• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

cm odisha
ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ...

baitarani
ଫୁଲୁଛି ବୈତରଣୀ; ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ଜଳସ୍ତର

ଭୁବନେଶ୍ୱର:ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା।  ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିଥିଲା। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି। ଆନନ୍ଦପୁରରେ...

bijay-mohapatra-
‘ବାତ୍ୟା ପର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ସର୍ଭେ ହେବ’

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖା ରାଜ୍ୟରେ ୩୦ ଉପରେ ଥିବାବେଳେ ଆଜି ହଠାତ୍‌ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ହଠାତ୍‌...

corona testing
ପୁଣି ଉପର ମୁହାଁ ହେଉଛି କି କରୋନା ଗ୍ରାଫ୍‌ ? ଆଜି ବି ବାହାରିଲେ ୨ ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୀର୍ଘ ୪୦ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଥିବାବେଳେ ଗତକାଲିଠାରୁ ପୁଣି ବଢ଼ଛି। ଗତକାଲି ୨,୦୮,୯୨୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ୨,୧୧,୨୭୫ ନୂଆ ମାମଲା ସାମ୍ନାକୁ...

corona testing
ରାଜ୍ୟରେ ୭ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା, କମୁନି ମୃତ୍ୟୁ ହାର

ଭୁବନେଶ୍ୱର: ରାଜ୍ୟରେ ହଠାତ୍‌ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଣଣ ହୋଇଛନ୍ତି  ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଛନ୍ତି ୨୭୭୪ ଜଣ।...

whatsapp
ନୂଆ ଗାଇଡଲାଇନ୍‌କୁ ନେଇ କୋର୍ଟର ଦ୍ୱାରସ୍ଥ ହେଲା ହ୍ୱାଟସ୍‌ଆପ୍‌

ନୂଆଦିଲ୍ଲୀ: ସରକାର ବନାମ ସୋସିଆଲ୍ ମିଡିଆ। ଡିଜିଟାଲ୍ ମିଡିଆ ପାଇଁ ନୂଆ ଗାଇଡଲାଇନ୍ ସଂପର୍କରେ ନିଜ ସ୍ଥିତି ସ୍ପଷ୍ଟ କରିବାକୁ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମକୁ ଚିଠି କରିଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ। ଫେସବୁକ, ହ୍ୱାଟସ୍‌ଅପ୍‌ ଏବଂ ଟ୍ୱିଟର ଭଳି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମନ୍ତ୍ରାଳୟ ଚିଠି...

ganga
ହଠାତ୍ ବଦଳିଗଲା ଗଙ୍ଗା ନଦୀର ଜଳ

ବାରାଣାସୀ:ଧାର୍ମିକ ନଗରୀ କାଶୀରେ ଏକ ଅଜୀବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ହଠାତ୍‌ ଗଙ୍ଗାନଦୀ ପାଣିର ରଙ୍ଗ ବଦଳି ଯାଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ହଠାତ୍‌...

yaas in west bengle
ପଶ୍ଚିମବଙ୍ଗରେ ‘ୟାସ’ର ପ୍ରଭାବ; ୩ ଲକ୍ଷରୁ ଅଧିକ କୋଠା କ୍ଷତିଗ୍ରସ୍ତ

କୋଲକାତା: ବାତ୍ୟା ୟାସ ଓଡ଼ିଶା ସମେତ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଜୁଆର ଏବଂ ବାତ୍ୟା ଯୋଗୁ ଏକ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୟାସ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ୟାସ ପାଇଁ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ...

begger
ହଜି ଯାଇଥିଲା ଭିକାରୀର ବ୍ୟାଗ; ପୋଲିସ ଖୋଜି ପାଇଲା ଏତେ ଟଙ୍କା...

ବିଡ(ମହାରାଷ୍ଟ୍ର)-ଗରିବ, ଅସହାୟ ଲୋକଙ୍କୁ ଦେଖିଲେ ମନରେ ଦୟା, ସହୃଦୟତା ସ୍ଵତଃସ୍ପୃତ ଭାବେ ବାହାରି ଆସେ । ସେମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ମନ କରିଥାଏ । ହେଲେ ଆମର ଏପରି ଭାବ ପ୍ରବଣତା ପାଇଁ ଅନେକ ସମୟରେ ଧୋକା ଖାଇଥାଉ । ଭାବନ୍ତୁ, ଅନ୍ୟର ଦୟାରେ...

chlild affected by corona
ଏଇ ସହରରେ ୧୦ ହଜାରରୁ ଅଧିକ ଶିଶୁ ବାହାରିଲେ ପଜିଟିଭ: ଆସିଲା କି କରୋନାର ତୃତୀୟ ଲହର ?

ଜୟପୁର; କରୋନାର ଦ୍ଵିତୀୟ ଲହର ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ହେଲେ ଏବେଠାରୁ ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି । କୁହାଯାଉଛି, କରୋନାର ତୃତୀୟ ଳହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ । ହେଲେ ଏବେ ଏମିତି ସ୍ଥିତି ସୃଷ୍ଟି ହୋଇଛି...

subodh kumar
ସୁବୋଧ କୁମାର ଜୈସୱାଲ ହେଲେ ସିବିଆଇ ନୂଆ ଡାଇରେକ୍ଟର

ନୂଆଦିଲ୍ଲୀ:ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେଶନ ଅର୍ଥାତ୍‌ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦବୀ ପାଇଁ ଆଇପିଏସ ଅଧିକାରୀ ସୁବୋଧ କୁମାର ଜୈସୱାଲଙ୍କୁ ମଙ୍ଗଳବାର ଚୟନ କରାଯାଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ସଦସ୍ୟଙ୍କୁ ନେଇ ଏକ ବୈଠକର ନିଷ୍ପତ୍ତି କ୍ରମେ ତାଙ୍କୁ ଚୟନ କରାଯାଇଥିଲା...

vileegers jumped into river
ଟିକା ଭୟରେ କାହିଁକି ନଦୀକୁ ଡେଇଁ ପଡ଼ିଲେ ଗ୍ରାମବାସୀ ? ଖୁଲାସା କଲେ ଅଧିକାରୀ

ଲକ୍ଷ୍ନୌ; ଉତ୍ତର ପ୍ରଦେଶର ବାରାବଙ୍କିର ଏକ ଗ୍ରାମ ସିସୌଡାରେ କରୋନା ଭାକ୍ସିନ ଦେବା ପାଇଁ ଆସିଥିବା ଟିମକୁ ଦେଖି ଭୟରେ ଲୋକେ ସରଜୂ ପରି ଭୟଙ୍କର ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ହେଲେ କାହିଁକି ଗ୍ରାମବାସୀ ଏପରି ପଦକ୍ଷେପ ନେଲେ ? ସତରେ ଭୟ ନା ଆଉ...

covid-hospital-1
୪୨ ଦିନରେ ସବୁଠାରୁ କମ୍‌ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି । ଗତ ୪୨ ଦିନରେ ସବୁଠାରୁ କମ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ...

corona testing
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦,୯୩୯ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଛି । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୭୬୧। ଆଜି ଖୋର୍ଦ୍ଧାରୁ ସର୍ବାଧିକ...

charana ram das
କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

ପୁରୀ: କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ।   ପୁରୀର IDH କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ପୁରୀର IDHରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତି ପ୍ରାୟ ୧୦ଟା...

wuhan
ଚୀନର ଉହାନ ଲାବରୁ ବ୍ୟାପିଥିଲା କରୋନା ! ଗୋଇନ୍ଦା ରିପୋର୍ଟ କଲା ଏମିତି ଖୁଲାସା

ନୂଆଦିଲ୍ଲୀ: କରୋନା ଭାଇରସ ପୃଥିବୀକୁ ଆସି ଏପରି ଆତଙ୍କ ସୃଷ୍ଟି କରିବା ପ୍ରାୟ ଦେଢ ବର୍ଷ ହୋଇଗଲା । ଆଜିଯାଏ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ । ସେତିକି ନୁହେଁ, ଭାଇରସର ଉତ୍ପତି କେଉଁଠୁ ହେଲା ଏବଂ କେମିତି ହେଲା ତାହା ମଧ୍ୟ ଜାଣି ହେଲାନାହିଁ ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।