ଭୁବନେଶ୍ୱର: ପଶ୍ଚିମରେ ସାମୁଦ୍ରିକ ବାତ୍ୟା ତାଉତେ ତାଣ୍ଡବ ରଚିବା ପରେ ଏବେ ପୂର୍ବ ଭାରତକୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ‘ୟାସ’। ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ହେବ ବୋଲି ପୂର୍ବାନୁମାନ କରିଛି IMD...
ପୁରୀ: ରଥ ଖଳାରେ ପଶି ମହାମାରୀ କରୋନା। ଅକ୍ଷୟ ତୃତୀୟଠାରୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହୋଇଛି। ହେଲେ ବାଧକ ସାଜିଲାଣି କରୋନା। ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୫ ଜଣ ଭୋଇ ସେବକ...
ଭୁବନେଶ୍ୱର: ପଥର ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ଯେମିତି ବିପତ୍ତି ମାଡିପଡୁଛି। ଗୋଟିଏ ପରେ ଗୋଟିଏ ହୋଇ ୧୨ ଦିନରେ ୩ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ। ପ୍ରଥମେ ରଘୁନାଥଙ୍କୁ ହରାଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ ଗତକାଲି ପୁଅ ପ୍ରଶାନ୍ତ ମହାପାତ୍ରଙ୍କ...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଜାରି ହେଲା ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ। ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପ୍ଲେଟ୍ । ଏପରି ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ । ଆଡଭାଇଜରିରେ କୁହାଯାଇଛି, ଭାରତରେ ମହାମାରୀ ପ୍ରକୋପ ମଧ୍ୟରେ...
ପୁରୀ: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି। ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆବିର୍ଭାବ ହୋଇଥିଲା। ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି। ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନେକ ସ୍ୱତନ୍ତ୍ର...
ନୂଆଦିଲ୍ଲୀ: ସାଇକ୍ଲୋନ ତାଉତେ ତାଣ୍ଡବ ସୃଷ୍ଟି କରିବା ପରେ ଏବେ ଦୁର୍ବଳ ହୋଇଯାଇଛି । ହେଲେ ଏହାର ପ୍ରଭାବ ଉତ୍ତର ଭାରତରେ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ମଙ୍ଗଳବାର ପାଗ ପୂରା କୋହଲା ରହିଛି। ବୁଧବାର ସକାଳୁ ଝିପିଝିପି ବର୍ଷା ବି ଜାରି ରହିଛି। କୁହାଯାଉଛି, ୭୦ ବର୍ଷ ପରେ...
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୈନିକ ହାର ସାମାନ୍ୟ ହ୍ରାସ ପାଇଛି। ଯାହା ଜଣାଯାଉଛି, ଦ୍ୱିତୀୟ ଲହରର ପିକ୍ ସମୟ ଶେଷ ହେବାକୁ ଯାଉଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୧୧୦ ଜଣ...
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଲକ୍ ଡାଉନ ପରେ ବି ଦୈନିକ ସଂକ୍ରମଣରେ ଲାଗିପାରୁନି ବ୍ରେକ୍। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି...
ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ କମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ ଲୋକାଲ କେସ୍ ୫୦୫୯...
ନୂଆଦିଲ୍ଲୀ: ତାଉତେ ଆସିଲା , ତାଣ୍ଡବ ରଚିଲା ଆଉ ଚାଲିଗଲା । ଗଲାବେଳେ ଛାଡ଼ିଗଲା ଧ୍ୱଂସର ପଦଚିହ୍ନ। ଅନେକ ଧନଜୀବନ ହାନି କଲା । ତାଉତେ ଯିବା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ପ୍ରଳୟ ପରର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ମୁମ୍ବାଇ ସମୁଦ୍ର...
କରୋନା କବଜାରେ ସାରା ପୃଥିବୀ । କାହାର ସୁନାର ସଂସାର ଉଜାଡି ଦେଇଛି ମହାମାରୀ । କାହାକୁ କରିଦେଇଛି ରାସ୍ତାର ଭିକାରୀ । କରୋନା ପାଇଁ ହଜିଯାଉଛି ମଣିଷ ପଣିଆ ।
ନୂଆଦିଲ୍ଲୀ: ମଣିଷ ସଭ୍ୟତାର ଅନେକ ଫର୍ଦ୍ଦ ଏବେ ବି ଅନ୍ଧାରରେ ରହିଛି । ସେହି ଅନ୍ଧାର ଭିତରୁ ରହସ୍ୟର ପେଡ଼ି ଖୋଲିବାକୁ ଚେଷ୍ଟା ଅବ୍ୟାହତ ରଖିଛନ୍ତି ଗବେଷକମାନେ । ସେଇ ରହସ୍ୟ ପେଡ଼ିର ସୂତାଖିଅଟେ ଏବେ ପଡ଼ଛି ଗବେଷଙ୍କ ହାତରେ । ବହୁ ପୂରାତନ ପାଣିର ସନ୍ଧାନ ମିଳିଛି...
ଆଡଲଫ ହିଟଲର । ଜର୍ମାନର ଏକଛତ୍ରବାଦ ଶାସକ । ଦୁର୍ଦ୍ଦଷ ନାଜି ସେନାର ମୁଖ୍ୟ । ଦକ୍ଷ, ପରାକ୍ରମୀ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କର ପରାଜୟ ହେଲା । ତଥାପି ସେ ହାର ମାନି ନ ଥିଲେ । କେମିତି କଟିଥିଲା ତାଙ୍କ ଜୀବନର ସେଇ ଶେଷ ୨...
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି । ସଂକ୍ରମଣର ପ୍ରତିଦିନ ନୂଆ ରେକର୍ଡ ଦେଖିବାକୁ ମିଳୁଛି । କରୋନା ଗ୍ରାଫ ଯେପରି ଉପରମୁହାଁ ହେବାରେ ଲାଗିଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ...
ମାନବସମାଜ ସୃଷ୍ଟି ହେଲା ପରେ ଶକ୍ତିଶାଳୀ ମଣିଷମାନେ ଶକ୍ତି ପ୍ରଦର୍ଶନ କରି ନିରୀହ ଲୋକଙ୍କୁ କାର୍ଯ୍ୟରେ ଲଗାଇ ନିଜେ ଆନନ୍ଦ , ସୁଖ ଅନୁଭବ କରୁଥିଲେ । ପରେ ରାଜା ମହାରାଜାମାନେ ଗରିବ, ଶ୍ରମିକ, ଶିଳ୍ପୀଙ୍କୁ ଲଗାଇ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କଲେ । ବିଦେଶୀ ରାଷ୍ଟ୍ର ଶିଳ୍ପ...