ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ବିନା କୋଚିଂରେ ହୋଇଗଲେ IAS । ଦିନେ ଚା’ ବିକୁଥିଲେ, ଏବେ କଲେକ୍ଟର ହେବେ । ଏହି ଚାକିରି ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡେ ତାହା ଆମ ସମସ୍ତଙ୍କୁ ଉଣାଅଧିକେ ଜଣା। ରାତିଦିନ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହି ଚାକିରି ମିଳିଥାଏ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ଓମିକ୍ରନ ହେଲେ କ’ଣ ସବୁ ଲକ୍ଷଣ ଦେଖାଯାଉଛି, ଆସନ୍ତୁ ଜାଣିବା....
ସାଧାରଣ ଲୋକ ଭଳି ଲୋକଙ୍କ ଗହଣରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ଗସ୍ତବେଳେ ଗତକାଲି ଶିଶୁଙ୍କ ସହ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏମିତି କିଛି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
କରୋନା ସଂକ୍ରମଣକୁ ନେଇ ଏବେ ବି ସାରା ବିଶ୍ୱ ଚିନ୍ତାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱର ୫୦କୋଟିରୁ ଅଧିକ ଲୋକ କରୋନା ପାଇଁ ଦରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି ।
ଖ୍ରୀଷ୍ଟମାସ ପାଇଁ ବଜାରରେ ଲାଗିଲାଣି ଭିଡ଼। ଏବେ ଠାରୁ ଘର ସଜ୍ଜା ପାଇଁ ସାଣ୍ଟା କ୍ଲସ୍ ଏବଂ ଖ୍ରୀଷ୍ଟମାସ ଟ୍ରି କିଣିନେଲେଣି ଲୋକେ। ଖ୍ରୀଷ୍ଟମାସକୁ ଆଉ ଦିନ କେଇଟା ଥିବା ବେଳେ ବଜାରରେ ଲାଗିଲାଣି ଭଳିକି ଭଳି ସାମଗ୍ରୀର ପସରା।
କାଶୀ ବିଶ୍ୱନାଥ କରିଡର୍ର ଲୋକାର୍ପଣ ପରେ ଭବ୍ୟ କାଶୀର ମନମୁଗ୍ଧକର ଦୃଶ୍ୟ । ଆଖି ଝଲସା ଲେଜର ସୋ ଚମକି ଉଠିଥିଲା ଗଙ୍ଗା ନଦୀ ଘାଟ । ଘାଟରେ ଜଳିଥିଲା ଲକ୍ଷାଧିକ ଦୀପ ।
ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ । ସୁରତରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ଏଯାବତ୍ ୬ଟି ରାଜ୍ୟରୁ ୩୯ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ । ଭିଡିଓରୁ ଜାଣନ୍ତୁ କେଉଁମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ |
ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟାୟନ କ୍ଷେତ୍ରରେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି ଉଲ୍ଲେଖ ରହିଛି ।
ୟୁଏଇରେ ହୋଇଥିବା ଏକ୍ସପୋ ୨୦୨୦ରେ ଓଡିଆ ମାଟି ଓ ସଂସ୍କୃତିର ଝଲକ । ଦେଖନ୍ତୁ ଏହାର ଚିତ୍ର ।
ଗ୍ରିଲ କାଟି ଜେଲ ଭିତରୁ କଏଦୀ ଫେରାର । କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଜେଲରେ ଘଟିଛି ଏହି ଘଟଣା । ଜଣେ କଏଦୀ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଛି
ଆପଣ ଖିରି ଖାଇଥିବେ । କିନ୍ତୁ ଏମିତିକା ଖିରି ଆଗରୁ କେବେ ଖାଇନଥିବେ । ତିଆରି ହୋଇଛି ଫୁଲକୋବି ଓ କ୍ଷୀରରେ । ତିଆରି ପ୍ରଣାଳୀ ଏମିତି ।
ଦୁଇ ପ୍ରେମପକ୍ଷୀଙ୍କର ମନ ମିଶିଛି ଚୋରଣୀରେ । ପରସ୍ପରକୁ ଅତିରୁ ଅତି ଭଲ ପାଉଛନ୍ତି । ଏଇ ଭଲ ପାଇବାକୁ ଗୀତରେ ତୋଳି ଧରିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଓ ସ୍ୱୟଂ ପାଢୀ । ଗୀତଟି ଏତେ ହୃଦୟସ୍ପର୍ଶୀ ହୋଇଛି ଯେ, ସମସ୍ତଙ୍କ ମନକୁ ଛୁଇଁବ ।
ଗୃହରାଷ୍ଟ୍ର ମନ୍ତ୍ରୀ ଜଣେ ଜହ୍ଲାଦ । ସିଏ ଜଣକ ପିଠିରେ ଲାଉ ହୋଇଛନ୍ତି । ଏହା ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ । ପ୍ରଚାରରେ ଆଗରେ ଅଛନ୍ତି ଭାଲୁ ଭାଇନା । ସିଧା ପଚାରୁଛନ୍ତି, ଆଉ କେତେଜଣଙ୍କୁ ମାରିବ ?
କୁନି ଝିଅଟିଏ। ପାଟିକୁ ଠିକରେ କଥା ଆସୁନି। କିନ୍ତୁ ସେ କରିଛି ଇଣ୍ଡିଆ ରେକର୍ଡ। ଆସନ୍ତୁ ଭେଟିବା ଭଦ୍ରକ ଜିଲ୍ଲା ବାସୁଦେବପୁରର ଏଇ କୁନି ଝିଅଟିକୁ।
ସରିନା ପାଣି। ଆଇଟି ପ୍ରଫେସନାଲ୍ ଥିଲେ, ବନିଗଲେ ଫିଟର କୋଚ୍। ଓଡ଼ିଶାରେ ତାଙ୍କୁ କେହି ଜାଣନ୍ତି ନାହିଁ। କିନ୍ତୁ ସେ ପୁନେ ସହରରେ ଖୁବ୍ ଲୋକପ୍ରିୟ। ସେଠାରେ ସେ ଜଣେ ନିଉଟ୍ରିସନ ଓ ଲାଇଫ୍ ଷ୍ଟାଇଲ୍ କୋଚ୍ ଭାବରେ ଜଣାଶୁଣା।
ରାଜଧାନୀରେ ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଗାଁ ସାଥୀ ରାତି ସାରା ବିଧାନସଭା ଆଗରେ ଶୀତ କାକରରେ ପଡିରହିଛନ୍ତି । ସରକାର ଦାବି ଶୁଣୁନଥିବାରୁ ରାତିରେ ଶୋଇଥିଲେ ବିଧାନସଭା ଆଗରେ ।
ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା। ଏମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।