• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

child corona
କରୋନାର ତୃତୀୟ ଲହରରେ ପିଲାଙ୍କ ପାଇଁ ବିଶେଷ ବିପଦ ନାହିଁ-ଆଇଏପି

ନୂଆଦିଲ୍ଲୀ: ଆଇଏପି ((Indian Academy of Pediatrics) ପକ୍ଷରୁ ନିକଟରେ ଏକ ଆଡଭାଇଜରି ଜାରି କରାଯାଇ କୁହାଯାଇଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ କୌଣସି ବିପଦ ଆଣିବ ନାହିଁ । ପିଲାମାନଙ୍କର ଇମ୍ୟୁନ ସିଷ୍ଟମ ଖୁବ୍‌ ମଜବୁତ୍‌ । ପ୍ରଥମ ଓ ଦ୍ଵିତୀୟ ଲହରରୁ ମିଳିଥିବା ତଥ୍ୟକୁ...

corona positive
ଦେଶରେ କମୁନି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୪୪୫୪ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରର ପ୍ରକୋପ ଆସ୍ତେ ଆସ୍ତେ କମି କମି ଆସୁଛି । ମେ’ ଆରମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ଡରାଉଥିଲା । ହେଲେ ଶେଷ ଆଡ଼କୁ ସଂଖ୍ୟାରୁ ଆଶ୍ଵସ୍ତି  ମିଳିଛି । ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ...

vaccine for children
ପିଲାଙ୍କ ପାଇଁ ଭାକ୍ସିନ ପରୀକ୍ଷଣ ଜୁନ୍‌ରୁ; ଖୁବ ଶୀଘ୍ର WHO ଦେବ ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ଦ୍ଵିତୀୟ ଲହରର ପ୍ରକୋପ ଏ ପର୍ଯ୍ୟନ୍ତ ଦେଶରୁ କମିିନି, ଏପଟେ ତୃତୀୟ ଲହରର ଭୟ ମାଡ଼ି ଆସିଲାଣି । ତୃତୀୟ ଲହରକୁ ନେଇ ଡରିବାର ଅନେକ କାରଣ ବି ରହିଛି । କାରଣ ଆକଳନ ଅନୁସାରେ ତୃତୀୟ ଲହର ପିଲାମାନଙ୍କୁ ବେଶି ପ୍ରଭାବିତ କରିବ ।...

industrial-oxygen
କାହିଁକି ବ୍ୟାପୁଛି ବ୍ଲାକ ଫଙ୍ଗସ ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶରେ ବ୍ଲାକ ଫଙ୍ଗସ୍‌ ଅର୍ଥାତ୍‌ ମ୍ୟୁକରମାୟକୋସିସ୍‌ ରୋଗୀଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଦିନକୁ ଦିନ ବଢୁଥିବା ଫଙ୍ଗାଲ ଇନ୍‌ଫେକ୍ସନକୁ ଦେଖି କେନ୍ଦ୍ର ସରକାର କେତେକ ରାଜ୍ୟରେ ଏହାକୁ ମହାମାରୀ ଘୋଷଣା କରିବା ପାଇଁ କହିଛନ୍ତି । ଏମିତିରେ ଦେଖିଲେ ବ୍ଲାକ...

caring of covid patient
କରୋନା ମୃତ୍ୟୁ: ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ୩ ନମ୍ବରରେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ରବିବାର ଏକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁସାରେ, କରୋନାରେ ସର୍ବାଧିକ ମୃତ୍ୟୁ ଘଟିଥିବା ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ୩ୟ ସ୍ଥାନରେ ରହିଛି ।  ଆମେରିକା ଏବଂ ବ୍ରାଜିଲ ଭାରତ ଉପରେ ରହିଛନ୍ତି । ମହାମାରୀର...

train
‘ୟାସ’ ପାଇଁ ବାତିଲ ହେଲା ଏହିସବୁ ଟ୍ରେନ

ୟାସ୍ ପାଇଁ ବାତିଲ ହେଲା ଟ୍ରେନ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ବାତିଲ ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ୍ ବାତିଲ ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ବାତିଲ ପୁରୀରୁ ଅହମ୍ମଦାବାଦ୍, ସୁରତ, ଅଜମେରକୁ ଯାଉଥିବା ଟ୍ରେନ୍ ବାତିଲ ହାଓଡା-ଚେନ୍ନାଇ ମେନ ଲାଇନର ଏକାଧିକ ଟ୍ରେନ୍ ବାତିଲ ଭୁବନେଶ୍ୱର:...

oli
ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି; ନଭେମ୍ବରରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ

କାଠମାଣ୍ଡୁ: ପଡୋଶୀ ରାଷ୍ଟ୍ର ନେପାଳରେ ରାଜନୈତିକ ଅସ୍ଥିରତା ଦିନକୁ ଦିନ ନୂଆ ମୋଡ ନେଉଛି। କୌଣସି ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ  ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେପି ଶର୍ମା ଓଲି ଜରୁରୀ ବୈଠକ ଡାକି...

covid test
ଦେଶରେ ସଂକ୍ରମଣ କମୁଛି, ହେଲେ ଡରଉଛି ମୃତ୍ୟୁ ସଂଖ୍ୟା: ୨୪ ଘଣ୍ଟାରେ ଆଖି ବୁଜିଲେ ୪,୧୯୪

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ ଆଜି ବି ତଳମୁହାଁ ରହିଛି। ହେଲେ ମୃତ୍ୟୁ ସଂଖ୍ୟା କହୁଛି ଦେଶରୁ କରୋନା ବିପଦ ଟଳିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ  ୨ଲକ୍ଷ ୫୭ ହଜାର ୨୯୯  କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।...

earthauack
ସକାଳୁ ସକାଳୁ ଭୂକମ୍ପ ଝଟକା; ୩ ମୃତ

ବେଜିଂ:ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚୀନ। ମ୍ୟାମାର ସୀମାକୁ ଲାଗିଥିବା ଇଲାକାରେ ଆଜି ସକାଳୁ ସକାଳୁ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଅତି କମ୍‌ରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଡଜନରୁ ଅଧିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶନିବାର...

covid test-1
କମୁନି ମୃତ୍ୟୁ ସଂଖ୍ୟା; ଆଜି କରୋନାରେ ଆଖି ବୁଜିଲେ ୨୬

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବାବେଳେ ଓଡ଼ିଶାରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ଉପରେ ରହୁଛି। ଗତକାଲି ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନାରରେ ଆଖି ବୁଜିଥିବାବେଳେ ଆଜି ୨୬ ଜଣଙ୍କର ମୃତ୍ୟୁ ଘଟିଛି।...

_117666215_virusnosegraphic
ରାଜ୍ୟରେ ୧୧ ହଜାର ତଳକୁ ଖସୁନି ସଂକ୍ରମଣ; ଆଜି ବି ବାହାରିଲେ ୧୧, ୧୦୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦୈନିକ ସଂକ୍ରମଣ ଗତ କିଛି ଦିନ ହେଲା ୧୧ ହଜାର ତଳକୁ ଖସୁନି। ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୨,୫୨୩  ଥିବାବେଳେ ଆଜି ୧୧,୧୦୮ ରହିଛି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ଆଜି ବି ସର୍ବାଧିକ ରୋଗୀ...

child
ପିଲାଙ୍କୁ କରୋନା ଭୟ: ପଜିଟିଭ ବାହାରିଲେଣି ୪୦ ହଜାର ଶିଶୁ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ହାର ୪ ହଜାର ଉପରେ ରହିଛି। ଦେଶର ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି କରୋନାର ଦ୍ୱିତୀୟ ଲହର ମୃତ୍ୟୁର ତାଣ୍ଡବ ସୃଷ୍ଟି କରିନି। ଆକଳନ ଅନୁସାରେ, କରୋନର...

2nd dose
କ୍ଷତିକାରକ ନୁହେଁ ୨ୟ ଡୋଜର ଦୀର୍ଘ ବ୍ୟବଧାନ, ଶରୀରରେ ବୃଦ୍ଧି ପାଉଛି ୩୦୦% ଆଣ୍ଟିବଡି

ନୂଆଦିଲ୍ଲୀ:ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ନେଉଛି। ସଂକ୍ରମଣ ହାର କମୁଥିଲେ ହେଁ ମୃତ୍ୟୁ ହାର ଏବେ ବି ୪ ହଜାର ଉପରେ ରହିଛି ।  ଏପରି ସ୍ଥିତିରେ ଗୋଟିଏ ଭରସା ଭାକ୍ସିନ। ଦେଶରେ ପର୍ଯ୍ୟାପ୍ତ ଭାକ୍ସିନ ମିଳୁ ନ ଥିବାରୁ ଅନେକ ପ୍ରଥମ ଡୋଜ ନେଇ...

bio bubble
ଜୈବ ଫୋଟକା ସୁରକ୍ଷା ବଳୟ ଭିତରେ ହେବ ରଥ ନିର୍ମାଣ

ରଥକାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ।

corona-in-jail
ଝାରପଡ଼ା ଜେଲ୍‌ରେ ୯୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦିନକୁ ଦିନ ସଂକ୍ରମଣ ହାର ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି। ଲକଡାଉନ ସହ ସପ୍ତାହାନ୍ତ ସଟ୍‌ଡାଉନ ସଂକ୍ରମଣକୁ ରୋକିବାରେ ସଫଳ ହେଉନି। ଜେଲରେ ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀମାନଙ୍କୁ ପାରୋଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ...

covid 19-111
ଡରେଇଲାଣି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୪, ୨୦୯ କରୋନା ରୋଗୀ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ୨ୟ ଲହରୀ ଦୁର୍ବଳ ହେଉଥିବା ପରି ମନେ ହେଉଥିଲେ ବି ବିପଦ ଟଳି ନାହିଁ। ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଡରେଇଲାଣି ମୃତ୍ୟୁ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟରୁ ଜଣାଯାଇଛି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ...

naxal
ଏନକାଉଣ୍ଟରରେ ୧୩ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିରେ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ଏକ ବଡ ସଫଳତା ମିଳିଛି।  ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟରରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ଗଡ଼ଚିରୋଲି ଜିଲ୍ଲାର ଏଟାପଲ୍ଲୀର ଘନଦାଟ ଜଙ୍ଗଲରେ ହୋଇଛି ଏନକାଉଣ୍ଟର।  ଜଙ୍ଗଲରୁ ପ୍ରଥମେ ୬ ନକ୍ସଲଙ୍କ ମୃତଦେହ ଉଦ୍ଧାର...

Israel Hamas Ceasefire
୧୧ ଦିନ ସଂଘର୍ଷ ପରେ ଯୁଦ୍ଧବିରତି ଘୋଷଣା କଲା ଇସ୍ରାଏଲ

ଗାଜାସିଟି:  ଦୀର୍ଘ ୧୧ ଦିନ ଧରି ଜାରି ରହିଥିବା ସଂଘର୍ଷରେ ବିରାମ ଆଣିବା ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ ଇସ୍ରାଏଲ ଓ ହମାସ।  ଶେଷରେ ଅସ୍ତ୍ରବିରତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ମନ୍ତ୍ରୀମଣ୍ଡଳ। ଇସ୍ରାଏଲ ସମୟ ଅନୁସାରେ ଶୁକ୍ରବାର ରାତି ୨ଟାରୁ ଏହି...

corona death
ଆଜି ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ କରିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ୨୭ ରୋଗୀ ଆଖି ବୁଜିଛନ୍ତି। ଦେଶରୁ ସବୁ ପ୍ରାନ୍ତରୁ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ଗ୍ରାଫ ଉପରମୁହାଁ ହୋଇଛି। ଆଜି ୨୭ ମୃତକଙ୍କ ମଧ୍ୟର ଖୋର୍ଦ୍ଧା, କୋରାପୁଟରୁ ୪ ଲେଖାଏଁ, ନୂଆପଡ଼ା,...

corona testing
ରାଜ୍ୟରେ ୧୨ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧,୮୪୨

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣ ଯେପରି କମିବାର ନାଁ ନେଉନି। ଆଜି ଦୈନିକ ସଂକ୍ରମଣ ପୁଣି ୧୨ ହଜାର ଉପରେ ରହିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି  ୧୨,୫୨୩ କରୋନା ପଜିଟିଭ। ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।