• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Bolangir । Police Intensify Probe Into Arvind Singh Murder Case
ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସର ତନାଘନା

ବଲାଙ୍ଗିର ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସ ତନାଘନା ଜେରା ଆରମ୍ଭ କରିଦେଇଛି। ବଲାଙ୍ଗିର ସଦେଇପାଲିର ଏକ ଚାଷ ଜମିରୁ ମାରଣାସ୍ତ୍ର ଜବତ କରିଛି ପୋଲାସ।

Did You Know India Has Zero Rupee Notes?
ଦେଶରେ ଚାଲୁଛି ‘ଶୂନ’ ଟଙ୍କିଆ ନୋଟ !

ନୂଆଦିଲ୍ଲୀ: ଟଙ୍କା ପଇସା ତ ସମସ୍ତେ ବ୍ୟବହାର କରିଥାନ୍ତି । ସର୍ବନିମ୍ନ ୧୦ ଟଙ୍କା , ୨୦ ଟଙ୍କା , ୫୦ ଟଙ୍କାଠୁ ଆରମ୍ଭ କରି ସର୍ବାଧିକ ୫୦୦ ଟଙ୍କିଆ କି ୨୦୦୦ ଟଙ୍କିଆ ନୋଟକୁ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି...

Winter Chill Returns To Odisha’s Sonepur
ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ

ଆରମ୍ଭ ହୋଇଛି ଶୀତର ରାଜୁତି । ଘନ କୁହୁଡି ସହ ଶୀତରେ ଥରୁଛି ସାରା ଓଡ଼ିଶା । ଠିକ୍‌ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ ।

Odisha Prepared For Possible Third Wave, Says Health Director
ସୁନିଶ୍ଚିତ ଆସିବ ତୃତୀୟ ଲହର

ବ୍ରିଟେନରେ ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ଆସିପାରେ । ଆଉ ଏହି ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ନେଇ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ |

Crime Branch ADG Sanjeeb Panda Press Meet On Chittaranjan Palai Murder Case
ପୁରୀରେ କ୍ରାଇମବ୍ରାଞ୍ଚ ଏଡିଜି

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି ...।

Berhampur Marital Discord । Sumit Fled Home Late Last Night, Claims Tapaswini
ବିନା ଚପଲରେ ପାଚେରୀ ଡେଇଁ ସୁମିତ୍ ଛୁ..!

ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି.. ତପସ୍ୱିନୀଙ୍କ ପୂରା ପ୍ରତିକ୍ରିୟା ଶୁଣନ୍ତୁ..

Berhampur Marital Dispute ॥Tripathy Will Enter The House At Any Cost, Says Social Activist
'ତପସ୍ୱିନୀକୁ ଘରେ ପୂରେଇବି, ତା ପରେ ଏଠୁ ଉଠିବି'

ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ.. ଗତକାଲିଠାରୁ ପୁଣି ଶାଶୁ ଘର ଦୁଆରେ ତପସ୍ୱିନୀଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସିଛନ୍ତି..

Berhampur Marital Dispute । Tapaswini\'s Fresh Allegations Against Sumit॥Part 2
'ସୁମିତ ଦାୟିତ୍ୱ ନେଲେନି..ମୋତେ IBରୁ ବାହାର କରିଦେଲେ'

ସୁମିତ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ.. ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି.. ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ..

Berhampur Marital Dispute । Tapaswini Sits On Dharna Again ।  Live Updates
ଏଥରକ ଏଠୁ ହଟିବିନି

ତୁଟୁନି ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳି...ଗେଷ୍ଟହାଉସ୍ ଛାଡ଼ି ପୁଣି ଶାଶୁ ଘର ଆଗରେ ତପସ୍ୱିନୀଙ୍କ ଧାରଣା, କହିଲେ ଏଥର ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବି...ସେପଟେ ସୋମବାର SDJM କୋର୍ଟରେ ପରବର୍ତ୍ତୀ ଶୁଣାଣି

Berhampur Marital Discord | Police Team Visits Sumit’s House
ସୁମିତଙ୍କ ଘରେ ପୋଲିସ୍

ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ.. ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.. ସେପଟେ ତପସ୍ୱିନୀ ମଧ୍ୟ ଶାଶୁ ଘର ଦୁଆରେ ଧାରଣାରେ ବସିଛନ୍ତି..

7 years Old Cuttack Boy Finds Place In International Book Of Records
ଚେସ୍ ଖେଳୁଥିବା ବେଳେ ନିର୍ଭୁଲ ଭାବେ ଉଚ୍ଚରଣ କରୁଥିଲେ....

କଟକ ନୂଆପାଟଣାର ୭ ବର୍ଷର ବାଳକ ଉପ୍ତଲକ୍ଷ୍ୟଙ୍କ ବିଶ୍ୱ ରେକର୍ଡ... ୪୬ ସେକେଣ୍ଡରେ ୧୧୮ଟି ରସାୟନିକ ତତ୍ତ୍ୱର ନାଁ କହି ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକଡର୍ସରେ ପାଇଲେ ସ୍ଥାନ... ଚେସ୍ ଖେଳୁଥିବା ବେଳେ ନିର୍ଭୁଲ ଭାବେ କଲେ

2nd Yr Student In Burla VSSUT Allegedly Thrashed By Senior
ପୁଣିଥରେ ମାଡ ଖାଇଲେ ଇଞ୍ଜିନିଅରିଂ ଛାତ୍ର

ବୁର୍ଲା ଭିସୁଟରେ ପୁଣି ଇଞ୍ଜିନିଅରିଂ ଛାତ୍ରଙ୍କୁ ମାଡ଼ ... ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ନେଇ ଅଭିଯୋଗ... ପୀଡ଼ିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ବୁର୍ଲା ଥାନାରେ ମାମଲା ରୁଜୁ...|

Politics On Teacher Appointed In Odisha
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶିକ୍ଷକ ନିଯୁକ୍ତିକୁ ନେଇ ରାଜନୀତି

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ମାଳ ମାଳ ଯୋଜନା ଘୋଷଣା କରୁଛନ୍ତି ବିଜେଡ଼ି ସରକାର । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶିକ୍ଷକଙ୍କୁ ଥୋପ ପକାଇଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବାବେଳେ କାଉଣ୍ଟର କରିଛି ବିଜେଡି ..

Virat Kohli
'ପୁରୁଣା ଅନ୍ଦାଜରେ କମ୍‌ବ୍ୟାକ୍‌ କରିବେ କୋହଲି'

ପୁଣି ପୁରୁଣା ଅନ୍ଦାଜରେ ଫେରିବେ ବିରାଟ । ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର । ହ୍ୱାଇଟ୍ ବଲ୍ କ୍ୟାପଟେନସିପ୍ ଛାଡିବା ପରେ ବିରାଟଙ୍କ ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଗାଭାସ୍କର ଆଶା କରିଛନ୍ତି । ବିରାଟ ଏଥର ବିନା...

Pfizer's prediction - Corona epidemic will not leave till 2024
ଫାଇଜରର ଭବିଷ୍ୟବାଣୀ ; ୨୦୨୪ ଯାଏଁ ପିଛା ଛାଡିବନି କରୋନା...

ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଫାଇଜର୍‌ କରୋନାକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି । କମ୍ପାନୀ ପକ୍ଷରୁ ଏହା ଆକଳନ କରାଯାଇଛି ଯେ, ୨୦୨୪ ମସିହା ଯାଏଁ ମଧ୍ୟ ବିଶ୍ୱରୁ କରୋନା ମହାମାରୀ ଯିବ ନାହିଁ ।

Cold Wave Sweeps Several Parts Of Odisha
ଶୀତ ଆସୁ ପଛେ ମଜା ନେବା...

ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ...

Chorani
ହେଉ ହେଉ କଣ ହୋଇଯାଉଛି? ଚୋରଣୀ କଣ କରୁଛି?

ଚର୍ଚ୍ଚାରେ ଫିଲ୍ମ “ଚୋରଣୀ” । କିନ୍ତୁ ସ୍ମୃତିମୟୀ ହେଉ ହେଉ ହୋଇଯାଉଛିର ଖୋଲିଦେଲେ ଗୁମର.....

 Village Has Zero Covid Cases
ଏଇ ଗାଁରେ ଏ ଯାଏଁ କାହାକୁ କରୋନା ହେଇନି, ସମସ୍ତେ ନେଗେଟିଭ୍

ମଫସଲରେ ଥିବା ଆଦିବାସୀ ଗାଁଟିଏ। କିନ୍ତୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା। କାରଣ ଏ ଗାଁର ଲୋକ ଏତେ ସଚେତନ ଯେ, କରୋନାର ଦୁଇ ଦୁଇଟି ଲହର ଗଲାଣି, ତଥାପି ଏଠି ଏଯାଏଁ କରୋନା ହେଇନି। ଯେତେଥର ଟେଷ୍ଟ ହେଉଛି, ସମସ୍ତଙ୍କର ନେଗେଟିଭ୍ ବାହାରିଛି। ଆସନ୍ତୁ ଥରେ ବୁଲି...

omicron
୧୦୦ ଟପିଲା କରୋନାର ନୂଆ ଭ୍ୟାରିଆଣ୍ଟ Omicron, ପୁଣି ହେବ କି ତାଲା ବନ୍ଦ?

ଗୋଟିଏ ପରେ ଗୋଟିଏ ଦେଶ, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ମାଡି ଚାଲିଛି ଓମିକ୍ରନ। କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ବିଶ୍ୱବାସୀ। ଦେଶରେ ସଂକ୍ରମଣ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଣି ଫେରିବ ହେବ କି ଲକଡାଉନ୍ ଓ ସଟଡାଉନ୍?

News Fuse
ଆଲୋ ମାଉସୀ ତୁ ଏମିତି କାଇଁ ହେଉଛୁ? ତତେ କଣ ବିଜେଡ଼ି ବାଲା ପଠେଇଛନ୍ତି କିଲୋ?

ଏ କଂଗ୍ରେସିଆ ଷ୍ଟ୍ରାଇକ୍‌ କରିଥିଲେ, କିନ୍ତୁ ଏ ମାଉସୀ ପାଣି ମାରିଦେଲା ଝାଇଁରେ ଏମିତି ନାଚିଲେ ଯେ ଦେଖିବା ମାତ୍ରେ ଗୋଡ଼ତ ଖାଲି ଉଠିବ ଆଉ ପଡ଼ିବ...ହେଲେ ଏ ମାଉସୀଙ୍କୁ କିଏ ପଠେଇଛି କିରେ ? ଇଲୋ ସିଏ ପା...