ସବୁ ଦିନେ ଡାଲମା, ରାଇତା ଖାଇ ଖାଇ ଆପଣ ଚିଡି ଗଲେଣି କି? ଯଦି ହଁ, ତେବେ ଆଉ ନଚିଡି ପାନ ମଧୁରୀ ଦେଇ ତିଆରି କରନ୍ତୁ ମଧୁ ରୁଚି। ଏହି ସୁଆଦିଆ ଆଲଟମଟିକୁ ନିଜେ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ...
ଛାତ ଉପରେ ଫଳିଛି ସବୁ। ରୋଷେଇ ଘରର ପରିବା ଡଲା ଠାରୁ ଠାକୁର ଘରର ଫୁଲ ଚାଙ୍ଗୁଡ଼ି ପର୍ଯ୍ୟନ୍ତ ଯାହା ଦରକାର ସବୁ ଏଇ ଛାତରେ। କାକୁଡ଼ି, କଖାରୁ, ଧନିଆ ଟମାଟୋ। ପିଆଜ ରସୁଣ ଠାରୁ ଆରମ୍ଭ କରି କଳା ବାଇଗଣ। ଚାଲନ୍ତୁ ଦେଖିବା ବାଲେଶ୍ୱର ଜିଲ୍ଲା କମର୍ଦ୍ଧାର...
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ। ଶୀତ ଆସିଲେ କୋରାପୁଟ୍ ଆଉ ଟିକେ ସୁନ୍ଦର ଦିଶେ। ଆଉ ଏହି ସୁନ୍ଦରତାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁ ବି ଆସନ୍ତି ପର୍ଯ୍ୟଟକ। ଆଉ ଏ ବର୍ଷ କୋରାପୁଟରେ ଆପଣଙ୍କୁ ସ୍ୱାଗତ କରିବ ପାଇନ୍ ରିସର୍ଟ... ଜାଣିଛନ୍ତି କି ଏ...
ମୋତେ ଆଜି ମିଳିଗଲା ମୋ ମନ ମୟୁରୀ। ଛାଡିବିନି ତୁମକୁ ମୁଁ ଯିବି ପଛେ ମରି। ଏହି ପପୁଲାର ଗୀତଟି ଆଜି ସତ ହେଇଛି ଜନନୀ ଆଶ୍ରମରେ। ଦୀର୍ଘ ବର୍ଷ ଧରି ନିଖୋଜ ଥିବା ନିଜ ସ୍ତ୍ରୀକୁ ଫେରି ପାଇଛି ସ୍ୱାମୀ...
ତମ ନେତା କିଏ? ତମେ କାହିଁକି ଆନ୍ଦୋଳନରେ ବସିଛ? ମୋ ପାଖରେ ସମୟ ନାହିଁ, ତମ କଥା ବୁଝିବାକୁ। ରାଗରେ ତମତମ ହୋଇ ଏମିତି ଚାଷୀଙ୍କ ଉପରେ ବର୍ଷିଲେ ତହସିଲଦାର ମ୍ୟାଡମ୍...
ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପତ୍ନୀ । ୨୫ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ । ଶୁଣନ୍ତୁ ଧାରଣାରେ ବସିବା କାରଣ ...|
ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଉପରେ ବିଶ୍ୱର ପ୍ରଥମ ଦେଶ...
ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି ଓମିକ୍ରନ୍ । ଓମିକ୍ରନ ସଂକ୍ରମଣ ରୋକିବାକୁ ଲକଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ । ସେପଟେ ଭାରତରେ ଦେଢ ଶହ ମୁହାଁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ କଣ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶୁଣନ୍ତୁ...।
ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ...
ଜାଡ଼ରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତର ସବୁଠି କୋହଲା ପବନ ସାଙ୍ଗକୁ ତଳମୁହାଁ ପାରଦ । ଏପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୦ ତାରିଖ, ସୋମବାର, ଧନୁ ୫ ଦିନ, କୃଷ୍ଣପକ୍ଷ ,ପ୍ରତିପଦା ତିଥି , ଆଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି , ଜାଣନ୍ତୁ କଣ ରହିଛି ଆପଣଙ୍କ ରାଶିରେ....
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୦ ତାରିଖ, ସୋମବାର, ଧନୁ ୫ ଦିନ, କୃଷ୍ଣପକ୍ଷ ,ପ୍ରତିପଦା ତିଥି , ଆଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି , ଜାଣନ୍ତୁ କଣ ରହିଛି ଆପଣଙ୍କ ରାଶିରେ....
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
କେନ୍ଦୁଝର ଘଟଗାଁ ବ୍ଲକ ତରା ପଞ୍ଚାୟତ ବେଢ଼ାପାଳ ଗାଁରେ ଆଇରନ୍ କ୍ରସରକୁ ବିରୋଧ କରି ୨ ଦିନ ହେଲା ଧାରଣାରେ ବସିଛନ୍ତି ଗାଁ ଲୋକେ.
ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା । ଦେଖନ୍ତୁ ଏହି ରିପୋର୍ଟ ।
ଥମୁନି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ କଳି। ପୂର୍ବଭଳି ସୁମିତଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ସହ କାଠଚୂଲିରେ ରୋଷେଇ କରୁଛନ୍ତି।
ମା’ ତାରିଣୀ ମନ୍ଦିରରକୁ ଦାନ ଆକାରରେ ମିଳିଛି ୮୦ ଲକ୍ଷର ଖୁଚୁରା ଟଙ୍କା । ପ୍ରତିମାସରେ ଆସୁଛି ଲକ୍ଷାଧିକ ଖୁଚୁରା ଟଙ୍କା । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା ତାରିଣୀ ପୀଠ ଟ୍ରଷ୍ଟକୁ ଚିଠି ଲେଖିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଆଗାମୀ ଦିନରେ ଆଉ ଖୁଚୁରା...
ମହଙ୍ଗା ପଡିଲା ଅନ୍ଲାଇନ୍ ଗେମ୍ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯୁବକ ଜଣକ ଅନ୍ଲାଇନ୍ ଗେମ୍ ଖେଇ ଆକାଉଣ୍ଟରୁ ସବୁ ପଇସା ଖର୍ଚ୍ଚ କରି ଘରୁ କୁଆଡେ ପାଳାଇଛନ୍ତି ।
୧୨ ଘଣ୍ଟା ମଧ୍ୟରେ କେରଳର ଦୁଇ ରାଜନୈତିକ ନେତାଙ୍କୁ ହତ୍ୟା । ଘରେ ପଶି ନେତାଙ୍କୁ ଦୁର୍ବୃତ୍ତ ହାଣିଥିବାର ଖବର ଶୁଣିବାକୁ ମିଳିଛି । ଏନେଇ କେରଳର ଅଲପୁଜ୍ଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି ।