• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Village Demarcation
ରଣାଙ୍ଗନ ପାଲଟିଲା ଢିଙ୍କିଆ, ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ୍

ପାରାଦୀପ ନିକଟରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୁ. ପ୍ରକଳ୍ପକୁ ଢିଙ୍କିଆ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି। ଆଜି ପରିସ୍ଥିତି ଅଣାୟାତ ହୋଇପଡ଼ିଛି। ପୋଲିସ୍ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଭିତରେ ଏକପ୍ରକାର ଖଣ୍ଡଯୁଦ୍ଧ ହୋଇଛି। ପୋଲିସ୍ ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ପିଟିଛି। ଗାଁରେ ପଶି ଆତଙ୍କ ସୃଷ୍ଟି କରିବା ସହ ଲୋକଙ୍କୁ ଧରିନେଇଛି।...

Aeshra Patel
ମଡେଲିଂ ଦୁନିଆ ଛାଡି ପଞ୍ଚାୟତ ନିର୍ବାଚନ ଲଢିବେ ମୁମ୍ବାଇ ସୁପର ମଡେଲ ଅଏଶ୍ରା ପଟେଲ

ମଡେଲିଂର ଯାକଜମକ ଓ ଷ୍ଟାରଡଷ୍ଟ ଦୁନିଆକୁ ଛାଡି ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମୁମ୍ବାଇର ସୁପର ମଡେଲ ଅଏଶ୍ରା ପଟେଲ୍। ଗୁଜୁରାଟର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଜନ୍ମମାଟି ଛୋଟା ଉଦପୁରର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Severe Cold Wave Alert Sounded For Odisha; IMD Issues Orange, Yellow Warning
ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ

ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ । ଶୀତ ଲହରୀ ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ। ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ରାଜ୍ୟରେ ଶୀତ ବଢ଼ିବ ବୋଲି କୁହାଯାଉଛି। ୨/୩ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା କମିବ...

Fire Breaks Out At Gutkha Manufacturing Unit In Sambalpur
ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ସମ୍ବଲପୁର ଶରଧାପାଲିରେ ଘଟିଛି ଏହି ଅଗ୍ନିକାଣ୍ଡ...ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ...

ED Summons Aishwarya Rai Bachchan In Panama Paper Leak Case
ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ

ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ। ପାନାମା ପେପର ଲିକ୍ ମାମଲାରେ ବୟାନ ରେକର୍ଡ ଲାଗି ଇଡି ସମନ କରିଛି।

Omicron Research Says Most Vaccines Covishield Wont Work Against It
ଓମିକ୍ରନ ବିରୁଦ୍ଧରେ କାମ କରିବନି କୋଭାକ୍ସିନ ସମେତ ଅନେକ ଭ୍ୟାକ୍ସିନ୍

ଓମିକ୍ରନ ବିରୁଦ୍ଧରେ କରୋନା ଟିକା ପ୍ରଭାବଶାଳୀ ନଥିବାର ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି । ହେଲେ ଆଶ୍ୱସ୍ତିକର ଖବର ଏହା କି ଟିକା ନେଇଥିବା ବ୍ୟକ୍ତିମାନେ ଓମିକ୍ରନ ସଂକ୍ରମିତ ହେବା ପରେ ଅଧିକ ଗୁରୁତର ଅସୁସ୍ଥ ହେଉନାହାଁନ୍ତି ।

Hundreds Of BJP Workers Picked Up By Police Ahead CM Naveen\'s Banki Visit
'ଧ୍ରୁତରାଷ୍ଟ ହେଇଯାଇଛନ୍ତି ନବୀନ'

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ତାତିଲେ ବିଜେପି କର୍ମୀ.. କଳାପତାକା ଦେଖାଇ ନାରାବାଜୀ କଲେ.. ଶତାଧିକ ବିଜେପି କର୍ମୀଙ୍କୁ ପାର୍ଟି ଅଫିସରୁ ଉଠାଇ ନେଲା ପୋଲିସ

Miscreants Attack Revenue Inspector Inside Office In Keonjhar
ଅଫିସ ଭିତରେ ପଶି RIଙ୍କୁ ଆକ୍ରମଣ

ଆନନ୍ଦପୁର ଆରଆଇ ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଫିସ ଭିତରେ ପଶି ତାଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ଗୁରୁତର ଆହତ ସୀମା ସିମନ୍ତିନୀଙ୍କୁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିବା ଅଭିଯୋଗରେ ବାଙ୍ଖିଡ଼ି ଗାଁର ଜଣଙ୍କୁ ଅଟକ ରଖି...

Doctor Doctor - Viral Fever, Its Prevention & Treatment
କରୋନା ହୋଇଛି କି ଭାଇରାଲ୍ ଫିଭର୍? ଜାଣିବେ ଏମିତି...

ଆଜିର ସମୟରେ ଥଣ୍ତା-ସର୍ଦ୍ଦି ହେଲେ ଡର ମାଡୁଛି। କେହି କେହି ଏହାକୁ କରୋନା ବୋଲି ଭାବି ଚିନ୍ତାରେ ପଡି ଯାଉଛନ୍ତି। ଏମିତି ବେଳେ କେମିତି ଜାଣିବେ ଭାଇରାଲ୍ ଫିଭର୍ ଓ କରୋନା ଭାଇରସ୍?

Anubhav Mohanty Varsha Priyadarshini Viral Video
ବର୍ଷା-ଅନୁଭବ କଳି ଭାଇରାଲ

ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ କଳି ଝଗଡ଼ାର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି.. ନିଜେ ଫେସବୁକ ପେଜରେ ଏହି ସିସିଟିଭି ଫୁଟେଜ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ.. ଯାହା ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...

The Great Odisha Political Circus - Cyclone & A Farmer\'s Misery
ବାତ୍ୟା ନିଶ୍ଚେ ଘାଣ୍ଟିବ, ମୁଁ ନିଶ୍ଚେ ବାଣ୍ଟିବି... ହେଲେ ସବୁକିଛି...

ଆଗକୁ ପଂଚାୟତ ନିର୍ବାଚନ। ଏଥି ପାଇଁ ଆଶାୟୀ ବିଭିନ୍ନ ରଣକୌଶଳ ଆପଣାଇଛନ୍ତି। ଯେମିତି କି ଏହି ଆଶାୟୀ ପ୍ରାର୍ଥୀ ଜଣକ ଭାବିଥିଲେ ବାତ୍ୟା ନିଶ୍ଚେ ଘାଣ୍ଟିବ। ଏହାର ସୁଯୋଗ ନେଇ ସେ କିଛି ବାଣ୍ଟିବେ ବୋଲି। ହେଲେ..

Berhampur Marital Discord – I Am Using Sumit’s Old Phone & I Will Submit This In Court, Says Dimple
କୋର୍ଟରେ ଦାଖଲ କରାଯିବ ତପସ୍ୱିନୀଙ୍କ ଭ୍ରୁଣ ହତ୍ୟାର ଭିଡ଼ିଓ ଥିବା ସ୍ମାର୍ଟ ଫୋନ୍‌

ଆଜି ପୁଣି ଥରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ତପସ୍ୱିନୀ। କହିଛନ୍ତି ଏଇ ମୋବାଇଲ ଖୋଲିଲେ ସୁମିତଙ୍କ ସବୁ ଇଜ୍ଜତ ପଳେଇବ। କେବଳ ତପସ୍ୱିନୀ ନୁହେଁ ବରଂ ପ୍ରମିଳା ତ୍ରୀପାଠି ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ସହ ସୁମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

Berhampur Marital Discord – I Will Not Sign On Divorce Papers, Says Tapaswini
'୮୦ କୋଟି ଦେଲେବି ଡିଭୋର୍ସ ଦେବିନି'

କୌଣସି ପରିସ୍ଥିତିରେ ସୁମିତଙ୍କୁ ଛାଡ଼ପତ୍ର ଦେବେ ନାହିଁ ବୋଲି କହିଲେ ତପସ୍ୱିନୀ..

No Respite From Bone-Chilling Cold Across Odisha
ବରଫ ପଡ଼ୁଛି.. ବଢ଼ିଆ ଲାଗୁଛି..

ଓଡ଼ିଶାରେ ବି ପଡ଼ୁଛି ବରଫ... ହଁ ଦାରିଙ୍ଗବାଡ଼ିରେ ଏ ବର୍ଷର ପ୍ରଥମ ତୁଷାରପାତ ହେଇଛି.. ଏଇ ଶୀତରେ ଯଦି କୁଆଡ଼େ ବୁଲାବୁଲି ପାଇଁ ଚିନ୍ତା କରୁଛନ୍ତି.. ତା’ହେଲେ ଦାରିଙ୍ଗବାଡ଼ି ଆଡ଼େ ଟିକେ ମାଡ଼ିଯାଆନ୍ତୁ.. ଆପଣଙ୍କୁ ନିଶ୍ଚୟ କାଶ୍ମୀର କାଶ୍ମୀର ଫିଲ୍ ହେବ..

Odisha CM To Inaugurate Longest Bridge Connecting Bhubaneswar To Badamba-Narasinghpur Today
ଆଜି ଲୋକାର୍ପିତ ହେବ ଟି-ସେତୁ

କଟକ ଜିଲ୍ଲା ବଡମ୍ବା ଏବଂ ବାଙ୍କୀ ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଜି ଲୋକାର୍ପିତ ହେବ ଟି-ସେତୁ । ବଡମ୍ବା-ଗୋପିନାଥପୁରଠାରୁ ବୈଦେଶ୍ୱରକୁ ସଂଯୋଗ କରୁଛି ସେତୁ ।

Yojana Ra Na Hariloot - MGNREGA Corruption In Road Construction In Sonepur
ଥରେ ନୁହେଁ, ଦୁଇ ଦୁଇ ଥର ହେଲା ଗୋଟିଏ ରାସ୍ତା କାମ, ଧନ୍ୟ ସରକାର!

ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...

Air Ambulance Service To Take Off For 4 Odisha Districts From Today
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ଆଜିଠୁ ଉଡ଼ିବ ଆମ୍ବୁଲାନ୍ସ । ୪ଟି ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Death Of Sanjay Das Burma’s Aide Autopsy Report Confirms Chittaranjan Palai Died Of Drowning
ଆସିଲା ଚିତ୍ତଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ...

ଆସିଲା ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ ... ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ .... କହିଲେ, ଯାଞ୍ଚ ପାଇଁ ଷ୍ଟେଟ୍ ଫୋରେନସିକ ଲ୍ୟାବକୁ ପଠାଯିବ ରିପୋର୍ଟ...

Police Official Grows Exotic Apples In Ganjam
ଓଡିଶାରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍

ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ ।

Wild Bear Enters Residential Area In Malkangiri
ରୋଷେଇ ଘରେ ବୁଲୁଛି ଭାଲୁ

ରୋଷେଇ ଘରେ ପଶିଗଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୭ କିଲୋମିଟର ଦୂର ଏମ୍.ଭି-୭ ଗାଁର ଭୋଳାନାଥ ବିଶ୍ୱାସଙ୍କ ରୋଷେଇ ଘରେ ଭାଲୁ ପଶିଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।