ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ପୀଡିତ ନଥିବା ଜଣାପଡିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ପୀଡିତ ନଥିବା ଜଣାପଡିଛି । ଆଉ ତିନି ଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର...
ଖୁବ୍ କମ୍ ବୟସର ଲୋକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ ହୃଦ୍ଘାତ ଏକ ଏମିତି ରୋଗ ପାଲଟିଲାଣି ଯେ, କେତେବେଳେ କାହାର ଜୀବନ ନେଇଯିବ କିଛି ପୂର୍ବାନୁମାନ କରିହେବନାହିଁ । ତେବେ ଆପଣ ଜାଣନ୍ତି କିଁ ଏତେ କମ୍ ବୟସର ଲୋକମାନେ କାହିଁକି ହୃଦ୍ଘାତର ଶିକାର ହେଉଛନ୍ତି...
ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ଲୁଟ୍ ଟଙ୍କାରୁ ଫେରିଛି ଏବଂ ବ୍ଲକ୍ ହୋଇପାରିଛି ମାତ୍ର ଦେଢ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି...
ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା । ଦେଖନ୍ତୁ ଏହି ରିପୋର୍ଟ ।
ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି...
ପାଠକଙ୍କ ପାଇଁ ପାଠାଗାର ହେଉଛି ଜ୍ଞାନର ଏନ୍ତୁଡ଼ିଶାଳ । ହେଲେ କଟକସ୍ଥିତ ପୁରାତନ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାର ଏବେ ଧିରେ ଧିରେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି ।
ଜନନୀ ଆଶ୍ରମ। ନାଁ ଯେମିତି କାମ ବି ସେମିତି। ମାଆଠାରୁ ଅଧିକ ସ୍ନେହ ଏଇଠି ହିଁ ମିଳେ। ଆଉ ନିସ୍ୱାର୍ଥପର ସେବା କରି ଆସୁଥିବା ଜଣେ ପ୍ରେରଣାଦାୟୀ ମଣିଷକୁ ଚିହ୍ନନ୍ତୁ...
ଏମାନଙ୍କ ନାଁରେ ଜମି ଖଣ୍ଡେ ନାହିଁ। ଋଣ କ’ଣ ଏମାନେ ଜାଣନ୍ତି ନାହିଁ। ହେଲେ କୃଷିଋଣ ନାଁରେ କୋଟି କୋଟି ଟଙ୍କା ଏମାନଙ୍କ ନାମରେ ଉଠାଯାଇଛି। ଏମିତି ଜାଲିଆତିର ଗୁମର ଖୋଲିଛି...
ଆଜି ରବିବାର। ଆମିଷ ବାର। ଜମିଲା ଆଜିର ଖାଇବା। ମାଂସ ନଖାଇ ଖାଆନ୍ତୁ ‘ଖାସି ଗୋଡ଼ ସୁରୁମା’। କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ...
ଏଇଠି ୧୧ ଦିନ ପର୍ଯ୍ୟନ୍ତ ହସିବା ଓ ମଦ ପିଇବା ଉପରେ ରୋକ୍ ଲଗାଇଲେ ସରକାର। ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ଦିଆଯାଇପାରେ କଠୋରରୁ କଠୋର ଦଣ୍ଡ, ଜାଣନ୍ତୁ କଣ ରହିଛି ପୂରା ଘଟଣା
ଏ ଆମ ସରକାରୀ ଅଫିସ୍। ଯେଉଁଠି ସବୁ ସରକାରୀ ନିୟମ କାର୍ଯ୍ୟକାରୀ ହୁଏ। ହେଲେ ଏଠି କେମିତି କାର୍ଯ୍ୟକାରୀ ହେଉଛି, ଦେଖରେ ନାରଣ...
ଶିମିଳିପାଳ ବୁଲି ଆସୁଥିବା ପର୍ଯ୍ୟଟକ ପାଇଁ ଆସିଲା ଖୁସି ଖବର। ଅଭୟାରଣ୍ୟରେ ବୁଲିବା ପାଇଁ ବନ ଭିଭାଗ ନେଲା ନୂତନ ପଦକ୍ଷେପ। ଏଣିକି ନୂଆ ଟୁରିଷ୍ଟ ବସରେ ବସି ଶିମିଳିପାଳ ଅଭୟାରଣ୍ୟ ବୁଲିବା ସହିତ ପ୍ରକୃତିକୁ ପାଖରୁ ଉପଭୋଗ କରି ପାରିବେ ପର୍ଯ୍ୟଟକ...
କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ। ୧୫ ମାସ ତଳେ ହଠାତ୍ ଘରୁ କୁଆଡ଼େ ଚାଲି ଯାଇଥିବା ମାଆଟି କାଲି ନାଟକୀୟ ଢଙ୍ଗରେ ମିଳିଛନ୍ତି ତାଙ୍କ ପୁଅବୋହୂଙ୍କୁ। ତାହା ପୁଣି ଓଟିଭିର ଏକ କାର୍ଯ୍ୟକ୍ରମ ପାଇଁ। ଟିଭି ପରଦାରେ ହଜିଲା ମାଆକୁ...
ଶୀତ ରତୁ ଆସିଲେ। ମନକୁ ଆସେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର କଥା। ସେଠାକାର ଶୀତୁଆ ସକାଳର ଦୃଶ୍ୟ ହେଉ ଅବା ମନଲୋଭା ପ୍ରକୃତି, ସବୁ କିଛିକୁ ଅତି ପାଖରୁ ଦେଖିବା ପାଇଁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼...
ହ୍ୱାଟ୍ସଆପ୍ ପୁଣି ଆଣିଲା ନୂଆ ଫିଚର। ଏଣିକି ଗ୍ରୁପରେ ଥିବା କୌଣସି ବି ମେସେଜ୍କୁ ଡିଲେଟ୍ କରିପାରିବେ ଆଡ୍ମିନ୍: ହେଲେ କରିବାକୁ ପଡ଼ିବ ଏହି ଛୋଟିଆ କାମ୍
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୯ ତାରିଖ, ରବିବାର, ଧନୁ ୪ ଦିନ, ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମୃଗଶିରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି ମେଷ ରାଶିର ଘାତବାର , କନ୍ୟା ରାଶି ପୁରୁଷ ଏବଂ ବିଛା ଓ କୁମ୍ଭ ରାଶି...
ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ।...
ଯିଏ ଦିନେ ଅନ୍ଯମାନଙ୍କ ସାହାରା ପାଲଟିଥିଲେ, ସେ ନିଜେ ଆଜି ବେସାହାରା। ନେତା ମନ୍ତ୍ରୀଙ୍କ ପାଖରେ ଠିଆ ହୋଇ ଯିଏ ନିଜ ଗାଁ ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ, ସେ ଆଜି ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି। ଏମିତି ଦୁର୍ଭାଗ୍ଯ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଜଣେ ମହିଳା...
ଆମ ପୁରୀ ବେଳା ଭୂମି ଗୋଟେ ପାର୍କ ନୁହେଁ କି? ଏଠି କଣ ତମେ ଆଉ ବାଡ଼ ପକେଇବ? ଏଠି ଆମେ ଶଙ୍ଖ ବିକିବୁ, ମୁଢ଼ି ବିକିବୁ, ତମେ କଣ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରିବ କହୁଛ?