• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ� ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

covid
ଆଜି ବି ଆଖି ବୁଜିଲେ ୪ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଦୈନିକ ସଂକ୍ରମଣ ହାର ୪ ଲକ୍ଷରୁ ଖସି ଏବେ ୩ ଲକ୍ଷରେ ସ୍ଥିର ରହିଛି । ଏହାବ୍ୟତୀତ ଆଉ ଏକ ଆଶ୍ୱସ୍ତିର ଖବର ହେଉଛି, ନୂଆ ସଂକ୍ରମିଙ୍କ ତୁଳନାରେ  ସୁସ୍ଥ…

vaccine
ଭାରତୀୟ ଭାରିଏଣ୍ଟ ଉପରେ ଭାକ୍ସିନ କାମ କରୁଛି କି ନାହିଁ କହିହେବନି- WHO

ନୂଆଦିଲ୍ଲୀ-ଭାରତରୁ ଠାବ ହୋଇଥିବା କୋଭିଡ ଭାରିଏଣ୍ଟ ଘାତକ ଏବଂ ଅଧିକ ସଂକ୍ରାମକ । କରୋନା ସ୍ଥିତିର ସମୀକ୍ଷା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏହା କୁହାଯାଇଛି । WHO ପକ୍ଷରୁ ଏକଥା ବି କୁହାଯାଇଛି ଯେ, ଏପରି ସ୍ଥିତିରେ…

covaccine
ଅଧିକ ଭ୍ୟାକସିନ ଉତ୍ପାଦନ ଲାଗି ଅନ୍ୟ କମ୍ପାନୀଙ୍କୁ ଆମନ୍ତ୍ରଣ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରଭାବ ଦିନକୁ ଦିନ ସ୍ଥିତିକୁ ଗୁରୁତର କରୁଛି । କିଛି ରାଜ୍ୟରେ ଏହାର ପ୍ରଭାବ କମୁଥିବା ବେଳେ ଓଡିଶା ପରି ଅନେକ ରାଜ୍ୟରେ ଏହା ନିୟନ୍ତ୍ରଣ ବାହାରେ । ଏପଟେ ଦେଶରେ ଭ୍ୟାକସିନର ଘୋର ଅଭାବ ।…

black fongos
୧୦୦ ବର୍ଷର ପୁରୁଣା ଚିକିତ୍ସା ପଦ୍ଧତିରେ ଗାଏବ ହୋଇଯିବ ବ୍ଲାକ ଫଙ୍ଗସ !

ଜବଲପୁର : କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ ବା ମ୍ୟୁକୋରମାୟକୋସିସ । ଏହାର ଚିକିତ୍ସା ନେଇ ବିଶେଷଜ୍ଞଙ୍କମାନେ ଲାଗି ପଡ଼ିଛନ୍ତି । ଜବଲପୁରର ଜଣେ ଚିକିତ୍ସକ ଏହି ରୋଗର ଚିକିତ୍ସା ପାଇଁ ୧୦୦ ବର୍ଷର ପୁରୁଣା ଏକ ଉପାୟ…

fire work
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଆଗେଇଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ଦେଶରେ ଅନେକ ସ୍ଥାନରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କୋଭିଡ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ହସ୍ପିଟାଲରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। କୋଭିଡ ହସ୍ପିଟାଲରେ କୌଣସି…

covid
କମୁନି ମୃତ୍ୟୁହାର: ଆଜି ବି କରୋନାରେ ଆଖି ବୁଜିଲେ ୪,୧୨୭ ରୋଗୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ହାର ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ଲକ୍ଷ ୬୨ ହଜାର ୩୮୯ ଟି ନୂଆ ମାମଲା ରୁଜୁ ହୋଇଛି।  ଦେଶରେ କୋଭିଡ  ମୃତ୍ୟୁ…

gurumit-1
ଗୁରୁମିତ୍‌ ରାମ ରହିମ ସିଂହ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି !

ନୂଆଦିଲ୍ଲୀ:ଯୌନ ନିର୍ଯାତନା ଅଭିଯୋଗରେ ରୋହତକ୍‌ ଜେଲ୍‌ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ଖରାପ ହୋଇଯାଇଛି । ତାଙ୍କୁ ଚିକିତ୍ସା ପାଇଁ ରୋହତକ୍‌ ପିଜିଆଇରେ ଭର୍ତ୍ତି କରାଯାଇଛି । ଯଦିଓ ଅଧିକାରୀ…

mukesh khanna
ଆଇସିୟୁ ବେଡ ମିଳିଲାନି, ଆଖି ବୁଜିଲେ ଅଭିନେତା ମୁକେଶ ଖନ୍ନାଙ୍କ ଭଉଣୀ

ନୂଆଦିଲ୍ଲ: କରୋନା ଭାଇରସ ୨ୟ ଲହର ଭାରତ ପାଇଁ ଏକ ବହୁତ ବିପଦପୂର୍ଣ୍ଣ ହୋଇପଡ଼ିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସମସ୍ତେ କରୋନାର ଏଇ ୨ୟ ଲହର ସହ ଲଢୁଛନ୍ତି । ପ୍ରତିଦିନ କରୋନା ଜନିତ ନୂଆ ନୂଆ…

black fongaus
ଛତିଶଗଡରେ ବଢୁଛି ବ୍ଲାକ ଫଙ୍ଗସର ପ୍ରକୋପ, ରାୟପୁର ଏମ୍ସରେ ୧୫ ଆକ୍ରାନ୍ତ

ରାୟପୁର: କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ୍‌ । ବ୍ଲାକ ଫଙ୍ଗସ ଓଡ଼ିଶାରୁ ଗୋଟିଏ ଚିହ୍ନଟ ହୋଇଥିବାବେଳେ ଛତିଶଗଡରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏହି ରାଜ୍ୟରେ ୧୫ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ବ୍ଲାକ…

shibangi
ଅକ୍ସିଜେନ ମାତ୍ରା ୧୮କୁ ଖସିଗଲା, ଫୁସଫୁସ୍‌ରେ ପାଣି ଜମିଗଲା, ତଥାପି କରୋନାକୁ ମାତ ଦେଇ ପର୍ବତ ଚଢିଲେ...

ହିସାର: କରୋନା ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା ଥମୁନି. ପୁଣି ଆସିବ ତୃତୀୟ ଲହରୀ..ଏମିତି ଖବର ସବୁ ପଢିପଢି ହତାଶାଭାବ ବଢୁଛି । ଏବେ କରୋନାକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାହାସର ସହ ମୁକାବିଲା କଲେ…

school
ସ୍କୁଲ ଉପରକୁ ଗୁଳିମାଡ, ୧୧ ମୃତ: ୧୭ ବର୍ଷର ଆକ୍ରମଣକାରୀ ଅଟକ

ମସ୍କୋ:ରୁଷର କଜାନ ସହରର ଏକ ସ୍କୁଲରେ ଭୟଙ୍କର ଅଘଟଣ ଘଟିଯାଇଛି । ମଙ୍ଗଳବାର ସ୍କୁଲ ଉପରେ କେହି ଆଖିବୁଜା ଗୁଳିବର୍ଷା କରିଛନ୍ତି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ଆହତ ହୋଇଛନ୍ତି । ରୁଷର ସରକାରୀ…

hamas
ଇସ୍ରାଏଲ ଉପରେ ହମାସ୍‌ର ୩୦୦ ରକେଟ ମାଡ, ଭାରତୀୟ ମହିଳା ମୃତ

ଗାଜା-ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଦୀର୍ଘ ସପ୍ତାହେ ଧରି ଚାଲିଥିବା ଉତ୍ତେଜନା ଏବେ ହିଂସାର ରୂପ ନେଇଛି । ରାତାରାତି ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି । ଏହି ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ…

covid injection
୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

ନୂଆଦିଲ୍ଲୀ:କରୋନାର ୨ୟ ଲହରକୁ ସାମ୍ନା କରିଥିବା ଦେଶବାସୀ ତୃତୀୟ ଲହରକୁ ନେଇ ଖୁବ ଭୟଭୀତ ହୋଇପଡିଛନ୍ତି।  କାରଣ ଏଥର କରୋନା ଟାର୍ଗେଟରେ ରହିବେ ଶିଶୁ । ତେବେ ତୃତୀୟ ଲହର ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକ ଖୁସି ଖବର ।…

corona death
ଚିନ୍ତା ବଢାଇଲା କରୋନା ମୃତ୍ୟୁସଂଖ୍ୟା; ୨୪ ଘଣ୍ଟାରେ ଆଖି ବୁଜିଲେ ୪୨୦୦

ନୂଆଦିଲ୍ଲୀ-ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛିମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ତେବେ ୨ଦିନ ପାଇଁ ବୁଧବାର ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ୱାର୍ଲ୍ଡୋମିଟର ୱେବସାଇଟ ଅନୁଯାୟୀ, ଦେଶରେ…

dhenkanal
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ଶବକୁ ଅସମ୍ମାନ: ଜଙ୍ଗଲରେ ଶବ ପଡିଥିବା ଫଟୋ ଭାଇରାଲ

କାମାକ୍ଷନଗର:କରୋନାରେ ଉଜୁଡି ଯାଉଛି ଘର, ଭାଙ୍ଗି ଯାଉଛି ପରିବାର । ଆପଣାର ଲୋକମାନେ ହୋଇ ଯାଉଛନ୍ତି ସାତପର ।  ମୃତ୍ୟୁ ମୁହଁରେ ଛଟପଟ ହେଉଥିବା ବାପାଙ୍କୁ ପାଣି ଟୋପାଏ ଦେବାକୁ ଡ଼ରୁଛି ପୁଅ । ଶବ ତା ଏଠି ଅଲୋଡ଼ା ।…

corona patient
କମୁଛି, କିନ୍ତୁ ଭୟ ଯାଇନି: ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ କରୋନା ରୋଗୀ

ନୁଅଦୀଲ୍ଲି:କରୋନାକୁ ନେଇ ଆସିଛି ଅଶ୍ୱସ୍ତିର ଖବର। ଗତ କିଛି ଦିନ ହେବ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବା ବେଳେ ୨ ଦିନ ହେବ ଏହା ସାମାନ୍ୟ ହ୍ରାସ ପାଇଛି । ଆଜି ଦେଶରେ କରୋନା ସଂକ୍ରାମିତଙ୍କ…

liquor home delivery
ଏଠି ଆରମ୍ଭ ହେଲା ମଦର ହୋମ ଡେଲିଭରି, ଦିନକରେ ୪ କୋଟିର ବେପାର

ରାୟପୁର: କରୋନାର ଦ୍ଵିତୀୟ ଲହରରେ ଥରୁଛି ସାରା ଛତିଶଗଡ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାରା ରାଜ୍ୟ ଲକ୍‌ଡାଉନ । ଲକଡାଉନରେ ଆବଶ୍ୟକ ଜିନିଷ ପାଇଁ ଲୋକଙ୍କର ଚିିନ୍ତା ଯେତିକି ନୁହେଁ, ଚିନ୍ତା ବେଶୀ ମଦ ପାଇଁ । ଚାହିଦାକୁ…

corona
ଘରମାଲିକ ବାହାର କରିଦେଲା, କୋଭିଡ ରୋଗୀ ସହ ଗାଡି ଭିତରେ ରହିଲେ ପୂରା ପରିବାର

ମଣ୍ଡି:କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶରେ ହାହାକାର ପରିସ୍ଥିତି ଲାଗିରହିଛି । ଏପରି ଦୁଃସ୍ଥିତିରୁ ବର୍ତ୍ତିବା ପାଇଁ ମଣିଷ ଭୁଲି ଯାଉଛି ସମ୍ପର୍କକୁ । ଭୁଲିଯାଉଛି ମଣିଷ ପଣିଆକୁ । ତା ଆଖିରେ ଗୋଟିଏ ଲକ୍ଷ୍ୟ, କିପରି ଏ ବିପତ୍ତିରୁ…

oxizen
ଅକ୍ସିଜେନ ଅଭାବରୁ ପୁଣି ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ-ପୁଣି ଅକ୍ସିଜେନ ଅଭାବ ଯୋଗୁ ଚାଲିଗଲା ୧୧ ଜୀବନ । ଡାକ୍ତରଖାନାରେ ଅକ୍ସିଜେନ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଗଲା । ଛଟପଟ ହୋଇ ଆଖି ବୁଜିଦେଲେ ୧୧ କରୋନା ରୋଗୀ । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ସ୍ଥିତ ଭେଙ୍କଟେଶ୍ୱର ରାମନାରାୟଣ…

billgates
ଏହି କାରଣରୁ ଗେଟସ୍ ଦମ୍ପତିଙ୍କ ୨୭ ବର୍ଷର ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଲା ଫାଟ

ନୂଆଦିଲ୍ଲୀ-୨୭ ବର୍ଷର ବୈବାହିକ ଜୀବନରେ ଫାଟ ଦେଖା ଦେବା ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ମାଇକ୍ରୋସପ୍ଟ କୋ-ଫାଉଣ୍ଡର ବିଲ୍‌୍ ଗେଟସ୍‌୍ ଓ ପତ୍ନୀ ମେଲିଣ୍ଡା ଗେଟସ୍‌ । ଗେଟ୍‌ସ ଦମ୍ପତିଙ୍କର ଏହି ବିଚ୍ଛେଦକୁ ନେଇ ମିଡିଆରେ ବେଶ ଚର୍ଚ୍ଚା…

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।