ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି ବୋଲି ସୂଚନା ଦିଆଯାଇଛି। ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧ ସମ୍ପର୍କରେ ଏହି ଶାଖା ଅନୁସନ୍ଧାନ କରି...
ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।
‘ମୋ ଶ୍ୱଶୁର ବି ଲଭ୍ ମ୍ୟାରେଜ୍ କରିଛନ୍ତି। ସେ ପୁଣି କେମିତି ମିଶିକି ଅଛନ୍ତି?’ ଶ୍ୱଶୁରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଓରଫ ଡିମ୍ପଲ। ସେ ଆଉ କ'ଣ କହିଛନ୍ତି ଶୁଣନ୍ତୁ। ତେବେ ତପସ୍ୱିନୀଙ୍କ ଏହି ମନ୍ତବ୍ୟ ସଂପର୍କରେ ତାଙ୍କ ଶ୍ୱଶୁରଙ୍କର ପ୍ରତିକ୍ରିୟା ମିଳିନାହିଁ।
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଅନେକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହିଲି । ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବା ନେଇ ବଡ ଘୋଷଣା କରିଛନ୍ତି । ଆଜି ମୁମ୍ବାଇ ପ୍ରେସ କନଫରେନ୍ସରେ ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବେ ବୋଲି ସେ କହିଛନ୍ତି । ରୋହିତଙ୍କ ସହ ବିବାଦ ଖବରକୁ ଖଣ୍ଡନ ମଧ୍ୟ କରିଛନ୍ତି କୋହଲି ।
ଜାଣନ୍ତି କି ଏପରି ଏକ ମାଛ ମଧ୍ୟ ଅଛି ଯିଏ କି ଏକା ଥରକେ ୩୦ କୋଟି ଅଣ୍ଡା ଦେଇଥାଏ । କଥାଟି ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ନିରାଟ ସତ୍ୟ । ଏକ ବିରଳ ପ୍ରଜାତିର ମାଛ ଅଛି । ଯିଏ ଏକା ଥରକେ...
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା । ପାଠକଙ୍କ ପାଇଁ ଅନେକ କଥା ଓ କାହାଣୀ ଲେଖି ଯିବାକୁ ଅଛି । ଆଗକୁ ଅନେକ ବାଟ ଅନେକ ସମ୍ଭାବନାକୁ ନେଇ ସାହିତ୍ୟ ଯାତ୍ରା ଜାରି ରଖିଛନ୍ତି ।...
ପୁରାଣରେ ଲିପିବଦ୍ଧରେ ରହିଛି ଭଗିରଥଙ୍କ ଗାଥା । ସହସ୍ର ବର୍ଷ ତପସ୍ୟା ପରେ ଦେବୀ ଗଙ୍ଗାଙ୍କୁ ତୁଷ୍ଟ କରି ସ୍ୱର୍ଗଲୋକରୁ ଭୂଲୋକକୁ ନେଇ ଆସିଥିଲେ ରାଜା ଭଗିରଥ । ସେଇଥିପାଇଁ ତ, ଗଙ୍ଗାର ଆଉ ଏକ ନାଁ ହେଉଛି ଭାଗିରଥି । ଆସନ୍ତୁ ଜାଣିବା ଆଉ ଜଣେ ଭଗିରଥଙ୍କ...
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା.. କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ସୁନା ଝିଅ ଜୟଶ୍ରୀ ସାହୁ..
ଓଟିଭି ପ୍ରତିନିଧି ରାଜଶ୍ରୀ ଶତପଥୀଙ୍କ ଦ୍ୱାରା ଢେଙ୍କାନାଳ ଅଟୋନମସ କଲେଜର ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ.. କଲେଜ କର୍ତ୍ତୃପକ୍ଷ ୩ ଦିନ ଭିତରେ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି
ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ରଙ୍କ ଅନ୍ତିମସଂସ୍କାର ସରିଛି.. ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା..
ସୁପ୍ରସିଦ୍ଧ ସଙ୍ଗୀତ ରଙ୍ଗବତୀର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି..
ବୟସ ୭୦, ହେଲେ ଥକିବାକୁ ନାରାଜ.. ଶରୀରର ଜୋଶ୍ ଯେତିକି ମନର ଇଚ୍ଛାଶକ୍ତି ଢେର୍ ଅଧିକା.. କିଏ ତାଙ୍କୁ କେନାଲ୍ ମ୍ୟାନ୍ କହୁଛି, କିଏ କହୁଛି ଦ୍ୱିତୀୟ ଦଶରଥ ମାଝି..ହେଲେ ଆମେ କହୁଛୁ ସେ ବିହାରର ଭଗୀରଥ..
ଧୋକା ଦେଇଗଲେ ବିଦେଶୀ ବନ୍ଧୁ। ଫେସ୍ବୁକ୍ରେ ଚାଟିଂ ହ୍ୱାଟ୍ସଆପ୍ରେ ଟକିଂ...ଏମିତି ମାୟା ଜାଲ ବିଛାଇଲେ, ଖସି ପାରିଲେ ନାହିଁ ଏହି ମହିଳା...ଶୂନ ହୋଇଗଲା ବ୍ୟାଙ୍କ ଆକାଉଣ୍ଟ...ସବୁ ଗଲେ କିଛି ମୁକୁଳାଇପାରିଲେନି...
ବନ୍ଧାକୋବି ପୂର ସାରୁ ଫ୍ରାଏ, ଥରେ ଖାଇଲେ ହାତକୁ ବାରମ୍ବାର ଚାଟିବେ...ସକାଳେ ମାର୍କେଟ୍ ଯାଇ ଏଇ ସବୁ ଜିନିଷ ନେଇ ଆସନ୍ତୁ, ସନ୍ଧ୍ୟାରେ ଘରେ ବନାନ୍ତୁ। ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ବି ଖୁଆନ୍ତୁ...
ଥାନା ଭିତରେ ପଇଡ଼ ଚାଷ !! ଆରେ ନାରଣ ଏ ପଇଡ଼ କାହା ଗଛରେ ଫଳିଛି କିରେ? ଏସନ ବାତ୍ୟାରେ ତ ଏତେ ପଇଡ଼ ପଡ଼ିନି କିନ୍ତୁ ଏ ପଇଡ଼ ଭିତରୁ ମହାଦେବଙ୍କ ପ୍ରିୟ ଜିନିଷ କେଉଁଠୁ ଆସିଲା କିରେ?
ଦିନେ ଷ୍ଟେସନ୍ରେ ଚା’ଦୋକାନ କରିଥିଲେ ଏବେ କଲେକ୍ଟର ହେବେ। ବିନା କୌଣସି କୋଚିଂରେ ବନିଗଲେ IAS । ଆଉ ସଫଳତା ପଛରେ ଥିଲା ଖବରକାଗଜ? ଦେଖନ୍ତୁ ଏହି ଭିଡ଼ିଓ...
ରିମଝିମ୍ ଆଖି ଗୀତରେ ଧମାକା ଦାର୍ ନାଚିଲେ ସୁମନ୍। କହିଲେ, ମୋ ଦୁନିଆ “ମୋ ଛୁଆ”….ଆଉ ଫାଷ୍ଟ ଫୋନ୍ କଲରେ ଜାଣନ୍ତୁ କଣ ଘଟିଥିଲା ସୁମନଙ୍କ ସହ...
ଦୁଇ ଭାଇଙ୍କୁ ରିଲ୍ରେ ଦୁଇ ହିରୋ...ପୁଣି ସାଙ୍ଗରେ ଅଛନ୍ତି ଦୁଇ ହିରୋଇନ୍: କାମ କରୁ କରୁ ସବୁ ସେଟ୍ଅପ୍ ହୋଇଯାଉଛି....କନଫ୍ୟୁଜ୍ ଅଛି ପୂରା କ୍ୟାରେକ୍ଟର...ଜାଣନ୍ତୁ ଦୁଇ ଭାଇଙ୍କର ପ୍ରକୃତରେ କେମିତି ଅଛି ସମ୍ପର୍କ?
କରୋନା ବାଣ୍ଟିଦେଲେ କି କରୀନା? ନିୟମ ଉଲଙ୍ଘନ କରି ବିଭିନ୍ନ ପାର୍ଟିରେ ହୋଇଥିଲେ ସାମିଲ୍! ପୂରା ଘରକୁ ସିଲ୍ କରିଦେଲା BMC। ଚିନ୍ତାରେ ଅନେକ ସେଲିବ୍ରିଟି