• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

PM Modi To Inaugurate Kashi Vishwanath Dham Corridor Today, Preparations Reach Final Stage
ମୋଦିଙ୍କ ପାଇଁ ବଦଳିଗଲା କାଶୀର ରୂପ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ.. ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି.. ସାଂସଦ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟାରେ କାଶୀର ରୂପରଙ୍ଗ ବଦଳିଯାଇଥିବାରୁ ଲୋକେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି..

Inter-State Car Theft Racket Busted In Bhubaneswar, 1 Held
ପୋଲିସ କବଜାରେ ଚୋରି କାର ରାକେଟ୍

ମଧ୍ୟପ୍ରଦେଶରୁ ଭୁବନେଶ୍ୱରକୁ ଲମ୍ବିଥିବା ଆନ୍ତଃ ରାଜ୍ୟ ଚୋରା କାର ଡିଲର ପର୍ଦ୍ଦାଫାସ । କେତେ କାର ବିକ୍ରି ହୋଇଛି ଆଉ କେଉଁମାନେ ରାକେଟରେ ଅଛନ୍ତି, ସେନେଇ ଖୋଳତାଡ଼ କରୁଛି ପୋଲିସ ।

Demand For Opening Of Kapilash Hostel In Dhenkanal Autonomous College Intensifies
ପାଣିରେ ପଡିଲା ୪ କୋଟି; ନୂଆ ହଷ୍ଟେଲ ଥାଇ ମଧ୍ୟ ଭଙ୍ଗା ହଷ୍ଟେଲରେ ରହୁଛନ୍ତି ଶହ ଶହ ଛାତ୍ର

ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର । ନୂଆ ହଷ୍ଟେଲ୍ ନିର୍ମାଣ ହୋଇଥିଲେ ମଧ୍ୟ ବାଧ୍ୟରେ ପୁରୁଣା ଭଙ୍ଗା ହଷ୍ଟେଲ୍‌ରେ ରହିବା ସହ ବିଭିନ୍ନ ସୁବିଧାର ସମ୍ମୁଖୀନ କରୁଛନ୍ତି ଶହ ଶହ ଛାତ୍ର । ଢେଙ୍କାନାଳ ଅଟୋନମସ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Taste Of Odisha | How To Prepare Saru Bandhakobi Pitha
Taste Of Odisha | How To Prepare Saru Bandhakobi Pitha

Taste Of Odisha | How To Prepare Saru Bandhakobi Pitha OdishaTV is Odisha\'s no 1 News Channel. OTV being the first private satellite TV channel in Odisha

India\'s Harnaaz Sandhu crowned Miss Universe 2021
ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍‌ ଜିତିଛନ୍ତି ଭାରତର ହରନାଜ କୌର ସାନ୍ଧୁ

ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍‌ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ଏହି ଟାଇଟଲ୍ ଜିତି ହରନାଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ପଞ୍ଜାବର ୨୧ ବର୍ଷୀୟ ହରନାଜ ୭୦ତମ ମିସ୍ ୟୁନିଭର୍ସ ହୋଇଛନ୍ତି।

Elephant Herd Wreaks Havoc In Keonjhar
ବଣୁଆ ହାତୀଙ୍କ ଉପଦ୍ରବ... ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ... ଅଳ୍ପକେ ବର୍ତ୍ତିଲେ ଜୟପୁର ଗାଁର ଦୁଇଟି ପରିବାର ..

Bhubaneswar | Kalinga Literary Festival Concludes
ସରିଲା କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍

କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍ ଉଦଯାପିତ...ଉଦଯାପିତ ସଂଧ୍ୟାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିଲା ଲିଟେରାରୀ ଫେଷ୍ଟିଭାଲ୍.

Cyclone Jawad | Central Team To Visit Ganjam, Jajpur Cuttack Today For Damage Assessment
ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମ୍

ବର୍ଷା ଛାଡ଼ିବାର ସପ୍ତାହେ ପରେ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ... ଆଜି ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲା ବୁଲି ଦେଖିବେ ...

Cyclone Jawad| Untimely Rain Damages Acres Of Paddy Crop In Ganjam And Gajapati
ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ

ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ...

Man Attempts To End Life After Killing Wife In Niali
ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା..

କଟକ ନିଆଳି ଗୋବିନ୍ଦପୁର ଶଙ୍ଖୁଆ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।

India Celebrates \'Swarnim Vijay Parv\' To Mark 50 Years Of Victory Against Pakistan In 1971 War
ସ୍ୱର୍ଣ୍ଣିମ ବିଜୟ ପର୍ବର ଦ୍ୱିତୀୟ ଦିନ

୧୯୭୧ ଯୁଦ୍ଧରେ ସ୍ୱର୍ଣ୍ଣିମ ବିଜୟର ଗାଥା... ନୂଆଦିଲ୍ଲୀ ଇଣ୍ଡିଆ ଗେଟରେ ୩ ଦିନିଆ ସ୍ୱର୍ଣ୍ଣିମ ବିଜୟ ପର୍ବ ପାଳନ ହେଉଛି... ଆଜି ସ୍ୱର୍ଣ୍ଣିମ ବିଜୟ ପର୍ବର ଦ୍ୱିତୀୟ ଦିନ

Demand For Opening Of Kapilash Hostel In Dhenkanal Autonomous College Intensifies
କାମରେ ଆସୁନି ନିର୍ମାଣଧୀନ ଛାତ୍ରାବାସ...

ଢେଙ୍କାନାଳ ଅଟୋନମସ୍ କଲେଜର କପିଳାସ ଛାତ୍ରାବାସକୁ ତିଆର ହେବାର ଅଢେଇ ବର୍ଷ ହେଲାଣି । ହେଲେ କାମରେ ଆସୁନି କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଛାତ୍ରାବାସ । ଦେଖନ୍ତୁ ଏହି ରିପୋର୍ଟ ।

PM Modi To Inaugurate Kashi Vishwanath Dham Corridor Today
ନୂଆ ରୂପରେ ବାରଣାସୀ

କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ଯୋଡ଼ି ହେବ ସଂପର୍କ... ୧୧ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ଗଙ୍ଗାଘାଟ... କାଶୀର ୭ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବ କାଶୀ ବିଶ୍ୱନାଥଙ୍କ ପ୍ରସାଦ...

CM Naveen Patnaik To Visit Cuttack Today
ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ

ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨୦୦ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ... ବାଲିଯାତ୍ରା ଉପର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ .

Balasore Shivers As Mercury Plummets
ବାଲେଶ୍ୱରରେ ପ୍ରବଳ ଥଣ୍ଡା

ବାଲେଶ୍ୱରରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବଢ଼ିଛି। ଆକାଶ ମେଘୁଆ ଥିଲେ ବି ଶୀତର ପ୍ରଭାବ ରହିଛି। ସ୍ଥାନୀୟ ଲୋକଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର...

Daily Horoscope
Daily Horoscope, 11 Dec: ଏହି ରାଶିର ବ୍ୟକ୍ତି ସାବଧାନ ! ନଚେତ୍‌ ପଡିପାରେ ମହଙ୍ଗା...

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୩ତାରିଖ, ସୋମବାର, ବିଛା୨୮ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ,ଦଶମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Omicron Spreads Faster, Vaccines Less Efficacious, Says WHO
ଓମିକ୍ରନ ନଷ୍ଟ କରୁଛି ଟିକାର ପ୍ରଭାବ

ଓମିକ୍ରନ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ର ସୂଚନା । ଶରୀରରେ ଟିକାର ପ୍ରଭାବ ନଷ୍ଟ କରୁଛି ଓମିକ୍ରନ ଭାରିଏଣ୍ଟ । ଡେଲ୍ଟା ଅପେକ୍ଷା ତ୍ୱରିତ ସଂକ୍ରମଣ କରୁଛି ଓମିକ୍ରନ ।

Slippers Thrown At Minister Pratap Jena In Home Turf
ମନ୍ତ୍ରୀ ବସିଥିବା ଷ୍ଟେଜକୁ ଚପଲ ମାଡ

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଚପଲ ଫିଙ୍ଗା... ମାହାଙ୍ଗା ଏର କଣାରେ ଚପଲ ଫିଙ୍ଗିଲେ ଜଣେ ବ୍ୟକ୍ତି.... ଶରତ ଉତ୍ସବରେ ଭାଷଣ ଦେବାବେଳେ ଚପଲ ଫିଙ୍ଗିଲେ ବ୍ୟକ୍ତି ଜଣକ ...

Bhagyarekha | Know Your Horoscope For Today 13 December 2021 | OTV
ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ

ଆଜି କେମିତି କଟିବ ଆପଣଙ୍କ ଦିନ ଦେଖନ୍ତୁ ଭାଗ୍ୟରେଖା ||

Taste Of Odisha | How To Prepare Saru Bandhakobi Pitha
ଖାଇନଥିଲେ ଖାଆନ୍ତୁ ବନ୍ଧାକୋବି ପୁର ସାରୁ ଫ୍ରାଏ

ସବୁ ବେଳେ ମନ କହେ ସୁଆଦିଆ ଖାଇବାକୁ। ଏଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବନ୍ଧାକୋବି ପୁର ସାରୁ ଫ୍ରାଏ। ଜାଣନ୍ତୁ ତିଆରି କରିବାର ତରିକା...