• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Daily Horoscope
Daily Horoscope, 18 DEC 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୮ ତାରିଖ, ଶନିବାର, ଧନୁ ୩ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଯୁକ୍ତ, ପୂର୍ଣ୍ଣିମା ତିଥି, ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । କନ୍ୟା ରାଶି ପୁରୁଷ,...

Covovax Vaccine
ପୁଣି ଆଉ ଗୋଟିଏ ଭାରତୀୟ ଟିକାକୁ WHO ର ମଞ୍ଜୁରୀ

ଆାଉ ଏକ କରୋନା ଟିକାକୁ ମିଳିଲା WHO ପକ୍ଷରୁ ମଞ୍ଜୁରୀ । କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ପକ୍ଷରୁ କୋଭୋଭାକ୍ସ ଟିକାକୁ...

Omicron
ବ୍ରିଟେନରେ ହୁ ହୁ ହୋଇ ମାତୁଛି ଓମିକ୍ରନ

ବ୍ରିଟେନ୍‌ରେ ବଢିଚାଲିଛି ଓମିକ୍ରିନ୍ ଭାରିଆଣ୍ଟ ସଂକ୍ରମଣ । ଗତକାଲି ଗୋଟିଏ ଦିନରେ ବ୍ରିଟେନ୍‌ରେ ୯୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ଶହେ ଟପି ସଂଖ୍ୟା ୧୧୩ ଛୁଇଁଛି । ଭାରତର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ଏହି...

KHOLA KATHA EP 731|DECEMBER 16 2021|  ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ
KHOLA KATHA EP 731|DECEMBER 16 2021| ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ

A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims

News Fuse 17 December 2021
News Fuse 17 December 2021

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Chittaranjan Palai Death|  I Have Faith On Crime Branch Probe, Says Deceased\'s Wife
ସେ ଚାଲିଗଲା, ଏବେ ରାଜନୀତି କରନ୍ତୁ ନାହିଁ...

ଚିତ୍ତରଞ୍ଜନ ହତ୍ୟା ମାମଲାରେ ପତ୍ନୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ଚିତ୍ତରଞ୍ଜନଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି କହିଛନ୍ତି ପରିବାର

Chittaranjan Palai Death | Don\'t Politicise The Matter, Says Deceased\'s Wife
ଚିତ୍ତରଞ୍ଜନଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ

ଚିତ୍ତରଞ୍ଜନଙ୍କ ପତ୍ନୀଙ୍କୁ ଜେରା କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ପଚାରିଲେ ଚିତ୍ତରଞ୍ଜନ କେତେ ବର୍ଷ ଧରି ତୁମକୁ LOVE କରୁଥିଲେ ।

Thick Blanket Of Fog Engulfs Karanjia
ଜାଡରେ କମ୍ପିଯାଉଛି ହାତଗୋଡ

ମୟୂରଭଂଜ ଜିଲ୍ଲା କରଞ୍ଜିଆରେ ପାରଦ କେତେ ରହିଛି, କିଭଳି ଜାଡ଼ ପଡୁଛି, ସେ ନେଇ ଦେଖନ୍ତୁ ଏ ଭିଡିଓ..

Why Christmas is celebrated know the amazing secret of santa claus and its three colors
ଯୀଶୁଙ୍କ ଜନ୍ମ ଦିନକୁ କାହିଁକି ଖ୍ରୀଷ୍ଟମାସ କୁହାଯାଏ ? କଣ ରହିଛି ପୁରା କାହାଣୀ ? ଜାଣନ୍ତୁ...

ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ଭାବରେ ପାଳନ କରିଥାନ୍ତି । ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି...

Chittaranjan Palai Death- Crime Branch Team Reaches Puri
କେମିତି ହେଲା ଚିତ୍ତଙ୍କ ମୃତ୍ୟୁ ? ଆଜି ଜଣାପଡିବ କାରଣ !

ବହୁଚର୍ଚ୍ଚିତ ଚିତ୍ତରଂଜନ ପଲେଇ ମୃତ୍ୟୁ ମାମଲା । ଏହି ଘଟଣାରେ ପୁରୀ ଚକ୍ରପଡ଼ାର ଜଣେ ମହିଳାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ଆଜି ଆସିପାରେ ଚିତ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ । ଯେଉଁଥିରୁ ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ ଜଣାପଡ଼ିବ ।

NIA Grills Top Maoists Leader Dubasi Shankar In Bhubaneswar Jail
ଜେଲରୁ ଦୁବାସିକୁ NIAର ଜେରା

ଟପ୍ ମାଓନେତା ଦୁବାସି ଶଙ୍କରକୁ ଏନଆଇଏର ଜେରା । ପଚରାଉଚରା ବେଳେ ମିଲିଟାରୀ କମିଶନର ଆକ୍ରମଣ ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିବ କି ଦୁବାସି ?

\'Mahanadi Mahotsav\' Kick Starts In Cuttack
କଟକରେ ମହାନଦୀ ଉତ୍ସବ ଆରମ୍ଭ

କଟକ ବାଲିଯାତ୍ରା ପଡିଆରେ ଉଦଘାଟିତ ହୋଇଛି ମହାନଦୀ ମହୋତ୍ସବ। ୫ ଦିନ ଧରି ଚାଲିବା ଏହି ମହୋତ୍ସବ ।

Despite Shelter Homes Availability, Several Homeless Spend Winter Nights On Sambalpur Footpath
ଶୀତରେ ଖୋଲା ଆକାଶ ତଳେ ନିରାଶ୍ରୟ

ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ ।

Students, Parents Protest Transfer Of Nabarangpur School Headmaster
ପ୍ରଧାନଶିକ୍ଷକଙ୍କ ପାଇଁ କାନ୍ଦି କାନ୍ଦି ଧାରଣା ଦେଲେ ଛାତ୍ରଛାତ୍ରୀ ...

ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ । କାନ୍ଦି କାନ୍ଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅହୋରାତ୍ର ଧାରଣା ।ନବରଙ୍ଗପୁର ରାଇଘର ବ୍ଲକ୍ ଗୁଛାଗୁଡ଼ା ସ୍କୁଲର ହେଉଛି ଘଟଣା ।

Cabinet Clears Draft Bill For Linking Aadhaar And Voter ID
ଏଣିକି ଆଧାର କାର୍ଡ ଦେଖାଇ ଦେଇହେବ ଭୋଟ୍

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ଏକ ବଡ଼ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଛି। ପାନ୍-ଆଧାର ଲିଙ୍କ ଭଳି ଏବେ ଭୋଟର କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରାଯିବା ନେଇ ବିଲ୍ରେ ପ୍ରସ୍ତାବ ରହିଛି। ତେବେ ଏପରି ହେଲେ କଣ ହେବ ଫାଇଦା ଆସନ୍ତୁ...

30 Injured As Tourist Bus Overturns In Kandhamal\'s Kalinga Ghati
ପୁଣି ରକ୍ତ ମୁଖା ହେଲା କଳିଙ୍ଗା ଘାଟି

କନ୍ଧମାଳ ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟି ରେ ଗତକାଲି ରାତିରେ ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ଦୁର୍ଘଟଣା ହୋଇଥିଲା ! ଆଉ ଦୁର୍ଘଟଣାରେ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି

One-Year-Old Girl Fell Into Borewell In Madhya Pradesh, Rescued
ବର୍ଷକର ଶିଶୁ କନ୍ୟାକୁ ରକ୍ଷା କଲେ ଅନନ୍ତ

'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ୧୫ ଫୁଟ୍ ବୋରେୱାଲ୍ ଗାତରେ ପଡିଯାଇଥିବା ବର୍ଷକର ଶିଶୁ କନ୍ୟାକୁ ଉଦ୍ଧାର । ୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଏବେ କିପରି ଅଛି ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଜାଣନ୍ତୁ ଏ ଭିଡିଓରୁ ..

Jeypore Shivers As Mercury Continues To Plummet
ଜାଡ଼ ମାଡ଼ରେ ଜଡ଼ସଡ଼ ହେବ ଓଡ଼ିଶା

ଆଜିଠୁ ଆହୁରି ବଢିବ ଥଣ୍ଡା। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଆସନ୍ତା ୫ ଦିନ ଯାଏଁ ଜାଡ଼ ମାଡ଼ରେ ଜଡ଼ସଡ଼ ହେବ ସାରା ଓଡ଼ିଶା। ଜୟପୁରରେ କେମିତି ରହିଛି ଶୀତ ଦେଖନ୍ତୁ ଏ ଭିଡିଓ

Allu Arjun And Rashmika Mandanna\'s Film Pushpa Released
ବଡ଼ ପରଦାରେ ରିଲିଜ୍‌ ହେଲା ଫିଲ୍ମ ‘ପୁଷ୍ପା’

ସୁପର ଷ୍ଟାଇଲ୍, ଜବରଦସ୍ତ ଆକ୍ସନ ସହ ବଡ଼ ପରଦାରେ ରିଲିଜ୍‌ ହୋଇଛି ଷ୍ଟାଇଲିଶ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’। ଚନ୍ଦନ କାଠ ସ୍ମଗଲିଂକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଫ୍ୟାନ୍। ବିଭିନ୍ନ ଭାଷାରେ ଫିଲ୍ମଟି ରିଲିଜ୍‌ ହୋଇଥିବାରୁ ଏନେଇ...

Bhagyarekha | Know Your Horoscope For Today 17 December 2021 | OTV
ଆଜି କେମିତି କଟିବ ଆପଣଙ୍କ ଦିନ ଦେଖନ୍ତୁ ଭାଗ୍ୟରେଖା ||

୨୦୨୧ ମସିହା, ଡିସେମ୍ବର ମାସ ୧୭ ତାରିଖ । ଶୁକ୍ରବାର, ଧନୁ ୨ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୃତ୍ତିକା ନକ୍ଷତ୍ର ।