper Crash | | Group Capt Varun Singh Succumbs To Injuries
ଚାଲିଗଲେ ଶେଷ ଜୀବିତ ଯବାନ

ତାମିଲନାଡୁ କୁନ୍ମୁର ହେଲିକପ୍ଟର କ୍ରାଶ୍‌ ଘଟଣାରେ ଜଣେ ମାତ୍ର ଜୀବିତ ଥିବା ଗ୍ରୁପ୍‌ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ମିଲିଟାରୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଲାଇଫ୍‌ ସପୋର୍ଟରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଥିଲା।

Das Burma\'s PA Death – Odisha DGP Orders Crime Branch Probe
ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ହେବ କ୍ରାଇମ୍ ବ୍ରାଞ୍ଚ ତଦନ୍ତ

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ପ୍ରେସ୍ ରିଲିଜ ଜାରି କରି ଡିଜିପି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।